ଭେନେଜୁଏଲା ରାଷ୍ଟ୍ରପତିଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ, ଅଳ୍ପକେ ବର୍ତ୍ତିଗଲେ

କରାକସ୍: ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ୍‌ ମାଦୁରୋଙ୍କ ଉପରେ ରବିବାର ମରଣାନ୍ତକ ଆକ୍ରମଣ ହୋଇଛି। ସେ ‘ଆର୍ମି ଡେ’ରେ ସୈନିକମାନଙ୍କୁ ସୋମ୍ବୋଧନ କରୁଥିବା ବେଳେ ଏକ ବିସ୍ଫୋରକ ବହନକାରୀ ଡ୍ରୋନ୍ ଦ୍ୱାରା ତାଙ୍କୁ ଆକ୍ରମଣ କରାଯାଇଥିଲା। ତେବେ ନିକୋଲସ୍‌ ଏଥିରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। କିନ୍ତୁ  ୭ ଜଣ ସୈନିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ନେଇ ନିକୋଲସ୍ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କୁ ଜୀବନରୁ ମାରିଦେବା ପାଇଁ ପଡ଼ୋଶୀ ଦେଶ କୋଲମ୍ବିୟା ଓ ଆମେରିକାରେ […]

90

90

Ordigital Desk
  • Published: Sunday, 05 August 2018
  • Updated: 05 August 2018, 11:17 AM IST

Sports

Latest News

କରାକସ୍: ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ୍‌ ମାଦୁରୋଙ୍କ ଉପରେ ରବିବାର ମରଣାନ୍ତକ ଆକ୍ରମଣ ହୋଇଛି। ସେ ‘ଆର୍ମି ଡେ’ରେ ସୈନିକମାନଙ୍କୁ ସୋମ୍ବୋଧନ କରୁଥିବା ବେଳେ ଏକ ବିସ୍ଫୋରକ ବହନକାରୀ ଡ୍ରୋନ୍ ଦ୍ୱାରା ତାଙ୍କୁ ଆକ୍ରମଣ କରାଯାଇଥିଲା। ତେବେ ନିକୋଲସ୍‌ ଏଥିରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। କିନ୍ତୁ  ୭ ଜଣ ସୈନିକ ଗୁରୁତର ଭାବେ ଆହତ ହୋଇଛନ୍ତି।

[caption id="attachment_260270" align="alignnone" width="840"]00 ଆକ୍ରମଣ ବେଳେ ରାଷ୍ଟ୍ରପତିଙ୍କୁ ସୁରକ୍ଷାକର୍ମୀ ଘେରି ଯାଇଛନ୍ତି[/caption]

ଏ ନେଇ ନିକୋଲସ୍ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କୁ ଜୀବନରୁ ମାରିଦେବା ପାଇଁ ପଡ଼ୋଶୀ ଦେଶ କୋଲମ୍ବିୟା ଓ ଆମେରିକାରେ ଥିବା କିଛି ଲୋକ ଷଡ଼ଯନ୍ତ୍ର କରିଥିବା ସେ କହିଛନ୍ତି।

ତେବେ ଏହି ଆକ୍ରମଣ ପାଇଁ ଏକ ବିଦ୍ରୋହୀ ଗୋଷ୍ଠୀ ନିଜକୁ ଦାୟୀ କରିଛି। ଏହି ଗୋଷ୍ଠୀରେ ଭେନେଜୁଏଲାର କିଛି ନାଗରିକଙ୍କ ସହିତ ସେନାର କିଛି ଯବାନ ବି ସାମିଲ ଥିବା ଜଣାପଡ଼ିଛି।

ଏହି ଗୋଷ୍ଠୀ ତରଫରୁ ମିଡିଆରେ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଏଭଳି ସରକାରଙ୍କୁ କ୍ଷମତାରେ ରଖିବା ଅର୍ଥ ସେନାକୁ ଅସମ୍ମାନ କରିବା। ଏ ସରକାର ସମ୍ବିଧାନକୁ ଭୁଲି ଯାଇଛି ଓ ସରକାରୀ ବିଭାଗଗୁଡ଼ିକୁ କେବଳ ଅର୍ଥ ଉପାର୍ଜନର ମାଧ୍ୟମ କରିଛି।

ଟେଲିଭିଜନ୍‌ରେ ‘ଆର୍ମି ଡେ’ରେ ନିକୋଲାସ୍‌ଙ୍କ ଭାଷଣର ସିଧା ପ୍ରସାରଣ ହେଉଥିଲା। ତେଣୁ ଆକ୍ରମଣର ସମୟର ସମସ୍ତ ଘଟଣା କ୍ୟାମେରାରେ ରେକର୍ଡ ମଧ୍ୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story