କରୋନା ନାମରେ ନକଲି ଓ୍ୱେବସାଇଟ୍, ଦିଲ୍ଲୀ ପୁଲିସ ଜାରି କଲା ତାଲିକା

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଦେଶ ଏବେ ଲକ୍‌ଡାଉନ୍। ପୁଲିସ. ଡାକ୍ତର, ସଫେଇ କର୍ମଚାରୀ ଓ ମିଡିଆ କର୍ମୀଙ୍କୁ ଛାଡ଼ି ଅନ୍ୟମାନେ ଏବେ ଘର ଭିତରେ। ଅଧିକାଂଶ ଲୋକ ଏବେ ଘରେ ବସି ମଧ୍ୟ ଅଫିସ କାମ କରୁଛନ୍ତି। ଇଟାଲୀ, ଚାଇନା, ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ତେଣୁ ସମସ୍ତଙ୍କ ମନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ରହିଛି ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରୁଛନ୍ତି। […]

cyber frude

cyber frude

Subhransu Sekhar
  • Published: Saturday, 28 March 2020
  • Updated: 28 March 2020, 01:05 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଦେଶ ଏବେ ଲକ୍‌ଡାଉନ୍। ପୁଲିସ. ଡାକ୍ତର, ସଫେଇ କର୍ମଚାରୀ ଓ ମିଡିଆ କର୍ମୀଙ୍କୁ ଛାଡ଼ି ଅନ୍ୟମାନେ ଏବେ ଘର ଭିତରେ। ଅଧିକାଂଶ ଲୋକ ଏବେ ଘରେ ବସି ମଧ୍ୟ ଅଫିସ କାମ କରୁଛନ୍ତି। ଇଟାଲୀ, ଚାଇନା, ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ତେଣୁ ସମସ୍ତଙ୍କ ମନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ରହିଛି ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରୁଛନ୍ତି। ସର୍ଚ୍ଚ ବେଳେ କରୋନା ନାମରେ ଅନେକ ନକଲି ଓ୍ୱେବସାଇଟ୍ ଦେଖାଉଛି।

https://twitter.com/DCP_CCC_Delhi/status/1242805816853327872

ଏହି ସବୁ ନକଲି ଓ୍ୱେବସାଇଟ୍ କୋଭିଡ, କରୋନା ନାମରେ ରହିଛି। ତେବେ କିଛି ଓ୍ୱେବସାଇଟ୍ ରହିଛି ଯାହାକି ଆପଣଙ୍କ ପ୍ରାଇଭେସି ବା ଆପଣଙ୍କ ଗୋପନୀୟତାକୁ ଚୋରି କରୁଛି। ଏହାକୁ ନେଇ ଦିଲ୍ଲୀ ସାଇବରକ୍ରାଇମ୍ ଟୁଇଟ୍ କରି କିଛି ଓ୍ୱେବସାଇଟର ଲିଙ୍କ ଟୁଇଟ୍ କରି ଶେୟାର କରିଛି। ଯାହାକି ଆପଣଙ୍କ ଗୋପନୀୟତାକୁ ଚୋରି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story