ଦିଲ୍ଲୀରେ ୫୬ ମିଲିମିଟର ବର୍ଷା

ନୂଆଦିଲ୍ଲୀ:  ଗତକାଲିଠାରୁ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗିରହିଛି। ଏଥିଯୋଗୁ ବହୁ ଲୋକ ପ୍ରଭାବିତ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀର ତାପମାତ୍ରା କମ୍ ରହିଛି । ଆଜି ସକାଳ ସାଢେ ୮ଟାରେ ଦିଲ୍ଲୀର ତାପମାତ୍ରା ୨୩.୬ ଡିଗ୍ରୀ ସେଲସିୟସ ଥିଲା। ସହରର ଆଦ୍ରତା ୮୯ ପ୍ରତିଶତ ରହିଛି । ଗତକାଲି ରାତିରେ ୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ଆକାଶ ମେଘାଚ୍ଛନ୍ନ ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା […]

delhi-rain

delhi-rain

Rakesh Mallick
  • Published: Monday, 24 August 2015
  • Updated: 25 August 2015, 08:29 AM IST

Sports

Latest News

ନୂଆଦିଲ୍ଲୀ:  ଗତକାଲିଠାରୁ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗିରହିଛି। ଏଥିଯୋଗୁ ବହୁ ଲୋକ ପ୍ରଭାବିତ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀର ତାପମାତ୍ରା କମ୍ ରହିଛି । ଆଜି ସକାଳ ସାଢେ ୮ଟାରେ ଦିଲ୍ଲୀର ତାପମାତ୍ରା ୨୩.୬ ଡିଗ୍ରୀ ସେଲସିୟସ ଥିଲା। ସହରର ଆଦ୍ରତା ୮୯ ପ୍ରତିଶତ ରହିଛି । ଗତକାଲି ରାତିରେ ୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ଆକାଶ ମେଘାଚ୍ଛନ୍ନ ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବାନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସହରର ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ଓ ସର୍ବଧିକ ୩୫ ଡିଗ୍ରୀ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story