ମୋଦିଙ୍କ ବେଷ୍ଟ ଫ୍ରେଣ୍ଡ ହେବେ ଡୋନାଲ୍ଡ ଟ୍ରମ୍ପ

ୱାଶିଙ୍ଗଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନ୍ୟୁଜର୍ସିରେ ଆୟୋଜିତ ଭାରତ-ଆମେରିକାର ଏକ ଚାରିଟି ଶୋ’ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁବ୍ ପ୍ରଶଂସା କରି କହିଛନ୍ତି,“ମୋଦି ଜଣେ ମହାନ ବ୍ୟକ୍ତି। ଭିବଷ୍ୟତରେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଭାରତ ଓ ଆମେରିକା ବେଷ୍ଟ ଫ୍ରେଣ୍ଡ ହେବା ତାଙ୍କ ପାଇଁ ଗୌରବର ବିଷୟ ହେବ।”

ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ ସାରା ବିଶ୍ୱ ଆତଙ୍କବାଦକୁ ବନ୍ଦ କରିବାକୁ ଚାହୁଁଛି। ମୁଁ ମଧ୍ୟ ଆତଙ୍କବାଦ ବିରୋଧ ନୀତିରେ ଭାରତକୁ ସମର୍ଥନ କରୁଛି। ହିନ୍ଦୁଙ୍କୁ ମୁଁ ସମ୍ମାନ କରେ। ମୋଦିଙ୍କ ନୀତି ଏବଂ ଦୃଷ୍ଟିକୋଣ ପାଇଁ ସେ ମୋତେ ବହୁତ ଭଲ ଲାଗନ୍ତି।”

 

ଆହୁରି ପଢ଼ନ୍ତୁ

ପ୍ଲାଜ୍‌ମା ଦାନ କରିବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

‘ସୁଶାନ୍ତଙ୍କ ବାପା ଦ୍ୱିତୀୟ ବିବାହ କରିଥିବାରୁ ବାପ-ପୁଅଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା’

ଅନଲାଇନ୍ ଗଣିତ ପଢ଼ାଇ ହୃଦୟ ଜିତୁଛନ୍ତି ୮୧ ବର୍ଷୀୟ ଗଣିତ ଶିକ୍ଷୟିତ୍ରୀ

ବିମାନ ବନ୍ଦରରେ ହଟହଟା ହେଲେ କାନିମୋଝୀ

ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ପିଛା ଛାଡ଼ୁନି ଇଡି, ଖୁବଶୀଘ୍ର ବାପ-ଝିଅଙ୍କୁ ହେବ ମୁହାଁମୁହିଁ ଜେରା

ଭଗବାନ ରାମଙ୍କ ପରେ ବୁଦ୍ଧଙ୍କୁ ନେଇ ନୂଆ ବିବାଦ କଲା ନେପାଳ

ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍