ଧର୍ମନିରପେକ୍ଷତା ଶଦ୍ଦର ବହୁଳ ଅପବ୍ୟବହାର ହେଉଛି : କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଧର୍ମନିରପେକ୍ଷତା ଶଦ୍ଦର ବହୁଳ ଅପବ୍ୟବହାର କରାଯାଉଛି। ଗୁରୁବାର ଲୋକସଭାରେ ସମ୍ୱିଧାନ ଦିବସ ପାଳନ ଅବସରରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଦେଶର ସାମାଜିକ ଢାଞ୍ଚାକୁ ଦେଖି ବାବା ସାହେବ ଆମ୍ୱେଦକର ସମାଜବାଦ ଓ ଧର୍ମନିରପେକ୍ଷତା ଭଳି ଶଦ୍ଦକୁ ସମ୍ୱିଧାନର ପ୍ରି-ଆମ୍ୱଲରେ ସ୍ଥାନ ଦେଇ ନ ଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସମ୍ୱିଧାନ ଆମର ଗଣତନ୍ତ୍ରକୁ ମଜଭୁତ କରିଛି ବୋଲି ଏହି ଅବସରରେ କହିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସଂସଦର […]

rajnathsingh

rajnathsingh

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 07:59 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଧର୍ମନିରପେକ୍ଷତା ଶଦ୍ଦର ବହୁଳ ଅପବ୍ୟବହାର କରାଯାଉଛି। ଗୁରୁବାର ଲୋକସଭାରେ ସମ୍ୱିଧାନ ଦିବସ ପାଳନ ଅବସରରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଦେଶର ସାମାଜିକ ଢାଞ୍ଚାକୁ ଦେଖି ବାବା ସାହେବ ଆମ୍ୱେଦକର ସମାଜବାଦ ଓ ଧର୍ମନିରପେକ୍ଷତା ଭଳି ଶଦ୍ଦକୁ ସମ୍ୱିଧାନର ପ୍ରି-ଆମ୍ୱଲରେ ସ୍ଥାନ ଦେଇ ନ ଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସମ୍ୱିଧାନ ଆମର ଗଣତନ୍ତ୍ରକୁ ମଜଭୁତ କରିଛି ବୋଲି ଏହି ଅବସରରେ କହିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସଂସଦର ଶୀତ ଅଧିବେଶନ ଆରମ୍ଭରେ ଆଜି ଲୋକସଭାରେ ସମ୍ୱିଧାନ ଦିବସ ପାଳନ କରାଯାଇଛି। ସେପଟେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଚଳି ପରେ ରାଜ୍ୟସଭା ଆସନ୍ତାକାଲି ଯାଏଁ ମୁଲତବୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story