ଭିନ୍ନକ୍ଷମଙ୍କ ପାଇଁ ମୋଦିଙ୍କ ନୂଆ ଶବ୍ଦ ‘ଦିବ୍ୟାଙ୍ଗ’

ନୂଆଦିଲ୍ଲୀ: ଭିନ୍ନକ୍ଷମମାନଙ୍କ ପାଇଁ ‘ଦିବ୍ୟାଙ୍ଗ’ ଶବ୍ଦ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ବର୍ଷର ଶେଷ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ସେ ଏହି କଥା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ,‘କୌଣସି ବ୍ୟକ୍ତି ଶାରୀରିକ ଭାବେ ଅକ୍ଷମ ହେଲେ ଆମେ ତାକୁ ବିକଳାଙ୍ଗ ବୋଲି କହୁ। କିନ୍ତୁ ସେହି ବ୍ୟକ୍ତିମାନଙ୍କ ସହିତ ମିଶିଲେ ଜଣାପଡ଼େ ଯେ ସେମାନେ ଶାରୀରିକ ଭାବେ ଅକ୍ଷମ ହୋଇଥିଲେ ହେଁ କୌଣସି ନା କୌଣସି ଗୁଣରେ ସେମାନେ ବେଶ ଦକ୍ଷ […]

modi-man-ki-baat

modi-man-ki-baat

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 10:04 AM IST

Sports

Latest News

ନୂଆଦିଲ୍ଲୀ: ଭିନ୍ନକ୍ଷମମାନଙ୍କ ପାଇଁ ‘ଦିବ୍ୟାଙ୍ଗ’ ଶବ୍ଦ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ବର୍ଷର ଶେଷ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ସେ ଏହି କଥା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ,‘କୌଣସି ବ୍ୟକ୍ତି ଶାରୀରିକ ଭାବେ ଅକ୍ଷମ ହେଲେ ଆମେ ତାକୁ ବିକଳାଙ୍ଗ ବୋଲି କହୁ। କିନ୍ତୁ ସେହି ବ୍ୟକ୍ତିମାନଙ୍କ ସହିତ ମିଶିଲେ ଜଣାପଡ଼େ ଯେ ସେମାନେ ଶାରୀରିକ ଭାବେ ଅକ୍ଷମ ହୋଇଥିଲେ ହେଁ କୌଣସି ନା କୌଣସି ଗୁଣରେ ସେମାନେ ବେଶ ଦକ୍ଷ ହୋଇଥାଆନ୍ତି। ଆଉ ସେମାନଙ୍କର ଦେଖାଯାଉଥିବା ସେହି ଦକ୍ଷତା ସାଧାରଣ ଲୋକଙ୍କଠାରେ ଦେଖିବାକୁ ମିଳେ ନାହିଁ। ତେଣୁ ଏଭଳି ବ୍ୟକ୍ତିମାନଙ୍କୁ ବିକଳାଙ୍ଗ କୁହା ନ ଯାଇ ‘ଦିବ୍ୟାଙ୍ଗ’ ବୋଲି କୁହାଯାଉ।’

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଥିଲେ ଯେ ବସଷ୍ଟାଣ୍ଡ, ରେଳ ଷ୍ଟେସନ୍ ଆଦି ଭଳି ସର୍ବସାଧାରଣ ସ୍ଥାନଗୁଡ଼ିକରେ ଭିନ୍ନକ୍ଷମମାନଙ୍କ ପାଇଁ ସୁବିଧା କରାଯିବା ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର।

ସେହିପରି ଆଜି ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ମୋଦି କହିଥିଲେ ଯେ ‘ଷ୍ଟାଟ୍-ଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ’ ନେଇ ଜାନୁଆରୀ ୧୬ ତାରିଖରେ ଆକ୍ସନ୍ ପ୍ଲାନ୍ ଘୋଷଣା କରାଯିବ। ଆଇଆଇଟି ଓ ଆଇଆଇଏମର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସାମିଲ କରାଯିବ।

ମୋଦି ପର୍ଯ୍ୟଟନସ୍ଥଳୀର ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ। ତା'ସହ ଦେଶର କୋଣ ଅନୁକୋଣକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ସକରାତ୍ମକ ଖବର ପ୍ରକାଶ କରିଆସିଥିବାରୁ ଗଣମାଧ୍ୟମକୁ ମୋଦି ଧନ୍ୟବାଦ ଜଣାଇଥିଲେ। ହଜାରେ ଦିନ ଭିତରେ ସବୁ ଗାଁକୁ ବିଜୁଳି ଯୋଗାଇବାକୁ ମଧ୍ୟ ମୋଦି କହିଥିଲେ। ତା'ସହ ସାରା ଦେଶବାସୀଙ୍କୁ ମୋଦି ନରେନ୍ଦ୍ର ମୋଦି ଆପ୍ ଡାଉନଲୋଡ୍ କରି ତାଙ୍କ ସହ ଯୋଗାଯୋଗ ରଖିବାକୁ ଆଜିର ‘ମନ୍ କୀ ବାତ୍’ ଜରିଆରେ ନିବେଦନ କରିଛନ୍ତି। ସେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story