ସେଲ୍‌ଫି ଉଠେଇ ଫସିଗଲେ ବିରାଟ ! ପଢନ୍ତୁ କ’ଣ ହେଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫ୍ୟାନ ସଂଖ୍ୟା ଅଧିକ। ଖାସ୍‌ କରି ପୁଅଙ୍କ ଅପେକ୍ଷା ଝିଅ ଫ୍ୟାନ୍‌ଙ୍କ ସଂଖ୍ୟା ଟିକେ ବେଶୀ। ଝିଅମାନେ ବିରାଟଙ୍କୁ ପଡିଆରେ ଦେଖିବାକୁ ଯେତିକି ଭଲପାଆନ୍ତି ବାହାରେ ମଧ୍ୟ ସେତିକି ଭଲ ପାଆନ୍ତି। ବିରାଟଙ୍କ ପର୍ସନାଲିଟି ଏକ ପ୍ରକାର କିମିଆ କରେ ଝିଅ ମାନଙ୍କୁ। ତେଣୁ ଯେଉଁଠି ବିରାଟ ଯାଆନ୍ତି ସମସ୍ତେ ତାଙ୍କ ସହ ସେଲ୍‌ଫି ନେବାକୁ ଚାହାନ୍ତି। ତେବେ ଏହି ସେଲଫି ଦେଇ ବିରାଟ ଫସି ଯାଇଛନ୍ତି। […]

KOHALI-80

KOHALI-80

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 06:40 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫ୍ୟାନ ସଂଖ୍ୟା ଅଧିକ। ଖାସ୍‌ କରି ପୁଅଙ୍କ ଅପେକ୍ଷା ଝିଅ ଫ୍ୟାନ୍‌ଙ୍କ ସଂଖ୍ୟା ଟିକେ ବେଶୀ। ଝିଅମାନେ ବିରାଟଙ୍କୁ ପଡିଆରେ ଦେଖିବାକୁ ଯେତିକି ଭଲପାଆନ୍ତି ବାହାରେ ମଧ୍ୟ ସେତିକି ଭଲ ପାଆନ୍ତି। ବିରାଟଙ୍କ ପର୍ସନାଲିଟି ଏକ ପ୍ରକାର କିମିଆ କରେ ଝିଅ ମାନଙ୍କୁ। ତେଣୁ ଯେଉଁଠି ବିରାଟ ଯାଆନ୍ତି ସମସ୍ତେ ତାଙ୍କ ସହ ସେଲ୍‌ଫି ନେବାକୁ ଚାହାନ୍ତି। ତେବେ ଏହି ସେଲଫି ଦେଇ ବିରାଟ ଫସି ଯାଇଛନ୍ତି। ଫ୍ୟାନ୍‌ଙ୍କ ସହ ସେଲ୍‌ଫି ଦେଇ ବିରାଟଙ୍କ କାନ ଭାଙ୍ଗିଯାଛି। କାନ ତ’ ଛିଡ଼ି  ଯାଏ। ଭାଙ୍ଗିଲା କେମିତି? ଏବେ ଆପଣ ସେକଥା ଭାବୁଥିବେ।

ତେବେ ବେଶୀ କିଛି କନ୍‌ଫ୍ୟୁଜ୍‌ ହୁଅନ୍ତୁ ନାହିଁ। ପ୍ରକୃତରେ ବିରାଟଙ୍କର କିଛି ହୋଇନି।  ବିରାଟଙ୍କ ପ୍ରତିମୂର୍ତ୍ତିରେ କାନ ଭାଙ୍ଗିଯାଇଛି।  ଦିଲ୍ଲୀର ମାଡମ୍‌ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଥିବା ବିରାଟ କୋହଲିଙ୍କ ଷ୍ଟାଚ୍ୟୁର କାନ ଭାଙ୍ଗିଯାଇଛି। ଫ୍ୟାନ୍‌ମାନେ ଏହି ଷ୍ଟାଚ୍ୟୁକୁ ଧରି  ଫଟୋ ଉଠାଉଥିବା ସମୟରେ ବିରାଟଙ୍କ ଡାହାଣ କାନ ଭାଙ୍ଗିଯାଇଥିଲା। ଗତ ବୁଧବାର ନୂଆଦିଲ୍ଲୀ ସ୍ଥିତ ଉକ୍ତ ମ୍ୟୁଜିୟମରେ ବିରାଟଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇଥିଲା। ଏହି ପ୍ରତିମୂର୍ତ୍ତିରେ ତାଙ୍କ ସିଗ୍‌ନେଚର ପୋଜ୍ ସ୍ଥାନ ପାଇଛି। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ଅବସରରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତେ ବିରାଟଙ୍କ ପ୍ରତିମୂର୍ତ୍ତିକୁ ଧରି ଫଟୋ ଉଠାଇଥିଲେ। ଏହି ସମୟରେ ବିରାଟଙ୍କ ମହମମୂର୍ତ୍ତିର ଡାହାଣ କାନ ଭାଙ୍ଗିଯାଇଥିଲା।

ସୂଚନା ଅନୁୟାୟୀ କୋହଲିଙ୍କର ଏହି ପ୍ରତିମୂର୍ତ୍ତିକୁ  ତିଆରି କରିବା ପାଇଁ ୬ମାସ ସମୟ ଲାଗିଥିଲା। ୨୦କଳାକାର ମିଶି ଏହାକୁ ତିଆରି କରିଥିଲେ। ଏହି ପ୍ରତିମୂର୍ତ୍ତିଙ୍କୁ ଦେଖିବା ଓ ଛୁଇଁବାର ଅନୁମତି ଥିଲା। ବିରାଟ କୋହଲିଙ୍କ ସମେତ ଏହି ମ୍ୟୁଜିୟମରେ ସଚିନ ତେନ୍ଦୁଲକର, କପିଲ ଦେବ ଏବଂ ଆର୍ଜେଣ୍ଟିନା ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାନ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story