ବିବାଦରେ ଡ. ବିକାଶ ଦିବ୍ୟକିର୍ତ୍ତୀ; ସୋଶାଲ ମିଡିଆରୁ ବ୍ୟାନ୍‌ ଦାବି

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଶିକ୍ଷକମାନଙ୍କ ମଧ୍ୟରେ ଗଣା ଯାଉଥିବା ଶିକ୍ଷକ ଡକ୍ଟର ବିକାଶ ଦିବ୍ୟକିର୍ତ୍ତୀଙ୍କ ବକ୍ତବ୍ୟକୁ ନେଇ ବିବାଦ ଉପୁଜିଛି। ଏପରିକି ଆଇଏଏସ୍‌ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେଉଥିବା ତାଙ୍କ ସଂସ୍ଥା  ‘ଦୃଷ୍ଟି’କୁ ସୋଶାଲ ମିଡିଆରୁ ବ୍ୟାନ୍‌ କରିବାକୁ ଦାବି ଜୋର ଧରିଛି। ଅଭିଯୋଗ ହୋଇଛି ଯେ ବିକାଶ ଦିବ୍ୟାକିର୍ତ୍ତୀ ନିଜ କ୍ଲାସ୍‌ରେ  ମାତା ସୀତାଙ୍କୁ ଅପମାନିତ କରିଛନ୍ତି। ଆରଏସଏସ ନେତା ସାଧ୍ୱୀ ପ୍ରୀତି  BanDrishtiIAS  ହ୍ୟାସଟ୍ୟାଗ କରିବା ସହ ତାଙ୍କୁ  ବୟକଟ କରିବାକୁ ଦାବି କରି ଏକ […]

pic

pic

Niharika Rout
  • Published: Saturday, 12 November 2022
  • Updated: 12 November 2022, 10:19 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଶିକ୍ଷକମାନଙ୍କ ମଧ୍ୟରେ ଗଣା ଯାଉଥିବା ଶିକ୍ଷକ ଡକ୍ଟର ବିକାଶ ଦିବ୍ୟକିର୍ତ୍ତୀଙ୍କ ବକ୍ତବ୍ୟକୁ ନେଇ ବିବାଦ ଉପୁଜିଛି। ଏପରିକି ଆଇଏଏସ୍‌ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେଉଥିବା ତାଙ୍କ ସଂସ୍ଥା  ‘ଦୃଷ୍ଟି’କୁ ସୋଶାଲ ମିଡିଆରୁ ବ୍ୟାନ୍‌ କରିବାକୁ ଦାବି ଜୋର ଧରିଛି। ଅଭିଯୋଗ ହୋଇଛି ଯେ ବିକାଶ ଦିବ୍ୟାକିର୍ତ୍ତୀ ନିଜ କ୍ଲାସ୍‌ରେ  ମାତା ସୀତାଙ୍କୁ ଅପମାନିତ କରିଛନ୍ତି।

ଆରଏସଏସ ନେତା ସାଧ୍ୱୀ ପ୍ରୀତି  BanDrishtiIAS  ହ୍ୟାସଟ୍ୟାଗ କରିବା ସହ ତାଙ୍କୁ  ବୟକଟ କରିବାକୁ ଦାବି କରି ଏକ ଭିଡିଓ ଶେଆର କରିଛନ୍ତି। କାରଣ ତାଙ୍କ ବକ୍ତବ୍ୟ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ କୁଠାରଘାତ କରିଥିବା ସେ ଅଭିଯୋଗ ଆଣିଛନ୍ତି।

ସାଧ୍ୱୀ ପ୍ରୀତିଙ୍କ  ଦ୍ୱାରା ଶେଆର ହୋଇଥିବା ଭିଡିଓରେ ବିକାଶ ଜଣେ ସଂସ୍କୃତ ଲେଖକଙ୍କ ପକ୍ତିଂକୁ  ଉଦ୍ଧୃତ କରି କହିଛନ୍ତି, ‘ସୀତା ଯଦି ତୁମେ ଭାବୁଛ, ମୁଁ ତୁମ ପାଇଁ ଯୁଦ୍ଧ କରିବାକୁ ଯାଇଥିଲି, ତାହେଲେ ଏହା ତୁରମ ଭୁଲ୍‌ ବୁଝାମଣା । ମୁଁ ଯୁଦ୍ଧ ତୁମ ପାଇଁ ଲଢ଼ୁ ନ ଥିଲି, ଏହା ମୁଁ ମୋ କୁଳ ସମାଜ ପାଇଁ ଲଢ଼ିଥିଲି।’

ଏହାପରେ ସୀତାଙ୍କ ବିଷୟରେ କହିବାକୁ ଯାଇ ଦିବ୍ୟକିର୍ତ୍ତୀ କହିଛନ୍ତି, କୁକୁର ଚାଟିବା ପରେ ଘିଅ ଯେପରି ଭୋଜନ ଯୋଗ୍ୟ ରୁହେ ନାହିଁ, ସେହିପରି ତୁମେ ଆଉ ମୋ’ ଯୋଗ୍ୟ ହୋଇ ରହି ନାହଁ । ସୀତାଙ୍କ ପ୍ରତି ଏପରି ଆକ୍ଷେପକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି।

ଡକ୍ଟର ବିକାଶ ଦିବ୍ୟକିର୍ତ୍ତୀଙ୍କ ପିତାମାତା ହିନ୍ଦୀ ପ୍ରଫେସର ଥିବା ବେଳେ ହିନ୍ଦୀ ଭାଷା ପ୍ରତି ତାଙ୍କର ଅହେତୁକ ଆକର୍ଷଣ ଥିଲା।  ସେ ଜଣେ ଭଲ ଛାତ୍ର ଥିବା ବେଳେ ପ୍ରଥମ ପ୍ରୟାସରେ ୧୯୯୬ ମସିହାରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ଜଣେ ଆଇଏଏସ୍ ଅଧିକାରୀ ଭାବେ ଗୃହ ମନ୍ତ୍ରାଳୟରେ ତାଙ୍କ ପୋଷ୍ଟିଂ କରାଯାଇଥିଲା। ଏହା ପୂର୍ବରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଭାବରେ ସେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।

ତେବେ ଆଇଏଏସ୍‌ ଚାକିପରି ପାଇଥିଲେ ବି ସେ ଏଥିପ୍ରତି ଲାଳାୟିତ ନ ଥିଲେ। ତାଙ୍କର ଆଗ୍ରହ କେବଳ ଶିକ୍ଷାଦାନ ଏବଂ ଲେଖାରେ ରହିଥିଲା । ତେଣୁ ମାତ୍ର ଗୋଟିଏ ବର୍ଷ ଚାକିରି ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ୧୯୯୯ରେ ଡକ୍ଟର ବିକାଶ ଦୃଷ୍ଟି ଆଇଏଏସ୍ କୋଚିଂ ପ୍ରତିଷ୍ଠାନର ମୂଳଦୁଆ ପକାଇଲେ, ଯାହା ଆଜି ସାରା ଦେଶରେ ପ୍ରସିଦ୍ଧ। ଏବେ ଏହାକୁ ନେଇ ବିବାଦ ତେଜିଥିବା ବେଳେ ଦୃଷ୍ଟିରେ ତାଲା ପକାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story