ପଣ୍ଡିତ ଦୀନଦୟାଲଙ୍କ ପାଇଁ ଦେଶକୁ ମିଳିଲା କଂଗ୍ରେସର ବିକଳ୍ପ

ନୂଆଦିଲ୍ଲୀ: ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ୧୦୦ତମ ଜନ୍ମବାର୍ଷିକି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଦି କମ୍ପଲିଟ ୱାର୍କସ ଅଫ୍ ଦିନଦୟାଲ ଉପାଧ୍ୟାୟ’ ପୁସ୍ତକର ୧୫ତମ ସଂସ୍କରଣ ଉନ୍ମୋଚନ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ବିଜେପି ଅଧ୍ୟକ୍ଷ ଅମୀତ ଶାହା ମଧ୍ୟ ଯୋଗ ଦେଇଥିଲେ। ଏହି ପୁସ୍ତକରେ ଦୀନଦୟାଲଙ୍କ କାର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ତାଙ୍କ ଜୀବନର ମହତ୍ତ୍ୱପୂର୍ଣ୍ଣ ଘଟଣା ସହ ୧୯୬୫ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ, ତାସକେଣ୍ଟ ସମଝୋତା […]

modi-dindayal

modi-dindayal

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 03:31 PM IST

Sports

Latest News

ନୂଆଦିଲ୍ଲୀ: ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ୧୦୦ତମ ଜନ୍ମବାର୍ଷିକି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଦି କମ୍ପଲିଟ ୱାର୍କସ ଅଫ୍ ଦିନଦୟାଲ ଉପାଧ୍ୟାୟ’ ପୁସ୍ତକର ୧୫ତମ ସଂସ୍କରଣ ଉନ୍ମୋଚନ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ବିଜେପି ଅଧ୍ୟକ୍ଷ ଅମୀତ ଶାହା ମଧ୍ୟ ଯୋଗ ଦେଇଥିଲେ। ଏହି ପୁସ୍ତକରେ ଦୀନଦୟାଲଙ୍କ କାର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ତାଙ୍କ ଜୀବନର ମହତ୍ତ୍ୱପୂର୍ଣ୍ଣ ଘଟଣା ସହ ୧୯୬୫ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ, ତାସକେଣ୍ଟ ସମଝୋତା ଏବଂ ଗୋୱାର ମୁକ୍ତି ସଂପର୍କର ସୂଚନା ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଏହାସହିତ ଜନ ସଂଘର ଯାତ୍ରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

ଏହି ଅବସରରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁ କମ୍ ସମୟ ମଧ୍ୟରେ ବିଜେପି ପାର୍ଟି ବିପକ୍ଷ ରୁ ନେଇ ବିକଳ୍ପ ପର୍ଯ୍ୟନ୍ତ ଯାତ୍ରା ପଣ୍ଡିତ ଦୀନଦୟାଲଙ୍କ ଦ୍ୱାରା ସ୍ଥାପିତ ମୂଳଦୁଆ ପାଇଁ ସମ୍ଭବ ହୋଇପାରିଛି ଏବଂ ତାଙ୍କ ପାଇଁ ୧୯୬୭ରେ ଦେଶକୁ କଂଗ୍ରେସର ଏକ ବିକଳ୍ପ ମିଳିପାରିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story