ଡିଜିଟାଲ୍ ୱାଲର୍ଡରେ ଇଂରାଜୀ, ଚାଇନିଜ୍ ଓ ହିନ୍ଦୀ ଭାଷାର ଗୁରୁତ୍ୱ ରହିବ: ମୋଦି

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୋପାଳଠାରେ ଆୟୋଜିତ ବିଶ୍ୱ ହିନ୍ଦୀ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ୩୨ ବର୍ଷ ପରେ ବିଶ୍ୱ ହିନ୍ଦୀ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେଉଛି। ୩ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀକୁ ବୈଦେଶିକ ମନ୍ତ୍ରଣାଳୟ ଓ ମଧ୍ୟପ୍ରଦେଶ ସରକାର ମିଶି ଆୟୋଜନ କରିଛନ୍ତି। ଦେଶରେ ଦ୍ରୁତ ଅଗ୍ରଗତି ଘଟୁଛି। ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ,  ୨୧ ଶତାଦ୍ଧୀ ଶେଷ ବେଳକୁ ବିଶ୍ୱରେ ୬୦୦୦ ଭାଷାରୁ ୯୦ […]

Modi

Modi

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 08:19 AM IST

Sports

Latest News

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୋପାଳଠାରେ ଆୟୋଜିତ ବିଶ୍ୱ ହିନ୍ଦୀ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ୩୨ ବର୍ଷ ପରେ ବିଶ୍ୱ ହିନ୍ଦୀ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେଉଛି। ୩ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀକୁ ବୈଦେଶିକ ମନ୍ତ୍ରଣାଳୟ ଓ ମଧ୍ୟପ୍ରଦେଶ ସରକାର ମିଶି ଆୟୋଜନ କରିଛନ୍ତି।

ଦେଶରେ ଦ୍ରୁତ ଅଗ୍ରଗତି ଘଟୁଛି। ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ,  ୨୧ ଶତାଦ୍ଧୀ ଶେଷ ବେଳକୁ ବିଶ୍ୱରେ ୬୦୦୦ ଭାଷାରୁ ୯୦ ପ୍ରତିଶତ ବିଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଆମେ ହିନ୍ଦୀକୁ ସଂରକ୍ଷଣ କରିବା ସହ ସମୃଦ୍ଧି କରିବାକୁ ଚାହଁଛୁ। ଆଗାମୀ ଦିନରେ ଡିଜିଟାଲ ୱାଲର୍ଡର ଗୁରୁତ୍ୱ ବଢିବ। ଏଥିରେ ୩ଟି ଭାଷା ଇଂରାଜୀ, ଚାଇନିଜ୍ ଓ ହିନ୍ଦୀ ରହିବ। ତେଣୁ ହିନ୍ଦୀ ଭାଷାର ବିକାଶ ଉପରେ ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ଅବସରରେ ମୋଦି କହିଛନ୍ତି, ଗୋଟିଏ ଭାଷା ଲୁପ୍ତ ହୋଇଗଲେ ତାହାର ମୂଲ୍ୟ ଜଣାପଡିଥାଏ । ଭାଷାର ମଧ୍ୟ ମୂଲ୍ୟ ରହିଛି, ତେଣୁ ପ୍ରତ୍ୟେକ ବ୍ୟକ୍ତି ଭାଷାର ସୁରକ୍ଷା ଲାଗି ସଜାଗ ହେବା ଉଚିତ। ପକ୍ଷୀ ଓ ଗଛର ଯତ୍ନ ନେବା ପରି ଭାଷାକୁ ମଧ୍ୟ ବଞ୍ଚାଇବା ପାଇଁ ଚେଷ୍ଟା କରାଯିବା ଆବଶ୍ୟକ। ସମ୍ମିଳନୀରେ ୨୭ଟି ଦେଶର ହିନ୍ଦୀ ବିଦ୍ୱାନ ସାମିଲ ହୋଇଛନ୍ତି। ସମ୍ମିଳନୀରେ ବିଗ୍ ବି ଅମିତଭା ବଚ୍ଚନ ଯୋଗଦେଇ ‘ଭଲ ହିନ୍ଦୀ କିପରି କୁହାଯିବ’ ସେ ବିଷୟରେ ବକ୍ତବ୍ୟ ରଖିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story