ନୂଆ ବର୍ଷରେ ଗୁଡ୍ ନ୍ୟୁଜ୍, କୋଭିଶିଲ୍ଡ ପରେ କୋଭାକ୍ସିନକୁ ଅନୁମତି !

ନୂଆଦିଲ୍ଲୀ: ବିଦାୟୀ ୨୦୨୦ କରୋନା କବଳରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ବେଳେ ଏବେ ନୂଆବର୍ଷ ଆରମ୍ଭରୁ ଆସିବାରେ ଲାଗିଛି ଗୋଟିଏ ପରେ ଅନ୍ୟ ଏକ ଭଲ ଖବର। କରୋନା ଟିକା କୋଭିଶିଲ୍ଡକୁ ସରକାର ଅନୁମତି ଦେବା ପରେ ଆଉ ଏକ ଟିକା କୋଭାକ୍ସିନକୁ ଅନୁମତି ମିଳିବାକୁ ଯାଉଛି। କୋଭିଶିଲ୍ଡ ଭାରତର ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତିଆରି କରିଥିବା ବେଳେ କୋଭାକ୍ସିନ୍ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ତିଆରି କରିଛି। କୋଭାକ୍ସିନକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ […]

COVAXIN

COVAXIN

Subhransu Sekhar
  • Published: Saturday, 02 January 2021
  • Updated: 02 January 2021, 07:27 PM IST

Sports

Latest News

ନୂଆଦିଲ୍ଲୀ: ବିଦାୟୀ ୨୦୨୦ କରୋନା କବଳରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ବେଳେ ଏବେ ନୂଆବର୍ଷ ଆରମ୍ଭରୁ ଆସିବାରେ ଲାଗିଛି ଗୋଟିଏ ପରେ ଅନ୍ୟ ଏକ ଭଲ ଖବର। କରୋନା ଟିକା କୋଭିଶିଲ୍ଡକୁ ସରକାର ଅନୁମତି ଦେବା ପରେ ଆଉ ଏକ ଟିକା କୋଭାକ୍ସିନକୁ ଅନୁମତି ମିଳିବାକୁ ଯାଉଛି। କୋଭିଶିଲ୍ଡ ଭାରତର ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତିଆରି କରିଥିବା ବେଳେ କୋଭାକ୍ସିନ୍ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ତିଆରି କରିଛି।

କୋଭାକ୍ସିନକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପାଖରେ ସୁପାରିଶ କରିଟି। ସୁପାରିଶ ବେଳେ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବାବଦରେ ଏବଂ ଏହା କେତେ ସୁରକ୍ଷିତ ସେ ବାବଦରେ ଆଲୋଚନା ହୋଇଥିଲା। ଏବେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ କୋଭାକ୍ସିନକୁ ଅନୁମତି ଦେବାକୁ ଯାଉଛନ୍ତି। କୋଭିଶିଲ୍ଟ ଭଳି କୋଭାକ୍ସିନ ଟିକା ମଧ୍ୟ ଦୁଇ ଡୋଜ ନେବାକୁ ହେବ। ଏହି ଟିକା ୨ରୁ ୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ହୋଇ ରହିବ ବୋଲି ଜଣାପଡ଼ିଛି।

ବ୍ରିଟିଶ ଡ୍ରଗ୍ସ ଗ୍ରୁପ ‘ଆଷ୍ଟ୍ରା ଜେନେକା’ (AstraZeneca)/ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଏହି କୋଭିଶିଲ୍ଡ ଟିକା ପ୍ରସ୍ତୁତ ହୋଇଛି। ବ୍ରିଟେନ ସରକାର ମଧ୍ୟ ଏହି ଟିକାକୁ ଅନୁମତି ଦେଇସାରିଛନ୍ତି। ବ୍ରିଟେନରେ ମାତିଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ଏହା ମାତ୍ ଦେଇପାରିବ ବୋଲି କମ୍ପାନୀ ଦାବି କରିଛି। ଡ୍ରଗ୍ସ କଣ୍ଟ୍ରୋଲର ଅନୁମତି ଦେଲେ ମୋଟ୍ ଦୁଇଟି ଟିକା ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story