ବୃଦ୍ଧ ଦମ୍ପତିଙ୍କୁ ଭିଆଇପି ଧାଡ଼ିରେ ଛାଡ଼ିବାରୁ ରାଗିଗଲେ ଜିଲ୍ଲାପାଳ!

କାଞ୍ଚିପୁରମ୍‌: ତାମିଲନାଡ଼ୁର କାଞ୍ଚିପୁରମ୍‌ସ୍ଥିତ ଏକ ମନ୍ଦିର ପରିସରର ଏକ ଭିଡିଓ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏଥିରେ ଜିଲ୍ଲାପାଳ ଜଣେ ପୁଲିସ୍‌ କର୍ମଚାରୀଙ୍କ ଉପରେ ରାଗି ଗାଳି ଦେଉଥିବାର ଦୃଶ୍ୟ ରହିଛି। ଭିଆଇପି ଗେଟ୍‌ ଦେଇ କିଛି ଭକ୍ତଙ୍କୁ ବିନା ପାଶ୍‌ରେ ଭିତରକୁ ଛଡ଼ାଯାଉଥିବାରୁ ଜିଲ୍ଲାପାଳ ଏଥିରେ ରାଗିଯାଇ କହିଛନ୍ତି, “ମୁଁ ତୁମକୁ ଶେଷ କରିଦେବି।” ଜିଲ୍ଲାପାଳ ରାଗରେ କହିଥିଲେ, “ତୁମେ କ’ଣ ଏଠି ଠକିବାକୁ ଆସିଛ? କ’ଣ ଚେକ୍‌ କରୁଛ? ବିନା ପାସ୍‌ରେ ଗୁଡ଼ାଏ ଲୋକ […]

kanchipuram

kanchipuram

Subrat Kumar Nayak
  • Published: Monday, 12 August 2019
  • Updated: 12 August 2019, 08:07 PM IST

Sports

Latest News

କାଞ୍ଚିପୁରମ୍‌: ତାମିଲନାଡ଼ୁର କାଞ୍ଚିପୁରମ୍‌ସ୍ଥିତ ଏକ ମନ୍ଦିର ପରିସରର ଏକ ଭିଡିଓ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏଥିରେ ଜିଲ୍ଲାପାଳ ଜଣେ ପୁଲିସ୍‌ କର୍ମଚାରୀଙ୍କ ଉପରେ ରାଗି ଗାଳି ଦେଉଥିବାର ଦୃଶ୍ୟ ରହିଛି। ଭିଆଇପି ଗେଟ୍‌ ଦେଇ କିଛି ଭକ୍ତଙ୍କୁ ବିନା ପାଶ୍‌ରେ ଭିତରକୁ ଛଡ଼ାଯାଉଥିବାରୁ ଜିଲ୍ଲାପାଳ ଏଥିରେ ରାଗିଯାଇ କହିଛନ୍ତି, "ମୁଁ ତୁମକୁ ଶେଷ କରିଦେବି।"

ଜିଲ୍ଲାପାଳ ରାଗରେ କହିଥିଲେ, “ତୁମେ କ’ଣ ଏଠି ଠକିବାକୁ ଆସିଛ? କ'ଣ ଚେକ୍‌ କରୁଛ? ବିନା ପାସ୍‌ରେ ଗୁଡ଼ାଏ ଲୋକ ଆସୁଛନ୍ତି। ଭିଆଇପି ଆସିଲେ ସେମାନେ ପଥର ପରି ଠିଆ ହୋଇ ରହୁଛନ୍ତି। ବରିଷ୍ଠ ପୁଲିସ୍‌ ଅଧିକାରୀ ଏବଂ ମନ୍ତ୍ରୀମାନେ ଆସିଲେ ମଧ୍ୟ ସେଭଳି ଘଟଣା ଘଟୁଛି। ତୁମେ ଆଜିଠୁ ନିଲମ୍ବିତ ହେଲ।” ଏହି ଜିଲ୍ଲାପାଳ ରାଜ୍ୟ ପୁଲିସ୍‌କୁ ମଧ୍ୟ 'ଆରୋଗାଣ୍ଟ' କହିଥିଲେ। ସେ କହିଥିଲେ, "ଆଇଜିଙ୍କୁ କୁହ ୟାଙ୍କୁ ନିଲମ୍ବନ କରିବେ, ତେଣିକି ଦେଖାଯିବ କ’ଣ ହେଉଛି।"
https://youtu.be/r2VBz6UYzSc
ଭିଡିଓରେ ଦେଖିବାକୁ ମିଳିଛି ସମ୍ପୃକ୍ତ ପୁଲିସ୍‌ କର୍ମଚାରୀ କାକୁତି ମିନତି ହେଉଛନ୍ତି ଏବଂ କାହିଁକି ଏପରି କରିଥିଲେ, ତା’ର କାରଣ ଦର୍ଶାଇଛନ୍ତି। ଏପରିକି ସେ ଭୁଲ୍‌ ମାଗିବା ପରେ ମଧ୍ୟ ଜିଲ୍ଲାପାଳଙ୍କ କ୍ରୋଧ କମିନଥିବା ସ୍ପଷ୍ଟ ଜଣାପଡ଼ୁଛି। ପୁଲିସ୍‌ ପକ୍ଷରୁ କୁହାଯାଇଛି, ପୁଲିସ୍‌ ଇନ୍ସିପେକ୍ଟର ଜଣକ ଏକ ବୃଦ୍ଧ ଦମ୍ପତିଙ୍କୁ ଭିତରକୁ ଛାଡ଼ିଥିଲେ, ସେମାନେ ଭିଡ଼ ଭିତରେ ଦର୍ଶନ ପାଇଁ ବ୍ୟାକୁଳ ଓ ହଇରାଣ ହେଉଥିଲେ। ସୂଚନାଯୋଗ୍ୟ, ସାଧାରଣ ଶ୍ରଦ୍ଧାଳୁଙ୍କୁ ୧୨ ଘଣ୍ଟା ଯାଏ ଅପେକ୍ଷା କରିବାକୁ ପଡ଼ୁଥିବାବେଳେ ଭିଆଇପି ମାର୍କା ବ୍ୟକ୍ତିଙ୍କୁ ହାରାହାରି ୩୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story