ଭୟଙ୍କର ଭୂକମ୍ପ: ଜଣେ ମୃତ, ୧୭ ନିଖୋଜ, ଜାରି ହେଲା ସୁନାମି ଆଲର୍ଟ

ନୂଆଦିଲ୍ଲୀ: ପ୍ରଶାନ୍ତମହାସାଗରର ପେରୁ ଉପକୂଳରେ ଆଜି ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପ୍ରଶାନ୍ତମହାସାଗରର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳକୁ ଥରାଇଦେଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୧୭ ଜଣ ନିଖୋଜ ଅଛନ୍ତି।  ବହୁ ଘରଦ୍ୱାର ଭାଙ୍ଗିଯାଇଛି। ରାସ୍ତାଘାଟ ଦବିଯାଛି। ଯୋଗାଯୋଗ ବିଛିନ୍ନ ହୋଇଯାଛି। ଏଥିସହ ବଡ଼ଧରଣର ସୁନାମି ଆଶଙ୍କା କରାଯାଇଛି। ଭୂକମ୍ପର ତୀବ୍ରତା ୭.୩ ଆକଳନ କରାଯାଛି। ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି । ପେରୁ ପ୍ରଶାନ୍ତ ମହାସାଗରରର ଭୂକମ୍ପ ଜୋନ୍‌ରେ […]

PERU

PERU

Rakesh Mallick
  • Published: Sunday, 14 January 2018
  • Updated: 14 January 2018, 10:38 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଶାନ୍ତମହାସାଗରର ପେରୁ ଉପକୂଳରେ ଆଜି ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପ୍ରଶାନ୍ତମହାସାଗରର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳକୁ ଥରାଇଦେଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୧୭ ଜଣ ନିଖୋଜ ଅଛନ୍ତି।  ବହୁ ଘରଦ୍ୱାର ଭାଙ୍ଗିଯାଇଛି। ରାସ୍ତାଘାଟ ଦବିଯାଛି। ଯୋଗାଯୋଗ ବିଛିନ୍ନ ହୋଇଯାଛି। ଏଥିସହ ବଡ଼ଧରଣର ସୁନାମି ଆଶଙ୍କା କରାଯାଇଛି।

ଭୂକମ୍ପର ତୀବ୍ରତା ୭.୩ ଆକଳନ କରାଯାଛି। ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି । ପେରୁ ପ୍ରଶାନ୍ତ ମହାସାଗରରର ଭୂକମ୍ପ ଜୋନ୍‌ରେ  ଆସୁଛି । ଗତ ଅଗଷ୍ଟ ୨୦୦୭ରେ ଉକ୍ତ ଅଞ୍ଚଳରେ ୮.୦ ତୀବ୍ରତାର ଭୂମିକମ୍ପ ଅନୁଭୁତ ହୋଇଥିଲା। ଏଥିରେ ୫୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story