ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ, ତଣ୍ଡ ଗଣୁଛନ୍ତି ନିୟମ ଉଲ୍ଲଂଘନକାରୀ

ନୂଆଦିଲ୍ଲୀ: ପ୍ରଦୂଷଣ ରୋକିବା ପାଇଁ ରାଜଧାନୀ ଦିଲ୍ଲୀରେ ଆଜିଠୁ ଆରମ୍ଭ ହୋଇଛି ଯୁଗ୍ମ-ଅଯୁଗ୍ମ ନିୟମ। ଆଜି ରାସ୍ତାରେ ଯୁଗ୍ମ ନମ୍ୱରର ଗାଡ଼ି ଗଡ଼ିବାର ନିୟମ ରହିଛି। ଆସନ୍ତାକାଲି ଅଯୁଗ୍ମ ଗାଡ଼ି ନମ୍ୱର ଗଡ଼ିବ। ସରକାରଙ୍କ ସମସ୍ତ ସଚେତନତା ପରେ ବି ଲୋକମାନେ ଆଜି ଅଯୁଗ୍ମ ନମ୍ୱର ଗାଡ଼ି ଚଳାଇ ଆସୁଥିବାର ଦେଖିବାକୁ ମିଳିଛି। ଫଳରେ ଟ୍ରାଫିକ ପୁଲିସ ନିୟମ ଭାଙ୍ଗିଥିବା ଗାଡ଼ି ଚାଳକଙ୍କ ଜୋରିମାନା କାଟିଛି। ଜୋରିମାନାରୁ ବର୍ତ୍ତିବା ପାଇଁ ନିୟମ ଉଲ୍ଲଘଂନକାରୀ ବିଭିନ୍ନ ମନ୍ତବ୍ୟ ରଖୁଥିବା […]

odd even

odd even

Subhransu Sekhar
  • Published: Monday, 04 November 2019
  • Updated: 04 November 2019, 03:59 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଦୂଷଣ ରୋକିବା ପାଇଁ ରାଜଧାନୀ ଦିଲ୍ଲୀରେ ଆଜିଠୁ ଆରମ୍ଭ ହୋଇଛି ଯୁଗ୍ମ-ଅଯୁଗ୍ମ ନିୟମ। ଆଜି ରାସ୍ତାରେ ଯୁଗ୍ମ ନମ୍ୱରର ଗାଡ଼ି ଗଡ଼ିବାର ନିୟମ ରହିଛି। ଆସନ୍ତାକାଲି ଅଯୁଗ୍ମ ଗାଡ଼ି ନମ୍ୱର ଗଡ଼ିବ। ସରକାରଙ୍କ ସମସ୍ତ ସଚେତନତା ପରେ ବି ଲୋକମାନେ ଆଜି ଅଯୁଗ୍ମ ନମ୍ୱର ଗାଡ଼ି ଚଳାଇ ଆସୁଥିବାର ଦେଖିବାକୁ ମିଳିଛି। ଫଳରେ ଟ୍ରାଫିକ ପୁଲିସ ନିୟମ ଭାଙ୍ଗିଥିବା ଗାଡ଼ି ଚାଳକଙ୍କ ଜୋରିମାନା କାଟିଛି। ଜୋରିମାନାରୁ ବର୍ତ୍ତିବା ପାଇଁ ନିୟମ ଉଲ୍ଲଘଂନକାରୀ ବିଭିନ୍ନ ମନ୍ତବ୍ୟ ରଖୁଥିବା ଦେଖିବାକୁ ମିଳିଛି।

ଆଜି ସକାଳେ ଦିଲ୍ଲୀ ଗେଟ୍ ଓ ଆଇଟିଓ ନିକଟରେ ଟ୍ରାଫିକ ପୁଲିସ ୨ଟି ଗାଡ଼ିର ଚାଲାଣ ୪ ହଜାର ଟଙ୍କା ଲେଖାଏଁ କାଟିଛନ୍ତି। ଏଥିସହ ମଥୁରା ରୋଡରେ ଯାଉଥିବା ମହାରାଷ୍ଟ୍ରର ଏକ ମର୍ସିଡିଜ କାରର ଚାଳକ ମଧ୍ୟ ନିୟମ ଭାଙ୍ଗିଥିବାରୁ ଜୋରିମାନା ଗଣିଛି।

ସେହିପରି ଉତ୍ତର ପ୍ରଦେଶ ନୋଏଡାର ଜଣେ କାର ମାଲିକ ଅଯୁଗ୍ମ ନମ୍ୱର କାର ଧରି ଦିଲ୍ଲୀ ଆସିବାରୁ ଜୋରିମାନାର ଶିକାର ହୋଇଛନ୍ତି। ଆଇଟିଓ ନିକଟରେ ଟ୍ରାଫିକ ପୁଲିସ ୟୁପିର ଏହି ଅଯୁଗ୍ମ ନମ୍ୱର କାରକୁ ଧରି ଚାଲାଣ କାଟିଛି। ରାତିରେ କାମ ଥିବାରୁ ସେ କାର ଧରି ଦିଲ୍ଲୀ ଆସିଥିଲେ। ତାଙ୍କୁ ଏହି ଯୁଗ୍ମ-ଅଯୁଗ୍ମ ନିୟମ ବାବଦରେ ଜଣାନଥିଲା ବୋଲି ଜୋରିମାନାର ଶିକାର କାର ମାଲିକ କହିଛନ୍ତି।

ଲୋକଙ୍କ ଅବଗତି ନିମନ୍ତେ ଦିଲ୍ଲୀ ସରକାର ଇଣ୍ଡିଆ ଗେଟ୍, ଟିଭି, ସୋଶାଲ ମିଡିଆ, ବିଜ୍ଞାପନ ଜରିଆରେ ଯୁଗ୍ମ-ଅଯୁଗ୍ମ ନିୟମ ବାବଦରେ ସଚେତନ କରୁଛନ୍ତି। ତୃତୀୟ ଥର ପାଇଁ କେଜ୍ରିଓ୍ୱାଲ ସରକାର ଏହି ନିୟମ ଦିଲ୍ଲୀରେ ଲାଗୁ କରିଛନ୍ତି। ସକାଳ ୮ଟାରୁ ରାତି ୮ଟା ମଧ୍ୟରେ ଏହି ନିୟମ ଲାଗୁ ରହିଛି। ରବିବାର ଏହି ନିୟମ ଲାଗୁ ହେବ ନାହିଁ ବୋଲି ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ଲୋକସଭା ବାଚସ୍ପତି, ଉପ ବାଚସ୍ପତି, ସୁପ୍ରିମକୋର୍ଟର ଓ ହାଇକୋର୍ଟ ପ୍ରଧାନ ବିଚାରପତି, ବିଚାରପତି, କେନ୍ଦ୍ରମନ୍ତ୍ରୀ, ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ଦଳ ନେତା, ପୁଲିସ କମିଶନର, ନିର୍ବାଚନ କମିଶନର, ଲୋକାୟୁକ୍ତ, ଦିଲ୍ଲୀର ଉପରାଜ୍ୟପାଳ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଆମ୍ୱୁଲାନ୍ସ, ଦମକଳ ଗାଡି, ଭିଭିଆଇପି, ସେନା ଗାଡ଼ି ଆଦି ଏହି ନିୟମ ଅଧିନରେ ଅନ୍ତର୍ଭୁକ୍ତ ନୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story