ପଦାରେ ପଡ଼ିଲା ବଡ଼ ଘରର ଗୁମର: ନିଶା ଖାଇ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ଗଡ଼ିଲେ ଝିଅ, ଫଟୋ ଉଠାଇଲେ ବାଟୋଈ

ନୂଆଦିଲ୍ଲୀ, ନିଶା ଏମିତି ଏକ ଜିନିଷ, ଯାହା ମଣିଷକୁ ଥରେ ଗ୍ରାସ କଲେ, ସହଜରେ ପାଖ ଛାଡ଼େନାହିଁ । ଧୀରେ ଧୀରେ ଏହା ଆମକୁ ଏମିତି ପରିସ୍ଥିତିକୁ ଟାଣିନିଏ, ହୁଏତ ବେଳେବେଳେ ଏଥିପାଇଁ ଆପଣଙ୍କୁ ଲଜ୍ଜିତ ହେବାକୁ ବି ପଡ଼ିପାରେ । ଏମିତି ଏକ ଘଟଣା ପଦାକୁ ଆସିଛି ଜାତୀୟ ରାଜଧାନୀ ଦିଲ୍ଲୀରେ। ସୋସିଆଲ୍ ମିଡିଆରେ କିଛି ଫଟୋ ଏବେ ଭାଇରାଲ୍ ହେ‍ବାରେ ଲାଗିଛି । ପଦାରେ ପଡ଼ିଯାଇଛି ବଡ଼ ଘରର ବଡ଼ ଗୁମର କଥା । […]

ladyy

ladyy

Rakesh Mallick
  • Published: Monday, 10 July 2017
  • Updated: 10 July 2017, 05:40 PM IST

Sports

Latest News

ନୂଆଦିଲ୍ଲୀ, ନିଶା ଏମିତି ଏକ ଜିନିଷ, ଯାହା ମଣିଷକୁ ଥରେ ଗ୍ରାସ କଲେ, ସହଜରେ ପାଖ ଛାଡ଼େନାହିଁ । ଧୀରେ ଧୀରେ ଏହା ଆମକୁ ଏମିତି ପରିସ୍ଥିତିକୁ ଟାଣିନିଏ, ହୁଏତ ବେଳେବେଳେ ଏଥିପାଇଁ ଆପଣଙ୍କୁ ଲଜ୍ଜିତ ହେବାକୁ ବି ପଡ଼ିପାରେ । ଏମିତି ଏକ ଘଟଣା ପଦାକୁ ଆସିଛି ଜାତୀୟ ରାଜଧାନୀ ଦିଲ୍ଲୀରେ।

ସୋସିଆଲ୍ ମିଡିଆରେ କିଛି ଫଟୋ ଏବେ ଭାଇରାଲ୍ ହେ‍ବାରେ ଲାଗିଛି । ପଦାରେ ପଡ଼ିଯାଇଛି ବଡ଼ ଘରର ବଡ଼ ଗୁମର କଥା । ଫଟୋରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ସମ୍ଭ୍ରାନ୍ତ ଘରର ଝିଅ ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତାରେ ଏମିତି ସିନ୍ ସୃଷ୍ଟି କଲେ ଯେ, ରାସ୍ତାରେ ଗଲା ଆଇଲା ଲୋକ ଛି ଛାକର କରିବାକୁ ବାଧ୍ୟ ହୋଇଛନ୍ତି । ବଡ଼ ଘରର ଝିଅମାନେ ନିଶା ଖାଆନ୍ତି କିନ୍ତୁ ନିଜ ଘରର ସୀମା ଭିତରେ , ସୁରକ୍ଷିତ ପରିବେଶ ଭିତରେ, କଥା ପଦାକୁ ଆସେନି। ହେଲେ ଏହି ଫଟୋ ସେମାନଙ୍କ ପୂରା ମୁଖା ଖୋଲି ଦେଇଛି କହିଲେ ଅତ୍ୟୁକ୍ତି ହେବନି ।

drunken ladyଏହି ଫଟୋରେ ମଦ ଖାଇ କିଛି ଝିଅ ମାତାଲ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି । ବେଶ ପୋଷାକରୁ ଏମାନେ ଅତି ବଡ଼ ଘରର ଝିଅଙ୍କ ପରି ଦିଶୁଛନ୍ତି । ଦେହରେ ଅତ୍ୟାଧୁନିକ ସଂକ୍ଷିପ୍ତ ପୋଷାକ , ମୁହଁରେ ମେକପ୍ ଭର୍ତ୍ତି , କିନ୍ତୁ ପାଦ ଠିକରେ ପଡୁ ନଥିଲା । କିଛି ଫଟୋରେ ଦେଖିବାକୁ ମିଳିଛି, ଏମାନେ ତଳେ ପଡିଛନ୍ତି ଜଣକ ପରେ ଜଣେ , ଦେହର ପୋଷାକ ଅବିନ୍ୟସ୍ତ ହୋଇପଡିଛି । ରାସ୍ତାରେ ଯିବା ଆସିବା କରୁଥିବା କିଛି ଖରାପ ପ୍ରକୃତିର ଲୋକ ଏଥିରୁ ଫାଇଦା ଉଠାଇବାକୁ ପଛେଇ ନଥିଲେ । ନିଶାଗ୍ରସ୍ତ ଝିଅଙ୍କ ଅବସ୍ଥା ବି ସତରେ ଦେଖିବାର ଥିଲା , ରାସ୍ତାରେ ସେମାନଙ୍କ କାରନାମ ଅତିଶୟ ମନେ ହୋଇଥିଲା । ନିଶାରେ ଟଳୁଥିବା କିଛି ଝିଅଙ୍କ ମୁହଁରେ ସିଗାରେଟ୍ ଥିବା ମଧ୍ୟ ଦେଖିବାକୁ ମିଳିଥିଲ। ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story