ଢାକା: ୨ ନାବାଳକଙ୍କୁ ହତ୍ୟା ଅଭିଯୋଗରେ ୬ଜଣଙ୍କୁ ମୃତ୍ୟୁଦଣ୍ଡ

ଢାକା: ବାଂଲାଦେଶରେ ଦୁଇଜଣ ଶିଶୁଙ୍କ ହତ୍ୟା ଅଭିଯୋଗରେ ୬ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ରିପୋର୍ଟ ଅନୁସାରେ ସିଲହେଟ ସିଟିର ଏକ ଅଦାଲତ ଗତ ଜୁଲାଇରେ ସମିଉଲ ଆଲମ ରାଜନ (୧୩) ନାମକ ଏକ ନାବାଳକକୁ ଲୁହା ରଡରେ ପିଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ କୋର୍ଟ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ଏକ ଅଦାଲତ ରକିବ ହାବଲଦାର (୧୨)ଙ୍କ ହତ୍ୟା ଘଟଣାରେ ଦୁଇଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଗତ […]

court-bangladesh_650x400_81441695442

court-bangladesh_650x400_81441695442

Rakesh Mallick
  • Published: Sunday, 08 November 2015
  • Updated: 04 May 2017, 03:44 PM IST

Sports

Latest News

ଢାକା: ବାଂଲାଦେଶରେ ଦୁଇଜଣ ଶିଶୁଙ୍କ ହତ୍ୟା ଅଭିଯୋଗରେ ୬ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ରିପୋର୍ଟ ଅନୁସାରେ ସିଲହେଟ ସିଟିର ଏକ ଅଦାଲତ ଗତ ଜୁଲାଇରେ ସମିଉଲ ଆଲମ ରାଜନ (୧୩) ନାମକ ଏକ ନାବାଳକକୁ ଲୁହା ରଡରେ ପିଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ କୋର୍ଟ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ଏକ ଅଦାଲତ ରକିବ ହାବଲଦାର (୧୨)ଙ୍କ ହତ୍ୟା ଘଟଣାରେ ଦୁଇଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଗତ ଅଗଷ୍ଟ ୩ ତାରିଖରେ ରକିବଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ଉମର ଶରିଫ ଏବଂ ମେଣ୍ଟୁ ମିଆଁ ରକିବାଙ୍କୁ ହତ୍ୟା କରିଦେଇଥିଲେ । ରକିବ ତାଙ୍କ ଗ୍ୟାରେଜରୁ ଚାକିରି ଛାଡି ଅନ୍ୟ ସ୍ଥାନରେ ଚାକିରି ଲାଗି ଚାଲିଯିବା ଘଟଣାରେ ଉତ୍ତ୍ୟକ୍ତ ହୋଇ ତାକୁ ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story