୫୮ ଦିନ ପରେ ଖୋଲିଲା ବିବାଦୀୟ ଡେରା ସଚ୍ଚା ସୌଦା ଆଶ୍ରମ, ଖୋଲୁ ଖୋଲୁ ଶ୍ରଦ୍ଧାଳୁଙ୍କ ଭିଡ଼

ସିରସା: ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ୍‌ ରାମ ରହିମ୍‌ଙ୍କୁ ସାଧ୍ୱୀ ଦୁଷ୍କର୍ମ ମାମଲାରେ ୨୦ ବର୍ଷ କାରାଦଣ୍ଡ ଘୋଷଣା ହେବା ପରେ ସମର୍ଥକଙ୍କ ପାଇଁ ବନ୍ଦ ହୋଇଯାଇଥିଲା ସିରସା ଆଶ୍ରମ। ଘଟଣା ଦିନକୁ ଦିନ ବିବାଦୀୟ ହୋଇପଡିଥିବା ବେଳେ ଦୀର୍ଘ ୫୮ଦିନ ଧରି ବନ୍ଦ ହୋଇପଡିଥିବା ଡେରା ସଚ୍ଚା ସୌଦା ଆଶ୍ରମ ଶନିବାର ଖୋଲାଯାଇଛି। ଏହି ସଂସ୍ଥାର ପ୍ରବର୍ତ୍ତକ ସାହା ମସ୍ତାନାଙ୍କ ଜନ୍ମୋତ୍ସବ ହେତୁ ଆଶ୍ରମ ଖୋଲା ଯାଇଥିବା ବେଳ ବିପୁଳ ଶ୍ରଦ୍ଧାଳୁ ଏଠାରେ ଭିଡ ଳଗାଇଥିଲେ। ଖବର […]

68_1509795842

68_1509795842

Rakesh Mallick
  • Published: Saturday, 04 November 2017
  • Updated: 06 November 2017, 08:27 PM IST

Sports

Latest News

ସିରସା: ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ୍‌ ରାମ ରହିମ୍‌ଙ୍କୁ ସାଧ୍ୱୀ ଦୁଷ୍କର୍ମ ମାମଲାରେ ୨୦ ବର୍ଷ କାରାଦଣ୍ଡ ଘୋଷଣା ହେବା ପରେ ସମର୍ଥକଙ୍କ ପାଇଁ ବନ୍ଦ ହୋଇଯାଇଥିଲା ସିରସା ଆଶ୍ରମ। ଘଟଣା ଦିନକୁ ଦିନ ବିବାଦୀୟ ହୋଇପଡିଥିବା ବେଳେ ଦୀର୍ଘ ୫୮ଦିନ ଧରି ବନ୍ଦ ହୋଇପଡିଥିବା ଡେରା ସଚ୍ଚା ସୌଦା ଆଶ୍ରମ ଶନିବାର ଖୋଲାଯାଇଛି। ଏହି ସଂସ୍ଥାର ପ୍ରବର୍ତ୍ତକ ସାହା ମସ୍ତାନାଙ୍କ ଜନ୍ମୋତ୍ସବ ହେତୁ ଆଶ୍ରମ ଖୋଲା ଯାଇଥିବା ବେଳ ବିପୁଳ ଶ୍ରଦ୍ଧାଳୁ ଏଠାରେ ଭିଡ ଳଗାଇଥିଲେ। ଖବର ଅନୁଯାୟୀ ପ୍ରାୟ ୩ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା, ଆଉ ସେମାନଙ୍କ ଭିତରେ ସଂଖ୍ୟାଧିକ ଥିଲେ ମହିଳା।

ଡେରା ମୁଖ୍ୟାଳୟରେ ପହଞ୍ଚିଥିବା ଶ୍ରଦ୍ଧାଳୁମାନେ ପରିସରରେ ପହଞ୍ଚି ନାମ ସଙ୍କୀର୍ତ୍ତନ କରିଥିଲେ। ସେପ୍ଟେମ୍ବର ୭ରେ  ଡେରା ମୁଖ୍ୟାଳୟରେ ହାଇଥିବା ସର୍ଚ୍ଚ ଅପରେସନ ପରେ ଏଠାରେ କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଅନୁମତି ଦିଆଯାଉ ନ ଥିଲା। ଫଳରେ ସେବେଠାରୁ ଶୂନ୍‌ଶାନ୍‌ ହୋଇପଡିଥିବା ଡେରା ମୁଖ୍ୟାଳୟ ଶନିବାର ଚଳଚଞ୍ଚଳ ହୋଇ ଉଠିଥିଲା। ସଙ୍କୀର୍ତ୍ତନ ହୋଇଥିଲା ସତ ହେଲେ ସମବେତ ଶ୍ରଦ୍ଧାଳୁଙ୍କୁ ଗୁରୁମିତ୍‌ଙ୍କ ଅନୁପସ୍ଥିତି ବାଧିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story