ଦିଲ୍ଲୀରେ ଲୁଚିଥିବା ୨ ଲଶ୍କର ଆତଙ୍କୀଙ୍କ ମଧ୍ୟରୁ ଜଣଙ୍କ ଫଟୋ ଜାରି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲୁଚି ଥିବା ୨ ଲଶ୍କର ଆତଙ୍କୀଙ୍କ ମଧ୍ୟରୁ ଜଣେ ସନ୍ଦିଗ୍ଧର ଫଟୋକୁ ପୋଲିସ ରବିବାର ଜାରି କରିଛି। ଏହି ସନ୍ଦିଗ୍ଧର ନାଁ ଅବୁଦୁଜାନା। ଏହି ୨ ଆତଙ୍କୀ ଭିଆଇପି ଲୋକଙ୍କ ସହିତ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆତ୍ମଘାତୀ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖି ଦିଲ୍ଲୀରେ ପ୍ରବେଶ କରିଥିବା ଗୁଇନ୍ଦା ରିପୋର୍ଟ ଆଧାରରେ ଗୋଟିଏ ଦିନ ପୂର୍ବରୁ ଦିଲ୍ଳୀ ପୋଲିସ ସୂଚନା ଦେଇଥିଲା। ଏହି ଦୁଇ ଲଶ୍କର-ଏ-ତୋଏବା ଆତଙ୍କୀ ଭାରତକୁ ଆସିଥିବା ନେଇ ଦେଶର […]

terroorist

terroorist

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 10:48 AM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲୁଚି ଥିବା ୨ ଲଶ୍କର ଆତଙ୍କୀଙ୍କ ମଧ୍ୟରୁ ଜଣେ ସନ୍ଦିଗ୍ଧର ଫଟୋକୁ ପୋଲିସ ରବିବାର ଜାରି କରିଛି। ଏହି ସନ୍ଦିଗ୍ଧର ନାଁ ଅବୁଦୁଜାନା। ଏହି ୨ ଆତଙ୍କୀ ଭିଆଇପି ଲୋକଙ୍କ ସହିତ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆତ୍ମଘାତୀ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖି ଦିଲ୍ଲୀରେ ପ୍ରବେଶ କରିଥିବା ଗୁଇନ୍ଦା ରିପୋର୍ଟ ଆଧାରରେ ଗୋଟିଏ ଦିନ ପୂର୍ବରୁ ଦିଲ୍ଳୀ ପୋଲିସ ସୂଚନା ଦେଇଥିଲା।

ଏହି ଦୁଇ ଲଶ୍କର-ଏ-ତୋଏବା ଆତଙ୍କୀ ଭାରତକୁ ଆସିଥିବା ନେଇ ଦେଶର ଗୁଇନ୍ଦା ସଂସ୍ଥା ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲା। ଏହି ଦୁଇ ଆତଙ୍କୀ ପାକ୍ ଅଧିକୃତ କାଶ୍ମୀରରୁ ଭାରତକୁ ଅନୁପ୍ରେବଶ କରିଛନ୍ତି। ଗୁଇନ୍ଦାଠାରୁ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ୍ ଡିସେମ୍ୱର ୧ରୁ ବେଆଇନ ଭାବେ ପ୍ରବେଶ କରିବା ଓ ଅପରାଧିକ ଷଡଯନ୍ତ୍ର କରିବା ନେଇ ଦୁଇ ଅଜଣା ଆତଙ୍କୀଙ୍କ ନାଁରେ ମାମଲା ରୁଜୁ କରି ଖୋଳତାଡ଼ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story