ଏସିଆ ଆସିବେ ଟ୍ରମ୍ପ, ହେଲେ ଭାରତ ନୁହେଁ  

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମଥର ଲାଗି ଏସିଆ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।   ନଭେମ୍ବର ୩-୧୪ ତାରିଖ ମଧ୍ୟରେ ଦକ୍ଷିଣ କୋରିଆ, ଚୀନ୍, ଭିଏତନାମ, ଜାପନ ଏବଂ ଫିଲିପାଇନ୍ସ ଗସ୍ତରେ ଆସିବେ ଟ୍ରମ୍ପ।   ଭିଏତନାମାରେ ହେବାକୁ ଥିବା ଏସିଆ ପାସିଫିକ୍ ଇକୋନୋମୀ କୋପରେସନ ଫୋରମ୍ ସମ୍ମିଳନୀରେ ସେ ଯୋଗ ଦେବେ। ଉତ୍ତର କୋରିଆକୁ ଚେକ୍ ଦେବା ପାଇଁ ସେ ଏହି ଗସ୍ତ କରୁଛନ୍ତି।   କିଛି ଦିନି ହେବ ଆମେରିକା […]

trumph-1

trumph-1

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 04:15 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମଥର ଲାଗି ଏସିଆ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।   ନଭେମ୍ବର ୩-୧୪ ତାରିଖ ମଧ୍ୟରେ ଦକ୍ଷିଣ କୋରିଆ, ଚୀନ୍, ଭିଏତନାମ, ଜାପନ ଏବଂ ଫିଲିପାଇନ୍ସ ଗସ୍ତରେ ଆସିବେ ଟ୍ରମ୍ପ।   ଭିଏତନାମାରେ ହେବାକୁ ଥିବା ଏସିଆ ପାସିଫିକ୍ ଇକୋନୋମୀ କୋପରେସନ ଫୋରମ୍ ସମ୍ମିଳନୀରେ ସେ ଯୋଗ ଦେବେ। ଉତ୍ତର କୋରିଆକୁ ଚେକ୍ ଦେବା ପାଇଁ ସେ ଏହି ଗସ୍ତ କରୁଛନ୍ତି।   କିଛି ଦିନି ହେବ ଆମେରିକା ଓ ଉତ୍ତର କୋରିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ବାକଯୁଦ୍ଧ ଲାଗି ରହିଛି।

ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ବାରମ୍ବାର ପରମାଣୁ  ଏବଂ ହାଇଡ୍ରୋଜେନ ବୋମା  ପରୀକ୍ଷା କରୁଥିବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି।   ତେବେ ଭାରତ ଗସ୍ତରେ ଆସିବେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।   ମୋଦିଙ୍କ ଆମେରିକା ଗସ୍ତବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ସପରିବାର ଭାରତ ଆସିବାକୁ ସେ ଆମନ୍ତ୍ରଣ କରିଥିଲେ।   ଆମନ୍ତ୍ରଣକୁ ଗ୍ରହଣ କରିଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ଏସିଆ ଗସ୍ତରେ ଭାରତକୁ ହ୍ୱାଇଟହାଉସ ପକ୍ଷରୁ ସାମିଲ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story