ଡିସିପି ମୋନିକାଙ୍କୁ କରୋନା, କ୍ୱାରେଣ୍ଟାଇନରେ କର୍ମଚାରୀ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ର ଆଉ ଜଣେ ଉଚ୍ଚପଦସ୍ଥ ପୁଲିସ କର୍ମଚାରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଡିସିପି(ନର୍ଥ) ମୋନିକା ଭରଦ୍ୱାଜ ବୁଧବାର କରୋନାରେ ଆକ୍ରାନ୍ତ ଥିବା ରିପୋର୍ଟ ପ୍ରକାଶ ପାଇଛି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଅସୁସ୍ଥତା ଅନୁଭବ କରିବାରୁ ସେ ନିଜ ଆଡ଼ୁ କୋଭିଡ ଟେଷ୍ଟ କରିବାକୁ ଆଗେଇ ଆସିଥିଲେ। ଗତକାଲି ତାଙ୍କ ସ୍ୱାବ ପରୀକ୍ଷା ସଂଗ୍ରହ କରାଯାଇଥିଲା । ଆଜି ସନ୍ଧ୍ୟାରେ ତାଙ୍କ ରିପୋର୍ଟ […]

d

d

Hemant Lenka
  • Published: Wednesday, 27 May 2020
  • Updated: 27 May 2020, 10:35 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ର ଆଉ ଜଣେ ଉଚ୍ଚପଦସ୍ଥ ପୁଲିସ କର୍ମଚାରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଡିସିପି(ନର୍ଥ) ମୋନିକା ଭରଦ୍ୱାଜ ବୁଧବାର କରୋନାରେ ଆକ୍ରାନ୍ତ ଥିବା ରିପୋର୍ଟ ପ୍ରକାଶ ପାଇଛି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

ଅସୁସ୍ଥତା ଅନୁଭବ କରିବାରୁ ସେ ନିଜ ଆଡ଼ୁ କୋଭିଡ ଟେଷ୍ଟ କରିବାକୁ ଆଗେଇ ଆସିଥିଲେ। ଗତକାଲି ତାଙ୍କ ସ୍ୱାବ ପରୀକ୍ଷା ସଂଗ୍ରହ କରାଯାଇଥିଲା । ଆଜି ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି। ସେହିପରି ତାଙ୍କ ସହ କାମ କରୁଥିବା ୩ ଜଣ ବ୍ୟକ୍ତିଗତ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।

ଗତବର୍ଷ ଦିଲ୍ଲୀର ତିସ ହଜାରୀ କୋର୍ଟର ଓକିଲ ଓ ପୁଲିସ୍‌ଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ବେଳେ ଡିସିପି ଭରଦ୍ୱାଜ ଚର୍ଚ୍ଚାକୁ ଆସିଥିଲେ। ନଭେମ୍ବର ୨ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଡିସିପି ଭରଦ୍ୱାଜ ଓ ତାଙ୍କ ଟିମ୍ ଶାନ୍ତି ପାଇଁ ନିବେଦନ କରୁଥିବା ବେଳେ ହଠାତ୍ ଓକିଲମାନେ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲେ। ଫଳରେ ସେମାନଙ୍କୁ ସ୍ଥାନ ଛାଡ଼ିବାକୁ ପଡ଼ିଥିଲା।

ଡିସିପି ମୋନିକାଙ୍କ ପୂର୍ବରୁ ଶହଦାରରେ କାର୍ଯ୍ୟ କରୁଥିବା ଜଣେ ଆଡିସନାଲ ଡିସିପିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଡିସିପି ମୋନିକା କେମିତି କରୋନାରେ ଆକ୍ରାନ୍ତ ହେଲେ ସେକଥା ଜଣାପଡ଼ିନାହିଁ।

ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଦିଲ୍ଲୀ ପୁଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଲେଣି।

ସେହିପରି ଜଣେ ପୁଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୁଧବାର ଦିଲ୍ଲୀରେ ୭୯୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ରାଜଧାନୀରେ ୩୦୩ ଜଣ କରୋନା ଯୋଗୁ ପ୍ରାଣ ହରାଇଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story