ୱାସିଂଟନ ଡିସି ଫର୍ମାଟରେ ଦିଲ୍ଲୀରେ ହେବ ସୁରକ୍ଷା ବ୍ୟବସ୍ଥା: ଛୁଇଁ ପାରିବନି ଶତୃପକ୍ଷ 

ନୂଆଦିଲ୍ଲୀ:ଆମେରିକା ରାଜଧାନୀ ୱାସିଂଟନ ଭଳି ଏବେ ଦିଲ୍ଲୀକୁ ମିଳିବ ୱାସିଂଟନ ଡିସି ସୁରକ୍ଷା। ଖୋଦ ଆମେରିକା ଦିଲୀକୁ ଏଭିଳି ସାହାଯ୍ୟ ଯୋଗାଇଦେବ। ଚୀନ ଓ ପାକିସ୍ତାନ ସହିତ ଭାରତର ସମ୍ପର୍କ ଖରାପ ହେଉଥିବାରୁ ରାଜଧାନୀ ଦିଲ୍ଲୀ ଉପରେ ଶତ୍ରୁ ଆକ୍ରମଣର ଆଶଙ୍କା ରହୁଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀକୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର। ଏଥର କିନ୍ତୁ ସ୍ଥଳ ଭାଗରେ ନୁହେଁ କି ଜଳ ଭାଗରେ ନୁହେଁ ଆକାଶ ମାର୍ଗରେ ସୁରକ୍ଷା ଦେବାକୁ ଅଣ୍ଟା […]

nasams

nasams

Rakesh Mallick
  • Published: Sunday, 20 August 2017
  • Updated: 20 August 2017, 10:59 PM IST

Sports

Latest News

ନୂଆଦିଲ୍ଲୀ:ଆମେରିକା ରାଜଧାନୀ ୱାସିଂଟନ ଭଳି ଏବେ ଦିଲ୍ଲୀକୁ ମିଳିବ ୱାସିଂଟନ ଡିସି ସୁରକ୍ଷା। ଖୋଦ ଆମେରିକା ଦିଲୀକୁ ଏଭିଳି ସାହାଯ୍ୟ ଯୋଗାଇଦେବ। ଚୀନ ଓ ପାକିସ୍ତାନ ସହିତ ଭାରତର ସମ୍ପର୍କ ଖରାପ ହେଉଥିବାରୁ ରାଜଧାନୀ ଦିଲ୍ଲୀ ଉପରେ ଶତ୍ରୁ ଆକ୍ରମଣର ଆଶଙ୍କା ରହୁଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀକୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର। ଏଥର କିନ୍ତୁ ସ୍ଥଳ ଭାଗରେ ନୁହେଁ କି ଜଳ ଭାଗରେ ନୁହେଁ ଆକାଶ ମାର୍ଗରେ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ସରକାର। ଏଥିପାଇଁ ନେସନାଲ୍ ଆଡଭାନ୍ସ, ସର୍ଫେସ ଟୁ ଏଆର(ଏନଏଏସଏଏମଏସ) ମିସାଇଲ ଶିଷ୍ଟମ ବା ନାସାମ୍‌ସ କୁ ନିୟୋଜିତ କରିବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର।

ଆତଙ୍କବାଦୀଙ୍କ ପାଖରେ ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ସରଞ୍ଜାମ ଉପଲବ୍ଧ ରହୁଛି। ପଡୋଶୀ ଦେଶ ସହିତ ଭାରତର ସମ୍ପର୍କ ଖରାପ ରହୁଥିବାରୁ ଦେଶର ସୁରକ୍ଷା ସହିତ ଦିଲ୍ଲୀର ସୁରକ୍ଷା ଅନିର୍ବାର୍ଯ୍ୟ ହୋଇପଡିଛି। ଦେଶର ପ୍ରାଣକେନ୍ଦ୍ର ହେଉଛି ଦିଲ୍ଲୀ। ସେଠାରେ ସମସ୍ତ ଶାସନ କଳ ରହିଛି। ରାଷ୍ଟ୍ର ପତି , ପ୍ରଧାନମନ୍ତ୍ରୀଙ୍କ ଭଳି ଦେଶର ମହତ୍ବପୂର୍ଣ୍ଣ ଲୋକଙ୍କୁ କ୍ରୁଜ ମିଶାଇଲ ଓ ଡ୍ରୋନ ଆକ୍ରମଣରୁ ସୁରକ୍ଷା ଦେବାକୁ ସରକାର ଏପରି ମିଶାଇଲ ଡିଫେନ୍ସ ସିଷ୍ଟମ କିଣିବା ପାଇଁ ଆମେରିକା ସହ କଥାବାର୍ତ୍ତା ଚଳାଇଛନ୍ତି।

କଣ ଏହି ନାସାମ୍ସ ସିଷ୍ଟମ୍

୨୦୦୫ ରୁ ଆମେରିକା ରାଜଧାନୀ ୱାସିଂଟନର ସୁରକ୍ଷା ଦାୟୀତ୍ୱ ନାସାମ୍ସ ଉପରେ ନିୟୋଜିତ ରହିଛି। ଏହାକୁ ଏକ ଷ୍ଟେଟ ଅଫ ଦ ଡିଫେନ୍ସ ସିଷ୍ଟମ ବୋଲି କୁହାଯ଼ାଇଥାଏ। ଆକାଶ ମାର୍ଗରେ ହେବାକୁଥିବା ଆକ୍ରମଣରୁ ସରୁକ୍ଷା ଦେବାକୁ ଏହା ତୁରନ୍ତ ପ୍ରସ୍ତୁତ ହୋଇଯାଏ। ଆକାଶ ମାର୍ଗରେ ଉଡୁଥିବା ଶତ୍ରୁପକ୍ଷର ଡ୍ରୋନ କିମ୍ବା ମିଶାଇଲକୁ ଚିହ୍ନିପାରି ତୁରନ୍ତ ତାକୁ ନଷ୍ଟ କରିଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story