ଅଯୋଗ୍ୟ ଘୋଷିତ ହେଲେ ମଧୁ କୋଡ଼ା, ୩ ବର୍ଷ ପାଇଁ ଲଢ଼ିପାରିବେନି ନିର୍ବାଚନ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ଶକ୍ତ ଧକ୍କା ଲାଗିଛି। ଆସନ୍ତା ୩ ବର୍ଷ ଲାଗି ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ୨୦୦୯ ମସିହାରେ ଲୋକସଭା ନିର୍ବାଚନରେ କରିଥିବା ଖର୍ଚ୍ଚର ଠିକ୍  ହିସାବ ଦେଇ ନ ପାରିବାରୁ କୋଡ଼ାଙ୍କ ବିରୋଧରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ନିର୍ବାଚନ କମିଶନ। ଭାରତୀୟ ଜନ ପ୍ରତିନିଧି ଆଇନର ଧାରା ୧୦ ଅନୁସାରେ କୋଡ଼ାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। ୨୦୦୯ରେ ମଧୁ କୋଡ଼ା […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 03:44 AM IST

Sports

Latest News

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ଶକ୍ତ ଧକ୍କା ଲାଗିଛି। ଆସନ୍ତା ୩ ବର୍ଷ ଲାଗି ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ୨୦୦୯ ମସିହାରେ ଲୋକସଭା ନିର୍ବାଚନରେ କରିଥିବା ଖର୍ଚ୍ଚର ଠିକ୍  ହିସାବ ଦେଇ ନ ପାରିବାରୁ କୋଡ଼ାଙ୍କ ବିରୋଧରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ନିର୍ବାଚନ କମିଶନ। ଭାରତୀୟ ଜନ ପ୍ରତିନିଧି ଆଇନର ଧାରା ୧୦ ଅନୁସାରେ କୋଡ଼ାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ।

୨୦୦୯ରେ ମଧୁ କୋଡ଼ା ଝାଡ଼ଖଣ୍ଡର ସିଂହଭୂମ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ସେ ନିର୍ବାଚନ କମିଶନଙ୍କୁ ଖର୍ଚ୍ଚ ସମ୍ପର୍କିତ ଜାଲ୍‌ ହିସାବ ଦେଇଥିବା ନେଇ ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story