ମଣିଷର ଲୋଲୁପ ଦୃଷ୍ଟିରୁ କୁକୁର ବି ବର୍ତ୍ତିଲାନି: ସିସିଟିଭିରେ କଏଦ ମଣିଷର ପଶୁ ପଣିଆ

ମୁମ୍ବାଇ: ଧୀରେ ଧୀରେ ମାନବିକତା ଭୁଲି ପଶୁଠାରୁ ବି ହୀନ ପାଲଟି ଯାଉଛି ମଣିଷ । କାମାତୁର ହୋଇ ଧର୍ଷଣ ଭଳି ହୀନ କାର୍ଯ୍ୟ କରିବାକୁ ପଛାଉ ନାହିଁ । ମଣିଷ ତ ଦୂରର କଥା ପଶୁକୁ ବି ଛାଡ଼ୁନାହିଁ । ନିକଟରେ ଦିଲ୍ଲୀରେ ଏକ କୁକୁର ଛୁଆକୁ ଧର୍ଷଣ କରି କେହି ଫିଙ୍ଗି ଦେଇଥିବା ଖବର ଶୁଣିବାକୁ ମିଳିଥିଲା । ଏବେ ମୁମ୍ବାଇରେ ପୁଣିଏକ କୁକୁର ବଳତ୍କାରର ଶିକାର ହୋଇଛି । ଏହି ଘଟଣାରେ ଜଣେ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 05:29 PM IST

Sports

Latest News

ମୁମ୍ବାଇ: ଧୀରେ ଧୀରେ ମାନବିକତା ଭୁଲି ପଶୁଠାରୁ ବି ହୀନ ପାଲଟି ଯାଉଛି ମଣିଷ । କାମାତୁର ହୋଇ ଧର୍ଷଣ ଭଳି ହୀନ କାର୍ଯ୍ୟ କରିବାକୁ ପଛାଉ ନାହିଁ । ମଣିଷ ତ ଦୂରର କଥା ପଶୁକୁ ବି ଛାଡ଼ୁନାହିଁ । ନିକଟରେ ଦିଲ୍ଲୀରେ ଏକ କୁକୁର ଛୁଆକୁ ଧର୍ଷଣ କରି କେହି ଫିଙ୍ଗି ଦେଇଥିବା ଖବର ଶୁଣିବାକୁ ମିଳିଥିଲା । ଏବେ ମୁମ୍ବାଇରେ ପୁଣିଏକ କୁକୁର ବଳତ୍କାରର ଶିକାର ହୋଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

ପୂରା ଘଟଣା ଏହିପରି । ମୁମ୍ବାଇର ଚେମ୍ବୁରରେ ଠାରେ ଘଟିଛି ଏହି ଘଟଣା। ଜଣେ ବ୍ୟକ୍ତି ଏକ ବିଲ୍ଡିଂର ପାଇଖାନା ଘରେ କୁକୁରକୁ ବଳତ୍କାର କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ୟକ୍ତି ଜଣକ କୁକୁରକୁ ବିଲ୍ଡିଂର ପାଇଖାନା ଘରକୁ ଟେକି ନେଇ ସେଠାରେ ତା ସହିତ ଅସଦାଚରଣ କରିଛି । ଏଭଳି ଅପକର୍ମ ଦୁଇଦିନ ଧରି ଚାଲିବା ପରେ ବିଲ୍ଡିଂର ସଚିବ ଅସ୍ମିତା ଦେଶମୁଖ ସିସିଟିଭି ଭିଡିଓ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ସେହି ବ୍ୟକ୍ତିକୁ ଗିରଫ କରିଥିଲା । ତା ନାଁ ରାମନରେଶ ବୋଲି ପୋଲିସ କହିଛି । ୪୧ ବର୍ଷୀୟ ରାମନରେଶ ଦିନରେ ଅଟୋ ଚଲାଏ ଓ ରାତିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story