ବାବ୍ରି ମସଜିଦର ପ୍ରକୃତ ନିର୍ମାତା କିଏ ? ବାବର ନାଁ ଆଉ କେହି ?

ନୂଆଦିଲ୍ଲୀ: ବାବ୍ରି ମସଜିଦ ଭଙ୍ଗା ଘଟଣାକୁ ଆଜି ୨୫ ବର୍ଷ ପୂରିଛି।  ଡିସେମ୍ବର ୬ ତାରିଖ ୧୯୯୨ରେ ଉତ୍ତର ପ୍ରଦେଶର ଅଯୋଧ୍ୟା ସ୍ଥିତ ବାବ୍ରୀ ମସଜିଦକୁ ଭାଙ୍ଗି ଦିଆଯାଇଥିଲା। ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଦାଖଲ ମାମଲାର ଶୁଣାଣି ଚାଲିଛି। ସମସ୍ତେ ଜାଣିଛନ୍ତି ମସଜିଦକୁ ବାବର ବନାଇଛନ୍ତି। ହେଲେ ବହୁତ କମ୍‌ ଲୋକ ଏକଥା ଜାଣିଛନ୍ତି ଏହାକୁ ବାବର ନୁହେଁ, ଅନ୍ୟ କେହି ଜଣେ ବନାଛନ୍ତି। ସେ ହେଉଛନ୍ତି ବାବରଙ୍କ ସେନାର ଜେନେରାଲ ମୀର ୱାକି […]

babrimasjiddelhi

babrimasjiddelhi

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 02:32 PM IST

Sports

Latest News

ନୂଆଦିଲ୍ଲୀ: ବାବ୍ରି ମସଜିଦ ଭଙ୍ଗା ଘଟଣାକୁ ଆଜି ୨୫ ବର୍ଷ ପୂରିଛି।  ଡିସେମ୍ବର ୬ ତାରିଖ ୧୯୯୨ରେ ଉତ୍ତର ପ୍ରଦେଶର ଅଯୋଧ୍ୟା ସ୍ଥିତ ବାବ୍ରୀ ମସଜିଦକୁ ଭାଙ୍ଗି ଦିଆଯାଇଥିଲା। ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଦାଖଲ ମାମଲାର ଶୁଣାଣି ଚାଲିଛି। ସମସ୍ତେ ଜାଣିଛନ୍ତି ମସଜିଦକୁ ବାବର ବନାଇଛନ୍ତି। ହେଲେ ବହୁତ କମ୍‌ ଲୋକ ଏକଥା ଜାଣିଛନ୍ତି ଏହାକୁ ବାବର ନୁହେଁ, ଅନ୍ୟ କେହି ଜଣେ ବନାଛନ୍ତି। ସେ ହେଉଛନ୍ତି ବାବରଙ୍କ ସେନାର ଜେନେରାଲ ମୀର ୱାକି ତାଶକନ୍ଦୀ।

ତାଶକନ୍ଦୀର ବାସିନ୍ଦା ଥିଲେ ମୀର ୱାକି। ବାବର ତାଙ୍କୁ ଅୱଧ ପ୍ରାନ୍ତର ଗଭର୍ଣ୍ଣର କରିଥିଲେ। କୁହାଯାଏ, ପ୍ରଥମ ପାନିପଥ ଯୁଦ୍ଧ ବିଜୟ ପରେ ବାବରଙ୍କ ସେନା ଅୱଧ ଆଡ଼କୁ ଗସ୍ତ କରିଥିଲେ। ସେତେବେଳେ ବାବର ଆଗ୍ରାରେ ରହି ଯାଇଥିଲେ। ସେ ମୀର ୱାକିଙ୍କୁ ସେନାଙ୍କ ମୁଖିଆ ବନାଇଥିଲେ।

ସେହି ସମୟରେ ମୀର ୱାକି ଏହି ମସଜିଦ ବନାଇଥିଲେ ଓ ବାବରଙ୍କୁ ଖୁସି କରିବାକୁ ଏହାର ନାଁ ବାବ୍ରି ମସଜିଦ ରଖିଥିଲେ।

କିଛି ଲୋକ ଏହା ମଧ୍ୟ କହିଥାନ୍ତି କି, ବାବରଙ୍କ ନିର୍ଦ୍ଦେଶରେ ଏହି ମସଜିଦର ନିର୍ମାଣ କରାଯାଇଥିଲା। ସେ ଯାହା ହେଉନା କାହିଁକି ଉଭୟ କ୍ଷେତ୍ରରେ ବାବର ଏହି ମସଜିଦ୍‌ ନିର୍ମାଣରେ ସିଧାସଳଖ କୌଣସି ଭୂମିକା ନିଭାଇ ନଥିଲେ।

ସୌଜନ୍ୟ: thelallantop.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story