ଟ୍ରମ୍ପଙ୍କ ଭାଷାରେ ପାକିସ୍ତାନ ଆତଙ୍କବାଦୀଙ୍କ ସ୍ୱର୍ଗ, ଭାରତ ସହ ସାମରିକ ସହଯୋଗ ବୃଦ୍ଧି ଉପରେ ଦେଲେ ଗୁରୁତ୍ୱ

ୱାସିଂଟନ୍‌: ଆତଙ୍କବାଦକୁ ନେଇ ଆମେରିକା ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାଷାରେ ପାକିସ୍ତାନ ଆତଙ୍କବାଦର ଭୂସ୍ୱର୍ଗରେ ପରିଣତ ହୋଇଛି। ଏହାସହ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରମ୍ପ ପୁଣି ଥରେ ପାକିସ୍ତାନକୁ ଚେତାଇଛନ୍ତି। ସୋମବାର ଟ୍ରମ୍ପ କହିଛନ୍ତି- “ସମୟ ଆସି ଯାଇଛି, ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ନିଜ ପ୍ରତିବଦ୍ଧତା ଦେଖାଉ। ଗୋଟିଏ ପଟେ ପାକିସ୍ତାନର ଲୋକେ ଆତଙ୍କବାଦ ଆକ୍ରମଣର ଶିକାର ହେଉଛନ୍ତି ଓ ଅନ୍ୟପକ୍ଷରେ […]

Donald Trump

Donald Trump

Rakesh Mallick
  • Published: Tuesday, 22 August 2017
  • Updated: 25 August 2017, 09:08 PM IST

Sports

Latest News

ୱାସିଂଟନ୍‌: ଆତଙ୍କବାଦକୁ ନେଇ ଆମେରିକା ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାଷାରେ ପାକିସ୍ତାନ ଆତଙ୍କବାଦର ଭୂସ୍ୱର୍ଗରେ ପରିଣତ ହୋଇଛି। ଏହାସହ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରମ୍ପ ପୁଣି ଥରେ ପାକିସ୍ତାନକୁ ଚେତାଇଛନ୍ତି।

ସୋମବାର ଟ୍ରମ୍ପ କହିଛନ୍ତି- “ସମୟ ଆସି ଯାଇଛି, ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ନିଜ ପ୍ରତିବଦ୍ଧତା ଦେଖାଉ। ଗୋଟିଏ ପଟେ ପାକିସ୍ତାନର ଲୋକେ ଆତଙ୍କବାଦ ଆକ୍ରମଣର ଶିକାର ହେଉଛନ୍ତି ଓ ଅନ୍ୟପକ୍ଷରେ ଏହି ଦେଶ ଆତଙ୍କବାଦୀଙ୍କ ପାଇଁ ସ୍ୱର୍ଗରେ ପରିଣତ ହୋଇଛି।”

ପୂର୍ବରୁ ଆମେରିକା, ପାକିସ୍ତାନକୁ ବିଶ୍ୱରେ ଆତଙ୍କବାଦ ବିସ୍ତାର ପାଇଁ ଦାୟି କରିସାରିଛି। ଆତଙ୍କବାଦକୁ ନେଇ ଦୋମୁହାଁ ନୀତି ବନ୍ଦ କରିବାକୁ ମଧ୍ୟ ଚେତାବନୀ ଦେଇସାରିଛି। ଏପରିକି ଆତଙ୍କବାଦର ଫସଲ ଲଗାଉଥିବା ଦେଶର ସୂଚୀରେ ଆମେରିକା ପାକିସ୍ତାନକୁ ସାମିଲ କରିଛି।

ଭାରତ ସହ ସାମରିକ ସହଯୋଗ ବୃଦ୍ଧି ଉପରେ ଟ୍ରମ୍ପଙ୍କ ଜୋର

ଟ୍ରମ୍ପ ପାକିସ୍ତାନକୁ ଆତଙ୍କବଦାର ସ୍ୱର୍ଗ କହିଥିବା ବେଳେ ଭାରତ ସହ ସାମରିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ଆଫଗାନିସ୍ତାନକୁ ସହଯୋଗର ଆଶ୍ୱାସନା ଦେଇଛନ୍ତି। ଭାରତ ସହ ଆମେରିକାର ବନ୍ଧୁତ୍ୱ ଉଭୟ ପାକିସ୍ତାନ ଓ ଚୀନ୍‌କୁ ହଜମ ହେଉନାହିଁ। ବିଶ୍ୱର ଦୁଇଟି ବଡ଼ ଗଣତନ୍ତ୍ର ରାଷ୍ଟ୍ରର ଏପରି ସାମରିକ ସହଯୋଗକୁ ନେଉ ଉଭୟ ପାକିସ୍ତାନ ଓ ଚୀନ୍‌ର ଚିନ୍ତା ବଢି ଯାଇଛି।

ଆଫଗାନିସ୍ତାନ ନୀତି ସ୍ପଷ୍ଟ କରି ଟ୍ରମ୍ପ କହିଛନ୍ତି, ଭାରତ ସହ କୂଟନୈତିକ ସମ୍ପର୍କ ବୃଦ୍ଧି ସହ ଆମେ ଆଫଗାନିସ୍ତାନକୁ ସବୁ ପ୍ରକାର ସହଯୋଗ କରିବୁ। ଭାରତ, ଆମେରିକା ସହ ବ୍ୟବସାୟ କରି ବିଲିୟନ ଡଲାରର ଲାଭ ପାଉଛି। ଆମେ ଏବେ ଚାହୁଁଛୁ ଭାରତ ଆଫଗାନିସ୍ତାନରେ ଆମକୁ ସହଯୋଗ କରୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story