ରେଡ୍ ଜୋନରେ ଥିଲେ ବି ଅନ୍ ଲାଇନ୍ ମିଳିପାରିବ ଅଣ ଅତ୍ୟାବଶ୍ୟକ ସେବା

ନୂଆଦିଲ୍ଲୀ: ରେଡ୍ ଜୋନରେ ଅନଲାଇନ୍ ଜରିଆରେ ସମସ୍ତ ସେବା ମିଳିପାରିବ। ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନରେ ଅନଲାଇନ୍ ଜରିଆରେ ମିଳିପାରିବ ଅତ୍ୟାବଶ୍ୟକ ସେବା। ହେଲେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲେ ଅନଲାଇନ୍ ଜରିଆରେ ସେବା ମିଳିପାରିବ ନାହିଁ ବୋଲି ସରକାର ଆଜି ଘୋଷଣା କରିଛନ୍ତି। ଲକଡାଉନର ଚତୁର୍ଥ ପର୍ଯ୍ୟାୟ ସୋମବାର ପାଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ସରକାର। ପୂର୍ବ ନିୟମରେ କିଛିଟା ପରିବର୍ତ୍ତନ କରି ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଗାଇଡଲାଇନରେ […]

e shopping

e shopping

Subhransu Sekhar
  • Published: Sunday, 17 May 2020
  • Updated: 17 May 2020, 10:46 PM IST

Sports

Latest News

ନୂଆଦିଲ୍ଲୀ: ରେଡ୍ ଜୋନରେ ଅନଲାଇନ୍ ଜରିଆରେ ସମସ୍ତ ସେବା ମିଳିପାରିବ। ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନରେ ଅନଲାଇନ୍ ଜରିଆରେ ମିଳିପାରିବ ଅତ୍ୟାବଶ୍ୟକ ସେବା। ହେଲେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲେ ଅନଲାଇନ୍ ଜରିଆରେ ସେବା ମିଳିପାରିବ ନାହିଁ ବୋଲି ସରକାର ଆଜି ଘୋଷଣା କରିଛନ୍ତି।

ଲକଡାଉନର ଚତୁର୍ଥ ପର୍ଯ୍ୟାୟ ସୋମବାର ପାଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ସରକାର। ପୂର୍ବ ନିୟମରେ କିଛିଟା ପରିବର୍ତ୍ତନ କରି ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଗାଇଡଲାଇନରେ କୋହଳ କରିଛନ୍ତି ସରକାର।

ତେବେ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଏହି ତିନି ଜୋନରେ ସେଲୁନ୍ ଖୋଲିପାରିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେଇଥିବାବେଳେ ଶେଷ ନିଷ୍ପତ୍ତି ରାଜ୍ୟ ସରକାରଙ୍କର ରହିଛି। ହେଲେ ମଲ୍ ଭିତରେ ସେଲୁନ୍ ହୋଇଥିଲେ ତାହା ବନ୍ଦ ରହିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଉ ୧୪ ଦିନ ପାଇଁ ବଢ଼ାଇଛି କେନ୍ଦ୍ର। ଆସନ୍ତାକାଲି (ସୋମବାର) ପାଖରୁ ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି। ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ ମେ’ ୩୧ ଯାଏ ଲକଡାଉନ୍ ବଢ଼ାଇବା ପରେ କେନ୍ଦ୍ର ସରକାର ମଧ୍ୟ ୩୧ ଯାଏ ଲକଡାଉନ୍ ଅବଧି ବଢ଼ାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story