ମଣିଷର ଲୋଲୁପ ଦୃଷ୍ଟିରୁ କୁକୁର ବି ବର୍ତ୍ତିଲାନି: ସିସିଟିଭିରେ କଏଦ ମଣିଷର ପଶୁ ପଣିଆ

ମୁମ୍ବାଇ: ଧୀରେ ଧୀରେ ମାନବିକତା ଭୁଲି ପଶୁଠାରୁ ବି ହୀନ ପାଲଟି ଯାଉଛି ମଣିଷ । କାମାତୁର ହୋଇ ଧର୍ଷଣ ଭଳି ହୀନ କାର୍ଯ୍ୟ କରିବାକୁ ପଛାଉ ନାହିଁ । ମଣିଷ ତ ଦୂରର କଥା ପଶୁକୁ ବି ଛାଡ଼ୁନାହିଁ । ନିକଟରେ ଦିଲ୍ଲୀରେ ଏକ କୁକୁର ଛୁଆକୁ ଧର୍ଷଣ କରି କେହି ଫିଙ୍ଗି ଦେଇଥିବା ଖବର ଶୁଣିବାକୁ ମିଳିଥିଲା । ଏବେ ମୁମ୍ବାଇରେ ପୁଣିଏକ କୁକୁର ବଳତ୍କାରର ଶିକାର ହୋଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

ପୂରା ଘଟଣା ଏହିପରି । ମୁମ୍ବାଇର ଚେମ୍ବୁରରେ ଠାରେ ଘଟିଛି ଏହି ଘଟଣା। ଜଣେ ବ୍ୟକ୍ତି ଏକ ବିଲ୍ଡିଂର ପାଇଖାନା ଘରେ କୁକୁରକୁ ବଳତ୍କାର କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ୟକ୍ତି ଜଣକ କୁକୁରକୁ ବିଲ୍ଡିଂର ପାଇଖାନା ଘରକୁ ଟେକି ନେଇ ସେଠାରେ ତା ସହିତ ଅସଦାଚରଣ କରିଛି । ଏଭଳି ଅପକର୍ମ ଦୁଇଦିନ ଧରି ଚାଲିବା ପରେ ବିଲ୍ଡିଂର ସଚିବ ଅସ୍ମିତା ଦେଶମୁଖ ସିସିଟିଭି ଭିଡିଓ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ସେହି ବ୍ୟକ୍ତିକୁ ଗିରଫ କରିଥିଲା । ତା ନାଁ ରାମନରେଶ ବୋଲି ପୋଲିସ କହିଛି । ୪୧ ବର୍ଷୀୟ ରାମନରେଶ ଦିନରେ ଅଟୋ ଚଲାଏ ଓ ରାତିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା ।

ଆହୁରି ପଢ଼ନ୍ତୁ

ଭାରତର ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବ: ବିଶେଷଜ୍ଞ

ଆମେରିକାର ଖୋଲା ଚେତାବନୀ, ବେଜିଂକୁ ଦକ୍ଷିଣ ଚୀନ୍ ସାଗରରେ ମୁଣ୍ଡ ଟେକିବାକୁ ଦିଆଯିବନି

‘କଂଗ୍ରେସରେ ନିଷ୍ଠା ମାନେ ଗେହଲଟଙ୍କ ଗୁଲାମି’

ରାଜସ୍ଥାନର ରାଜନୀତିକ ସ୍ଥିତି ଦେଖି ମହାରାଷ୍ଟ୍ରର ଛାତି ଧଡ଼ ଧଡ଼

କରୋନା ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି: WHO

ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ୪ ଆହତ

‘ପ୍ରତି ୯ ଜଣରେ ଜଣେ ଭୋକିଲା ରହୁଛନ୍ତି’

୬୦୦ରୁ ୬୦୦ ମାର୍କ ରଖିଲେ ଦିବ୍ୟାଂଶୀ

ଭାରତରେ ତିଆରି ହୋଇଛି ନକଲି ଅଯୋଧ୍ୟା: କେପି ଓଲି

ବିଜେପିକୁ ଆସିବେନି କିନ୍ତୁ କଂଗ୍ରେସ ଛାଡ଼ିପାରନ୍ତି ପାଇଲଟ୍

ସ୍କୁଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସୋଶାଲ ମିଡିଆରୁ ଜାଣିଲା ପୁଲିସ

ମନ୍ତ୍ରୀଙ୍କ ପୁଅକୁ ଜବାବ ଦେଇ ଚାକିରି ଛାଡ଼ିବା ପରେ…