ଭାରତ-ଚୀନ୍ ବିବାଦ ତୁଟିଲା: ଡୋକଲାମ୍ ପ୍ରସଙ୍ଗରେ ଭାରତର କୂଟନୈତିକ ବିଜୟ, ସେନା ହଟେଇବାକୁ ରାଜି ହେଲା ଚୀନ୍      

ନୂଆଦିଲ୍ଲୀ: ଅଢ଼େଇ ମାସ ଧରି ଲାଗି ରହିଥିବା ଭାରତ-ଚୀନ ସୀମା ବିବାଦର ଅବସାନ ଘଟିଛି। ସିକିମ୍‌ର ଡୋକଲାମଠାରେ ସୀମା ବିବାଦକୁ ନେଇ ଦୁଇଦେଶ ମଧ୍ୟରେ ଗତ ଜୁନ୍ ମାସରୁ ବିବାଦ ଲାଗି ରହିଥିଲା, ଯାହାର ସାମାଧାନ କୂଟନୈତିକ ସ୍ତରରେ ହୋଇଯାଇଛି। ଏ ନେଇ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁଟନୈତିକ ସ୍ତରରେ ଦ୍ବିପା‍କ୍ଷିକ ଆଲୋଚନା ପରେ ଡୋକଲାମ୍ ସୀମା ବିବାଦର ସମାଧାନ ହୋଇଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ବିବୃତି […]

Rakesh Mallick
  • Published: Monday, 28 August 2017
  • Updated: 28 August 2017, 01:31 PM IST

Sports

Latest News

ନୂଆଦିଲ୍ଲୀ: ଅଢ଼େଇ ମାସ ଧରି ଲାଗି ରହିଥିବା ଭାରତ-ଚୀନ ସୀମା ବିବାଦର ଅବସାନ ଘଟିଛି। ସିକିମ୍‌ର ଡୋକଲାମଠାରେ ସୀମା ବିବାଦକୁ ନେଇ ଦୁଇଦେଶ ମଧ୍ୟରେ ଗତ ଜୁନ୍ ମାସରୁ ବିବାଦ ଲାଗି ରହିଥିଲା, ଯାହାର ସାମାଧାନ କୂଟନୈତିକ ସ୍ତରରେ ହୋଇଯାଇଛି। ଏ ନେଇ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁଟନୈତିକ ସ୍ତରରେ ଦ୍ବିପା‍କ୍ଷିକ ଆଲୋଚନା ପରେ ଡୋକଲାମ୍ ସୀମା ବିବାଦର ସମାଧାନ ହୋଇଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ବିବୃତି ଦିଆଯାଇଛି।

ଏହାକୁ ଚୀନ୍ ଉପରେ ଭାରତର କୂଟନୈତିକ ବିଜୟ ବୋଲି କୁହାଯାଉଛି। ଏହି ଆଲୋଚନା ପରେ ସୀମାରୁ ସେନା ହଟେଇବାକୁ ଚୀନ ରାଜି ହୋଇଛି ବୋଲି ବୈଦେଶିକ ମନ୍ତଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥାତ ଯଥାଶୀଘ୍ର ଦୁଇଦେଶ ସିକମ୍ ସୀମାରୁ ସେନା ପ୍ରତ୍ୟାହାର କରିବେ।

ସିକିମ୍ ସୀମାକୁ ନେଇ ଭାରତ ଓ ଚୀନ ମଧ୍ୟରେ ଗତ କିଛି ମାସ ଧରି ଉତ୍ତେଜନା ଲାଗି ରହିଥିଲା। ଏପରିକି ଦୁଇଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ମଧ୍ୟ ଉପୁଜିଥିଲ। ତେବେ ବିବାଦର ସମାଧାନ ପାଇଁ କୁଟନୈତିକ ସ୍ତରରେ ଘନଘନ ବୈଠକ ଜାରି ରହିଥିଲା। ଚୀନରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଭାଗ ନେବା ଲାଗି ଚୀନ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ସୀମା ବିବାର ସମାଧାନକୁ ଭାରତର ଏକ ବଡ଼ କୂଟନୈତିକ ବିଜୟ ବୋଲି ବିବେଚନା କରାଯାଉଛି।

ଆହୁରି ପଢ଼ନ୍ତୁ- ମୁଣ୍ଡ ନୁଆଁଇଲା ଚୀନ୍‌: ଡୋକଲାମରୁ ୧୦୦ ମିଟର ପଛକୁ ହଟିବାକୁ ରାଜି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story