କର୍ଣ୍ଣାଟକରେ ପଶିବେନି ସନ୍ନି !

ବାଙ୍ଗାଲୁରୁ: ସନ୍ନିଙ୍କୁ କର୍ଣ୍ଣାଟକ ମନା। ଏଇ ନୂଆବର୍ଷରେ ତାଙ୍କ ହଟ୍‌ ଅନ୍ଦାଜ୍‌ ଦେଖିପାରିବେନି କର୍ଣ୍ଣାଟକର ଲୋକେ। ରାଜ୍ୟରେ ପ୍ରବେଶ ନେଇ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଆଗାମୀ ନୂଆବର୍ଷ ଓ ୩୧ ତାରିଖ ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା କର୍ଯ୍ୟକ୍ରମରେ ସନ୍ନି ଲିଓନଙ୍କୁ କୌଣସି ମତେ ସାମିଲ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର। ତାଙ୍କ ଉପସ୍ଥିତି ରାଜ୍ୟର ସଂସ୍କୃତିକ ବାତାବରଣ ପାଇଁ ଅନୁକୂଳ ନୁହେଁ ବୋଲି କହି ଏଭଳି କଟକଣା […]

Girl in the morning

Girl in the morning

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 04:38 PM IST

Sports

Latest News

ବାଙ୍ଗାଲୁରୁ: ସନ୍ନିଙ୍କୁ କର୍ଣ୍ଣାଟକ ମନା। ଏଇ ନୂଆବର୍ଷରେ ତାଙ୍କ ହଟ୍‌ ଅନ୍ଦାଜ୍‌ ଦେଖିପାରିବେନି କର୍ଣ୍ଣାଟକର ଲୋକେ। ରାଜ୍ୟରେ ପ୍ରବେଶ ନେଇ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଆଗାମୀ ନୂଆବର୍ଷ ଓ ୩୧ ତାରିଖ ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା କର୍ଯ୍ୟକ୍ରମରେ ସନ୍ନି ଲିଓନଙ୍କୁ କୌଣସି ମତେ ସାମିଲ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର। ତାଙ୍କ ଉପସ୍ଥିତି ରାଜ୍ୟର ସଂସ୍କୃତିକ ବାତାବରଣ ପାଇଁ ଅନୁକୂଳ ନୁହେଁ ବୋଲି କହି ଏଭଳି କଟକଣା ଲଗାଯାଇଛି।

କର୍ଣ୍ଣାଟକା ରକ୍ଷଣ ବେଦିକା ଏବଂ ଆଉ କିଛି ସାଂସ୍କୃତିକ ସଙ୍ଗଠନ ପର୍ନ ଷ୍ଟାର ସନ୍ନିଙ୍କ ଅଗମନ ଉପରେ ପୂର୍ବରୁ ଆପତ୍ତି ଉଠାଇଥିଲେ। ସେମାନେ ଏହାକୁ ସାଂସ୍କୃତିକ ଅପମାନର ଆକ୍ଷା ଦେଇ ସହରର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିଲେ। ରାଲି ଓ ଧାରଣା ଦେଇ ସନ୍ନିଙ୍କ ଆଗମନ ଉପରେ ରୋକ୍‌ ଲାଗାଇବାକୁ ଦାବି କରିଥିଲେ।

ରାଜ୍ୟର ଗୃହ ମନ୍ତ୍ରୀ ରାମଲିଙ୍ଗମ ରେଡ୍ଡି କହିଛନ୍ତି ଯେ,“ ଏଭଳି କାର୍ଯ୍ୟକ୍ରମକୁ ଆଦୌ ପ୍ରୋତ୍ସାହନ ଦିଆଯିବା କଥା ନୁହେଁ। ସନ୍ନିଙ୍କୁ ଏଠାକୁ ଆଣିବାକୁ ଅନୁମତି ଦିଆଯିବା ଅନୁଚିତ୍। କାରଣ ଏଥିରେ ସ୍ଥାନୀୟ ଲୋକେ ଓ ବିଭିନ୍ନ ଅନୁଷ୍ଠାନ ଆପତ୍ତି ଉଠାଉଛନ୍ତି।” ନୂଆବର୍ଷ କାର୍ଯ୍ୟକ୍ରମରେ କନ୍ନଡ ସଂସ୍କୃତି ସହ ଜଡିତ କାର୍ଯ୍ୟକ୍ରମ ଆୟୋଜନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story