ଜାମିଆ ହିଂସା ନେଇ ଚାର୍ଜଶିଟ୍‌ ଦାଖଲ କଲା ଦିଲ୍ଲୀ ପୁଲିସ୍‌, ଶର୍ଜିଲ୍‌କୁ ଦର୍ଶାଗଲା ‘ଉତ୍ତେଜନା ସୃଷ୍ଟିକାରୀ’

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ଡିସେମ୍ବର ୧୫ ତାରିଖର ଜାମିଆ ମିଲିଆ ଇସଲାମିଆ ଘଟଣାକୁ ନେଇ ଚାର୍ଜଶିଟ୍‌ ଦାଖଲ କରିଛି ଦିଲ୍ଲୀ ପୁଲିସ୍‌। ଏଥିରେ ପୁଲିସ୍‌ ଜେଏନ୍‌ୟୁ ଛାତ୍ର ଶର୍ଜିଲ୍‌ ଇମାମ୍‌କୁ ‘ଉତ୍ତେଜନା ସୃଷ୍ଟିକାରୀ’ ବୋଲି ଦର୍ଶାଯାଇଛି। ଗତ ଡିସେମ୍ବର ୧୫ ତାରିଖରେ ହିଁ ଜଣେ ଅଭିଯୁକ୍ତ ଦର୍ଶାଇଥିଲା, ସେ ଶର୍ଜିଲ୍‌ର ଭାଷଣରେ ପ୍ରଭାବିତ ହୋଇ ଏପରି କରିଥିଲା। ଚାର୍ଜଶିଟ୍‌ରେ ଆହୁରି ମଧ୍ୟ କୁହାଯାଇଛି, ପୁଲିସ୍ ଘଟଣାସ୍ଥଳରୁ ୩.୨ ଏମ୍‌ଏମ୍‌ ପିସ୍ତଲର ଖାଲି ବୁଲେଟ୍‌ କ୍ୟାଟ୍ରିଜ୍‌ ପାଇଛି। ତେବେ […]

Jamia

Jamia

Subrat Kumar Nayak
  • Published: Tuesday, 18 February 2020
  • Updated: 18 February 2020, 01:57 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ଡିସେମ୍ବର ୧୫ ତାରିଖର ଜାମିଆ ମିଲିଆ ଇସଲାମିଆ ଘଟଣାକୁ ନେଇ ଚାର୍ଜଶିଟ୍‌ ଦାଖଲ କରିଛି ଦିଲ୍ଲୀ ପୁଲିସ୍‌। ଏଥିରେ ପୁଲିସ୍‌ ଜେଏନ୍‌ୟୁ ଛାତ୍ର ଶର୍ଜିଲ୍‌ ଇମାମ୍‌କୁ ‘ଉତ୍ତେଜନା ସୃଷ୍ଟିକାରୀ’ ବୋଲି ଦର୍ଶାଯାଇଛି।

ଗତ ଡିସେମ୍ବର ୧୫ ତାରିଖରେ ହିଁ ଜଣେ ଅଭିଯୁକ୍ତ ଦର୍ଶାଇଥିଲା, ସେ ଶର୍ଜିଲ୍‌ର ଭାଷଣରେ ପ୍ରଭାବିତ ହୋଇ ଏପରି କରିଥିଲା। ଚାର୍ଜଶିଟ୍‌ରେ ଆହୁରି ମଧ୍ୟ କୁହାଯାଇଛି, ପୁଲିସ୍ ଘଟଣାସ୍ଥଳରୁ ୩.୨ ଏମ୍‌ଏମ୍‌ ପିସ୍ତଲର ଖାଲି ବୁଲେଟ୍‌ କ୍ୟାଟ୍ରିଜ୍‌ ପାଇଛି। ତେବେ ଏହି ଚାର୍ଜଶିଟ୍‌ରେ କୌଣସି ଜାମିଆ ଛାତ୍ରଙ୍କ ନାମ ଉଲ୍ଲେଖ କରାଯାଇନାହିଁ।

ତେବେ ସିସିଟିଭି ଭିଡିଓକୁ ନଆଇ ପୁଲିସ୍‌ କହିଛି, ଏହାକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲୁ ରହିଛି। ୧୦୦ରୁ ଊର୍ଦ୍ଧ୍ୱ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି ଏବଂ କିଛି କଲ ଡିଟେଲ ରେକର୍ଡକୁ ନେଇ ମଧ୍ୟ ତଦନ୍ତ କରାଯାଇଛି। ପପୁଲା ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ବା ପିଏଫ୍‌ଆଇର ଏଥିରେ କ’ଣ ଭୂମିକା ରହିଛି, ତାହାକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ବର୍ତ୍ତମାନ ଯାଏ ୧୭ ଜଣଙ୍କୁ ଗିରଫ କରାଯାଇଛି, ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।

ଭାରତୀୟ ପିଙ୍ଗଳ କୋଡ୍‌ର ୩୦୭, ୧୪୭, ୧୪୮, ୧୪୯, ୧୮୬, ୩୫୩, ୩୩୨ ଏବଂ ୪୨୭ ଆଦି ଧାରା ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ବିକ୍ଷୋଭକାରୀ ୪ଟି ବସ୍‌ ଜାଳିବା ସହ ୨ଟି ପୁଲିସ୍‌ ଗାଡ଼ି ଜାଳି ଦେଇଥିଲେ। ଏହି ଘଟଣାରେ ଲାଠି ମାଡ଼ ସହ ଲୁହ ବୁହା ଗ୍ୟାସ୍‌ର ପ୍ରୟୋଗ ହୋଇଥିଲା।

ଏହାପରେ ପୁଲିସ୍‌ ଢେଲାମାଡ଼ କରିବା ସହ ହିଂସା ଉପୁଜାଉଥିବା ବିକ୍ଷୋଭକାରୀଙ୍କ ପିଛା କରି ଜାମିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ଭିତରେ ପଶିଯାଇଥିଲା। ସେଠାରେ ଶରଣ ପଶିଥିବା ଦଙ୍ଗାକାରୀଙ୍କୁ ଖୋଜିବାକୁ ଯାଇ ପୁଲିସ୍‌ ମାଡ଼ ମାରିଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି। ତେବେ ଏହାର ସତ୍ୟତା ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story