ଧରା ପଡ଼ିଲା ସୁପର୍‌ ଚୋର: ଜାଣନ୍ତୁ ପୋଲିସ୍‌ ଆଖିରେ କେମିତି ଦେଉଥିଲା ଧୂଳି

ନୂଆଦିଲ୍ଲୀ: ସାଉଥ ଇଷ୍ଟ ଦିଲ୍ଲୀ ପୋଲିସ୍‌ ହାତରେ ପଡ଼ିଛି ସୁପର ଚୋର। ଏବେ ପୋଲିସ୍‌ ବି ଚିନ୍ତା ମୁକ୍ତ ଓ ଲୋକେ ବି। କାରଣ ଏହି ସୁପର ଚୋର ସମସ୍ତଙ୍କ ନିଦ ହଜାଇ ଦେଇଥିଲା। ୧୦୦୦ରୁ ଅଧିକ ଚୋରି କରି ସାରିଥିବା ଏହି ଚୋରକୁ ଧରିବାକୁ ପୋଲିସ୍‌କୁ ନାକେଦମ୍‌ ହେବାକୁ ପଡିଥିଲା। ପୋଲିସ୍‌କୁ ଚକମ୍‌ ଦେବାକୁ ଚୋରଟି ଆପଣେ ଥିବା ଉପାୟ କୌଣସି ଫିଲ୍ମର କାହାଣୀଠାରୁ କମ ନୁହେଁ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଲାଜପତ ନଗର […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 08:27 AM IST

Sports

Latest News

ନୂଆଦିଲ୍ଲୀ: ସାଉଥ ଇଷ୍ଟ ଦିଲ୍ଲୀ ପୋଲିସ୍‌ ହାତରେ ପଡ଼ିଛି ସୁପର ଚୋର। ଏବେ ପୋଲିସ୍‌ ବି ଚିନ୍ତା ମୁକ୍ତ ଓ ଲୋକେ ବି। କାରଣ ଏହି ସୁପର ଚୋର ସମସ୍ତଙ୍କ ନିଦ ହଜାଇ ଦେଇଥିଲା। ୧୦୦୦ରୁ ଅଧିକ ଚୋରି କରି ସାରିଥିବା ଏହି ଚୋରକୁ ଧରିବାକୁ ପୋଲିସ୍‌କୁ ନାକେଦମ୍‌ ହେବାକୁ ପଡିଥିଲା। ପୋଲିସ୍‌କୁ ଚକମ୍‌ ଦେବାକୁ ଚୋରଟି ଆପଣେ ଥିବା ଉପାୟ କୌଣସି ଫିଲ୍ମର କାହାଣୀଠାରୁ କମ ନୁହେଁ।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଲାଜପତ ନଗର ଅଞ୍ଚଳ କୁନାଲ (୩୫)। ଏହିଠାରୁ ହିଁ କୁନାଲ ଆରମ୍ଭ କରିଥିଲା ଚୋରି। ଟାର୍ଗେଟ ଥିଲା ସୌଖିନ୍‌ କାର। ଚୋରି ଗାଡିକୁ ମେରଠ ଓ ମୁଜାଫରନଗରରେ ବିକ୍ରି କରୁଥିଲା।

ମଜାଦାର କଥା ହେଲା ପୋଲିସ୍‌ ଆଖି ବଞ୍ଚିବାକୁ କୁନାଲ ପ୍ଲାଷ୍ଟିକ ସର୍ଜରୀ କରାଉଥିଲା। ପୋଲିସ୍‌ ତା’ର ଆଉ ଜଣେ ସାଙ୍ଗକୁ ମଧ୍ୟ ଗିରଫ କରିଛି। ସେମାନଙ୍କ ପାଖରୁ ୧୨ଟି ସୌଖିନ୍‌ କାର ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story