ଏବେ ହଟଲାଇନରେ କଥା ହେବେ ଓବାମା ଓ ମୋଦି

ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ହେବା ପାଇଁ ହଟ୍ ଲାଇନ୍ ସୁବିଧା ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତିଙ୍କ ସ୍ପେଶାଲ୍ ଆସିଷ୍ଟାଣ୍ଟ୍ ପିଟର ଆର ଲବୟା କହିଛନ୍ତି,ଏହି ହଟ୍ ଲାଇନ୍ ଆରମ୍ଭ ହୋଇଛି କିନ୍ତୁ କାର୍ଯ୍ୟକ୍ଷମ ହୋଇନାହିଁ। ଏପର୍ଯ୍ୟନ୍ତ ଏଥିରେ ବାରାକ ଓବାମା ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇ ନାହିଁ। ଓବାମା ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ […]

modiobama

modiobama

Rakesh Mallick
  • Published: Friday, 21 August 2015
  • Updated: 04 May 2017, 03:45 PM IST

Sports

Latest News

ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ହେବା ପାଇଁ ହଟ୍ ଲାଇନ୍ ସୁବିଧା ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତିଙ୍କ ସ୍ପେଶାଲ୍ ଆସିଷ୍ଟାଣ୍ଟ୍ ପିଟର ଆର ଲବୟା କହିଛନ୍ତି,ଏହି ହଟ୍ ଲାଇନ୍ ଆରମ୍ଭ ହୋଇଛି କିନ୍ତୁ କାର୍ଯ୍ୟକ୍ଷମ ହୋଇନାହିଁ। ଏପର୍ଯ୍ୟନ୍ତ ଏଥିରେ ବାରାକ ଓବାମା ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇ ନାହିଁ।

ଓବାମା ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନୂଆଦିଲ୍ଲୀ ଆସିଥିଲେ। ଏହି ଅବସରରେ ମୋଦି ଓ ଓବାମାଙ୍କ ମଧ୍ୟରେ ହଟ୍ ଲାଇନକୁ ନେଇ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story