ପଣ୍ଡିତ ଦୀନଦୟାଲଙ୍କ ପାଇଁ ଦେଶକୁ ମିଳିଲା କଂଗ୍ରେସର ବିକଳ୍ପ

ନୂଆଦିଲ୍ଲୀ: ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ୧୦୦ତମ ଜନ୍ମବାର୍ଷିକି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଦି କମ୍ପଲିଟ ୱାର୍କସ ଅଫ୍ ଦିନଦୟାଲ ଉପାଧ୍ୟାୟ’ ପୁସ୍ତକର ୧୫ତମ ସଂସ୍କରଣ ଉନ୍ମୋଚନ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ବିଜେପି ଅଧ୍ୟକ୍ଷ ଅମୀତ ଶାହା ମଧ୍ୟ ଯୋଗ ଦେଇଥିଲେ। ଏହି ପୁସ୍ତକରେ ଦୀନଦୟାଲଙ୍କ କାର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ତାଙ୍କ ଜୀବନର ମହତ୍ତ୍ୱପୂର୍ଣ୍ଣ ଘଟଣା ସହ ୧୯୬୫ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ, ତାସକେଣ୍ଟ ସମଝୋତା ଏବଂ ଗୋୱାର ମୁକ୍ତି ସଂପର୍କର ସୂଚନା ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଏହାସହିତ ଜନ ସଂଘର ଯାତ୍ରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

ଏହି ଅବସରରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁ କମ୍ ସମୟ ମଧ୍ୟରେ ବିଜେପି ପାର୍ଟି ବିପକ୍ଷ ରୁ ନେଇ ବିକଳ୍ପ ପର୍ଯ୍ୟନ୍ତ ଯାତ୍ରା ପଣ୍ଡିତ ଦୀନଦୟାଲଙ୍କ ଦ୍ୱାରା ସ୍ଥାପିତ ମୂଳଦୁଆ ପାଇଁ ସମ୍ଭବ ହୋଇପାରିଛି ଏବଂ ତାଙ୍କ ପାଇଁ ୧୯୬୭ରେ ଦେଶକୁ କଂଗ୍ରେସର ଏକ ବିକଳ୍ପ ମିଳିପାରିଲା।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ ଏହି ଦୁଇ ଆକାଉଣ୍ଟରୁ ରିୟାଙ୍କ ପାଖକୁ ଯାଇଛି ଟଙ୍କା!

ସିବିଆଇ ପଞ୍ଝାରେ ରିୟା, ରୁଜୁ ହେଲା ମାମଲା

ରାମଙ୍କ ପରେ ଏବେ ନଜରରେ କୃଷ୍ଣ ଜନ୍ମଭୂମି

ରିୟାଙ୍କ ପାଇଁ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ, ତଦନ୍ତ ଆରମ୍ଭ କଲା କୋଲକାତା ପୁଲିସ୍‌

ଭୟଙ୍କର ଘଟଣା: ୧୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କଠାରୁ ଦୂରେଇ ଯାଇଥିଲେ ରିୟା, କିନ୍ତୁ କାହିଁକି?

କରୋନା ନେଲା ବରିଷ୍ଠ ସିପିଆଇଏମ ନେତାଙ୍କ ଜୀବନ

ସୁଶାନ୍ତଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚାହୁଁଥିଲେ ରିୟା, ୫ ଦିନରେ କରିଥିଲେ ୨୫ କଲ୍‌

ଭୟଙ୍କର ବର୍ଷାରେ ମୁମ୍ବାଇ ସ୍ଥିତି ଅସମ୍ଭାଳ, ୪୬ ବର୍ଷର ରେକର୍ଡ ଭାଙ୍ଗିଲା କୋଲାବା

ପୁଣି ଚାଇନାକୁ ଜାତିସଂଘରେ ଦୃଢ଼ ଜବାବ ଦେଲା ଭାରତ

ଭାରତୀୟ ସୀମାରେ ପଶି ଯାଇଥିଲା ଚାଇନା, ତଥ୍ୟ ପ୍ରକାଶ କରି ଡିଲିଟ କରିଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

କାହିଁକି ଇସ୍ତଫା ଦେଲେ ଗିରୀଶ ମୁର୍ମୁ, ଜାଣନ୍ତୁ ପୂରା କାରଣ