ଶିବସେନା ଉପେର ବର୍ଷିଲେ ଫଡନାଭିସ୍, ଠାକରେଙ୍କ ଦୋହରା ନୀତିକୁ ସମାଲୋଚନା

ମୁମ୍ବାଇ: ଶିବସେନାର ଦୋହରା ନୀତି ପାଇଁ ଭାଜପାରେ ଅସନ୍ତୋଷ ଦେଖିବାକୁ ମିଳିଲାଣି। ଫଳରେ ଦଳୀୟ ଆଚରଣରେ ପରିବର୍ତ୍ତନ ଲାଗି ଖୋଲାଖୋଲି ତର୍କ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ଶିବସେନା ଓ ଭାଜପା ମେଣ୍ଟ ସରକାର ଚାଲିଥିଲେ ମଧ୍ୟ ଅନେକ ସମୟରେ ଉଭୟ ଦଳର ନୀତିଗତ ପାର୍ଥକ୍ୟ ନେଇ ବିବାଦ ଉଠୁଛି। ସରକାରୀ ନିଷ୍ପତ୍ତିକୁ ଶିବସେନା ସର୍ବଦା ବିରୋଧ କରି ଆସୁଛି   । ଫଳରେ ସରକାରରେ ଥାଇ ମଧ୍ୟ ବିରୋଧୀଙ୍କ ଭଳି ଆଚରଣ କରୁଛି ସେନା। ଯାହାକୁ ନଇ ଖୋଦ୍‌ […]

df

df

Rakesh Mallick
  • Published: Friday, 27 October 2017
  • Updated: 27 October 2017, 03:04 PM IST

ମୁମ୍ବାଇ: ଶିବସେନାର ଦୋହରା ନୀତି ପାଇଁ ଭାଜପାରେ ଅସନ୍ତୋଷ ଦେଖିବାକୁ ମିଳିଲାଣି। ଫଳରେ ଦଳୀୟ ଆଚରଣରେ ପରିବର୍ତ୍ତନ ଲାଗି ଖୋଲାଖୋଲି ତର୍କ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ଶିବସେନା ଓ ଭାଜପା ମେଣ୍ଟ ସରକାର ଚାଲିଥିଲେ ମଧ୍ୟ ଅନେକ ସମୟରେ ଉଭୟ ଦଳର ନୀତିଗତ ପାର୍ଥକ୍ୟ ନେଇ ବିବାଦ ଉଠୁଛି। ସରକାରୀ ନିଷ୍ପତ୍ତିକୁ ଶିବସେନା ସର୍ବଦା ବିରୋଧ କରି ଆସୁଛି   । ଫଳରେ ସରକାରରେ ଥାଇ ମଧ୍ୟ ବିରୋଧୀଙ୍କ ଭଳି ଆଚରଣ କରୁଛି ସେନା। ଯାହାକୁ ନଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେନା ଦୋହରା ନୀତି ନ ଆପଣେଇ ସ୍ପଷ୍ଟ କରିବା ଦରକାର ଯେ, ଦଳ ମେଣ୍ଟ ସରକାରରେ ରହିବା ଦରକାର ନା ଓହରିଯିବାର ଆବଶ୍ୟକତା ରହିଛି । ଏଭଳି ସରକାର ଭିତରେ ରହି ବିରୋଧୀ ଭଳି ଆଚରଣ ବନ୍ଦ କରିବା ଦରାକର ବୋଲି ଫଡନଭିସ୍ ଏକ ସଭାରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସମାଲୋଚନା କରି ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷରେ ଶିବସେନା ପକ୍ଷରୁ ମଧ୍ୟ ଭାଜପାକୁ ସମାଲୋଚନା କରାଯାଇଛି। ଦଳର ସଞ୍ଜୟ ରାୱତ କହିଛନ୍ତି ଯେ, ଭାରତରେ ନେତୃତ୍ୱ ନେବାକୁ ଏବେ ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାଜପା ପକ୍ଷରୁ ତାଙ୍କୁ ବାରମ୍ବାର ‘ପପ୍ପୁ’ ବାଲି ସମ୍ବୋଧନ କରାଯିବା ଆଦୌ ସମୀଚିନ ନୁହେଁ । ଦଳ ମନେ ରଖିବା ଦରକାର ଯେ, ଗଣତନ୍ତ୍ରରେ ସବୁଠାରୁ ଶକ୍ତିଶାଳୀ ହେଉଛନ୍ତି ଜନତା।  ଏଣୁ ପରିସ୍ଥିତି ଏପରି ନ ହୋଇଯାଉ ଯେ, ଭାଜପାକୁ ପପ୍ପୁ ବନିବାକୁ ପଡିବ । ଜିଏସ୍‌ଟି ଲାଗୁ ହେବା ପରେ ମୋଦି ହାୱା ସମ୍ପୂର୍ଣ୍ଣ ନିଷ୍ପ୍ରଭ ହେବାକୁ ବସିଛି ଯାହା ଗୁଜରାଟ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି କହିଛନ୍ତି ରାୱତ ।

ଉଭୟଙ୍କ କଥା କଟାକଟିକୁ ଦେଖି ମହାରାଷ୍ଟ୍ରରେ ମେଣ୍ଟ ସରକାର ତିଷ୍ଠିବା ନେଇ ଆଶଙ୍କା ଦେଖାଦେଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story