ବଜେଟରେ କେଉଁ ବିଭାଗକୁ କେତେ ଟଙ୍କା ମିଳିଲା

୧: ପେନସନ-୧,୭୪,୩୦୦ କୋଟି ୨: ପ୍ରତିରକ୍ଷା-୩,୦୫,୨୯୬ କୋଟି ୩: ସବସିଡି –୩,୦୧,୬୯୪ କୋଟି ୪: କୃଷି- ୧,୫୧,୫୧୮ କୋଟି ୫: ବାଣିଜ୍ୟ ଓ ଶିଳ୍ପ- ୨୭,୦୪୩ କୋଟି ୬: ଉତ୍ତର-ପୂର୍ବ ଭାରତର ବିକାଶ ପାଇଁ– ୩୦୦୦ କୋଟି ୭: ଶିକ୍ଷା – ୯୪,୮୫୪ କୋଟି ୮: ଶକ୍ତି- ୪୪,୬୪୮ କୋଟି ୯: ବୈଦେଶିକ ବ୍ୟାପାର- ୧୭,୮୮୫ କୋଟି ୧୦: ଅର୍ଥ- ୨୦,୧୨୧ କୋଟି ୧୧: ସ୍ୱାସ୍ଥ୍ୟ- ୬୪,୯୯୯ କୋଟି ୧୨: ସ୍ୱରାଷ୍ଟ୍ର ବ୍ୟାପାର- ୧,୦୩,୯୨୭ କୋଟି ୧୨: […]

asqa

Hemant Lenka
  • Published: Friday, 05 July 2019
  • , Updated: 05 July 2019, 05:45 PM IST

୧: ପେନସନ-୧,୭୪,୩୦୦ କୋଟି

୨: ପ୍ରତିରକ୍ଷା-୩,୦୫,୨୯୬ କୋଟି

୩: ସବସିଡି -୩,୦୧,୬୯୪ କୋଟି

୪: କୃଷି- ୧,୫୧,୫୧୮ କୋଟି

୫: ବାଣିଜ୍ୟ ଓ ଶିଳ୍ପ- ୨୭,୦୪୩ କୋଟି

୬: ଉତ୍ତର-ପୂର୍ବ ଭାରତର ବିକାଶ ପାଇଁ- ୩୦୦୦ କୋଟି

୭: ଶିକ୍ଷା – ୯୪,୮୫୪ କୋଟି

୮: ଶକ୍ତି- ୪୪,୬୪୮ କୋଟି

୯: ବୈଦେଶିକ ବ୍ୟାପାର- ୧୭,୮୮୫ କୋଟି

୧୦: ଅର୍ଥ- ୨୦,୧୨୧ କୋଟି

୧୧: ସ୍ୱାସ୍ଥ୍ୟ- ୬୪,୯୯୯ କୋଟି

୧୨: ସ୍ୱରାଷ୍ଟ୍ର ବ୍ୟାପାର- ୧,୦୩,୯୨୭ କୋଟି

୧୨: ସୁଧ- ୬,୬୦୪୭୧ କୋଟି

୧୩: ଆଇଟି ଓ ଟେଲିକମ-୨୧,୭୮୩ କୋଟି

୧୪: ଯୋଜନା ଓ ପରିସଂଖ୍ୟନ- ୫,୮୧୪ କୋଟି

୧୫: ଗ୍ରାମାଞ୍ଚଳ- ୧,୪୦,୭୬୨ କୋଟି

୧୬: ବୈଜ୍ଞାନିକ ବିଭାଗ- ୨୭,୪୩୧ କୋଟି

୧୭: ସାମାଜିକ ବ୍ୟାପାର- ୫୦,୮୫୦ କୋଟି

୧୮: ଟିକସ ପ୍ରଶାସନ- ୧,୧୭,୨୮୫ କୋଟି

୧୯: ରାଜ୍ୟମାନଙ୍କ ଭାଗ- ୧,୫୫,୪୪୭ କୋଟି

୨୦: ପରିବହନ- ୧,୫୭,୪୩୭

୨୧: କେନ୍ଦ୍ର ଶାସିତ ଅଞ୍ଚଳର ଭାଗ- ୧୫,୦୯୮

୨୨-ସହରାଞ୍ଚଳ ବିକାଶ- ୪୮,୦୩୨

୨୩-ଅନ୍ୟାନ୍ୟ- ୭୬,୬୬୫

ମୋଟ ବଜେଟ-୨୭,୮୬,୩୪୯ କୋଟି

Related story