ଲକ୍‌ଡାଉନ୍: ଜନ୍ମ ହେଲେ ‘କୋଭିଡ୍’ ଓ ‘କରୋନା’!

ରାୟପୁର: ମହାମାରୀ କରୋନା ଭାଇରସର ମୁକାବିଲା କରିବାକୁ ଯାଇ ସାରା ଦେଶ ଏବେ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଜନ୍ମ ନେଉଥିବା ଛୁଆଙ୍କ ନାମ ମଧ୍ୟ ମଜାଳିଆ ଢ଼ଙ୍ଗରେ ଦିଆଯାଉଥିବା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ଖୁଖଣ୍ଡୁ ଗ୍ରାମରେ ଜନ୍ମ ହୋଇଥିବା ଶିଶୁର ନାମ ତାଙ୍କ ବାପା ମା’ ‘ଲକ୍‌ଡାଉନ୍’ ରଖିଛନ୍ତି। ଏହି ବାଳକଟିର ନାମ ଉଚ୍ଚରାଣ କରିବା ପୂର୍ବରୁ ସର୍ବଦା ଜାତୀୟ ସ୍ୱାର୍ଥକୁ ମନେ ପକାଇବ। ତେଣୁ ଏଭଳି ନାମକରଣ ତାଙ୍କ ବାପା […]

covid corona new born baby

covid corona new born baby

Subhransu Sekhar
  • Published: Friday, 03 April 2020
  • Updated: 03 April 2020, 02:41 PM IST

Sports

Latest News

ରାୟପୁର: ମହାମାରୀ କରୋନା ଭାଇରସର ମୁକାବିଲା କରିବାକୁ ଯାଇ ସାରା ଦେଶ ଏବେ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଜନ୍ମ ନେଉଥିବା ଛୁଆଙ୍କ ନାମ ମଧ୍ୟ ମଜାଳିଆ ଢ଼ଙ୍ଗରେ ଦିଆଯାଉଥିବା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ଖୁଖଣ୍ଡୁ ଗ୍ରାମରେ ଜନ୍ମ ହୋଇଥିବା ଶିଶୁର ନାମ ତାଙ୍କ ବାପା ମା’ 'ଲକ୍‌ଡାଉନ୍' ରଖିଛନ୍ତି। ଏହି ବାଳକଟିର ନାମ ଉଚ୍ଚରାଣ କରିବା ପୂର୍ବରୁ ସର୍ବଦା ଜାତୀୟ ସ୍ୱାର୍ଥକୁ ମନେ ପକାଇବ। ତେଣୁ ଏଭଳି ନାମକରଣ ତାଙ୍କ ବାପା ମା’ ଦେଇଛନ୍ତି ବୋଲି କହିଛନ୍ତି।

ଏହାପୂର୍ବରୁ ଉତ୍ତର ପ୍ରଦେଶ ଗୋରଖପୁରରେ ଜନତା କର୍ଫ୍ୟୁ ଦିନ ଜନ୍ମ ହୋଇଥିବା ଝିଅଟିର ନାମ 'କରୋନା' ରଖାଯାଇଛି। ଝିଅର ମାମୁଁ ଘର ଲୋକେ କହିଛନ୍ତି ଯେ ଏହି ଘାତକ ଜୀବାଣୁ ବିସ୍ତାର ହେବା ପରେ ସାରା ବିଶ୍ୱ ଏବେ ଏକଜୁଟ୍ ହୋଇଛି।

ଏବେ ଛତିଶଗଡ଼ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ରାୟପୁର ପୁରାଣ ବସ୍ତିର ଏକ ଦମ୍ପତି ସେମାନଙ୍କର ଯାଆଁଳା ଶିଶୁର ନାମ କୋଭିଡ ଏବଂ କରୋନା ରଖିଛନ୍ତି। ବିନୟ ବର୍ମାଙ୍କ ସ୍ତ୍ରୀ ପ୍ରୀତି ବର୍ମା ସପ୍ତାହେ ପୂର୍ବରୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ସେ  ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ପ୍ରୀତି କହିଛନ୍ତି, ଆଜି କରୋନା ସମସ୍ତଙ୍କ ହୃଦୟ ଏବଂ ମନରେ ଅଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ କରୋନା ଭୟ ଦୂର କରିବାକୁ ସେ ତାଙ୍କ ପୁଅର ନାମ ‘କୋଭିଡ’ ଏବଂ ଝିଅର ନାମ ‘କରୋନା’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଉଭୟ ଶିଶୁ ସୁସ୍ଥ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story