ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି, ଏଣିକି ମୋବାଇଲ୍‌ରେ କରିହେବ ଜେନେରାଲ୍ ଟିକେଟ୍

ନୂଆଦିଲ୍ଲୀ:ଜେନେରାଲ୍ ଟିକେଟ୍‌ କାଟିବାକୁ ରେଳଯାତ୍ରୀଙ୍କୁ ଆଉ ପ୍ଲାଟ୍‌ଫର୍ମରେ ଲାଇନ୍‌ ଲଗାଇବାକୁ ପଡ଼ିବ ନାହିଁ। ଏବେ ଯାତ୍ରୀ ଘରେ ବସି ନିଜ ମୋବାଇଲ୍‌ରେ  ଟିକେଟ୍‌ ବୁକ୍ କରିପାରିବେ। ଏଣିକି ପ୍ଲାଟ୍‌ଫର୍ମ ଟିକେଟ୍‌ ସହିତ ସିଜିନ୍‌ ଟିକେଟ୍‌ ମଧ୍ୟ ମୋବାଇଲ୍‌ରେ ବୁକ୍ କରିହେବ। ଫଳରେ ପ୍ଲାଟଫର୍ମରେ ୟୁଟିଏସ୍‌ ଟିକେଟ୍ କାଉଣ୍ଟର କମିଯିବ ବୋଲି ଆଶା ରଖିଛି ରେଳବିଭାଗ । ରେଳବାଇ UTS ଅନରିଜର୍ଭ ଟିକେଟ୍‌ ମୋବାଇଲ୍‌ ଆପ୍ଲିକେସନ୍‌ ନାମକ ଏକ ଆପ୍‌ ଜାରି କରିଛି। ଯାତ୍ରୀ ଗୁଗଲ୍‌ ପ୍ଲେ ଷ୍ଟୋରରୁ […]

utc grnrtal ticket booking

utc grnrtal ticket booking

Rakesh Mallick
  • Published: Monday, 11 December 2017
  • Updated: 11 December 2017, 05:38 PM IST

Sports

Latest News

ନୂଆଦିଲ୍ଲୀ:ଜେନେରାଲ୍ ଟିକେଟ୍‌ କାଟିବାକୁ ରେଳଯାତ୍ରୀଙ୍କୁ ଆଉ ପ୍ଲାଟ୍‌ଫର୍ମରେ ଲାଇନ୍‌ ଲଗାଇବାକୁ ପଡ଼ିବ ନାହିଁ। ଏବେ ଯାତ୍ରୀ ଘରେ ବସି ନିଜ ମୋବାଇଲ୍‌ରେ  ଟିକେଟ୍‌ ବୁକ୍ କରିପାରିବେ। ଏଣିକି ପ୍ଲାଟ୍‌ଫର୍ମ ଟିକେଟ୍‌ ସହିତ ସିଜିନ୍‌ ଟିକେଟ୍‌ ମଧ୍ୟ ମୋବାଇଲ୍‌ରେ ବୁକ୍ କରିହେବ। ଫଳରେ ପ୍ଲାଟଫର୍ମରେ ୟୁଟିଏସ୍‌ ଟିକେଟ୍ କାଉଣ୍ଟର କମିଯିବ ବୋଲି ଆଶା ରଖିଛି ରେଳବିଭାଗ ।

ରେଳବାଇ UTS ଅନରିଜର୍ଭ ଟିକେଟ୍‌ ମୋବାଇଲ୍‌ ଆପ୍ଲିକେସନ୍‌ ନାମକ ଏକ ଆପ୍‌ ଜାରି କରିଛି। ଯାତ୍ରୀ ଗୁଗଲ୍‌ ପ୍ଲେ ଷ୍ଟୋରରୁ ଏହି ଆପ୍‌ ଡାଉନ୍‌ଲୋଡ୍‌ କରି ଟିକେଟ୍‌ ବୁକିଂ କରିପାରିବେ। ମାସେ କି ଦୁଇ ମାସ ମଧ୍ୟରେ ଏହି ସୁବିଧା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ବୋଲି ପୂର୍ବ ମଧ୍ୟ ରେଳବାଇ ଅଧିକାରୀ କହିଛନ୍ତି।

କିପରି କରିବେ ଟିକେଟ୍‌ ବୁକିଂ: ୟୁଟିଏସ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିବା ପରେ ସେଥିରେ ମୋବାଇଲ୍‌ ନମ୍ବର ପଞ୍ଜିକୃତ କରିବାକୁ ପଡିବ। ନିଜର ଏକ ଆଇଡି ମଧ୍ୟ କ୍ରିଏଟ୍ କରିବାକୁ ପଡ଼ିବ। ପରେ ଟିକେଟ୍‌ ବୁକ୍‌ କରିବା ପାଇଁ ପେପର୍‌ ଟିକେଟ୍‌କୁ ବିକଳ୍ପ ବାଛିବାକୁ ପଡ଼ିବ। ଏହାପରେ ଆପଣ କେଉଁ ଷ୍ଟେସନ୍‌ରୁ କେଉଁ ସ୍ଥାନକୁ ଯାତ୍ରା କରିବେ ସେଗୁଡ଼ିକର ନାମ ଲେଖି ଟିକେଟ୍‌ ବୁକ୍‌ କରିପାରିବେ। ବୁକ୍‌ ହୋଇସାରିବା ପରେ ବୁକିଂ ଆଇଡି ଆପଣଙ୍କ ପାଖକୁ ଆସିଯିବ ଓ ଟିକେଟ୍‌ ବୁକିଂ ହୋଇଯିବ। ଏହାପରେ ଯାତ୍ରା କରିବାକୁ ଥିବା ଷ୍ଟେସନ୍‌ରରେ ଲାଗିଥିବା କମ୍ପ୍ୟୁଟରରେ ପଞ୍ଜିକୃତ ମୋବାଇଲ୍‌ ନମ୍ବର ଓ ବୁକିଂ ଆଇଡି  ଦେଇ ଟିକେଟ୍‌ର ପ୍ରିଣ୍ଟ କାଢ଼ି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story