ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗାଜିଆବାଦର ଏକ ରାଲିରେ ମୁଖ୍ଯମନ୍ତ୍ରୀ ଯୋଦୀ ଆଦିତ୍ଯନାଥ ଯବାନଙ୍କୁ ‘ମୋଦିଙ୍କ ସେନା’ ବୋଲି କହିଥିଲେ। ଏହା ପରେ ଗତକାଲି ନିର୍ବାଚନ କମିଶନ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ନୋଟିସ ପଠାଇଛନ୍ତି। ଏପ୍ରିଲ ୫ ଅପରାହ୍ନ ସୁଦ୍ଧା ଯୋଗୀ ଏହାର ଜବାବ ଦେବେ ବୋଲି ନିର୍ବାଚନ କମିଶନ କହିଛନ୍ତି। ସୁଚନାଯୋଗ୍ଯ ମାର୍ଚ୍ଚ ୧୯ ତାରିଖରେ ଗାଜିଆବାଦରେ ରାଲି ବେଳେ ଆତଙ୍କବାଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ଯକୁ ନିଜ ଅଭିଭାଷଣରେ ରଖିଥିଲେ ଯୋଗୀ ଆଦିତ୍ଯନାଥ। ସେ କହିଥିଲେ ‘କଂଗ୍ରେସ […]

yogi-adityanath

yogi-adityanath

Subhransu Sekhar
  • Published: Thursday, 04 April 2019
  • Updated: 04 April 2019, 08:19 AM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗାଜିଆବାଦର ଏକ ରାଲିରେ ମୁଖ୍ଯମନ୍ତ୍ରୀ ଯୋଦୀ ଆଦିତ୍ଯନାଥ ଯବାନଙ୍କୁ ‘ମୋଦିଙ୍କ ସେନା’ ବୋଲି କହିଥିଲେ। ଏହା ପରେ ଗତକାଲି ନିର୍ବାଚନ କମିଶନ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ନୋଟିସ ପଠାଇଛନ୍ତି। ଏପ୍ରିଲ ୫ ଅପରାହ୍ନ ସୁଦ୍ଧା ଯୋଗୀ ଏହାର ଜବାବ ଦେବେ ବୋଲି ନିର୍ବାଚନ କମିଶନ କହିଛନ୍ତି।

ସୁଚନାଯୋଗ୍ଯ ମାର୍ଚ୍ଚ ୧୯ ତାରିଖରେ ଗାଜିଆବାଦରେ ରାଲି ବେଳେ ଆତଙ୍କବାଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ଯକୁ ନିଜ ଅଭିଭାଷଣରେ ରଖିଥିଲେ ଯୋଗୀ ଆଦିତ୍ଯନାଥ। ସେ କହିଥିଲେ ‘କଂଗ୍ରେସ ନେତା ଆତଙ୍କବାଦୀଙ୍କୁ ବିରିୟାନୀ ଖୁଆଉଥିବାବେଳେ ମୋଦି ସେନା ବୁଲେଟ୍ ଓ ବମ୍ ଦେଉଛନ୍ତି’।

'କଂଗ୍ରେସ ଲୋକମାନେ ମାସୁଦ ଆଝାର ଭଳି ଆତଙ୍କୀ ପାଇଁ ଜୀ ଶବ୍ଦ ବ୍ୟବହାର କରୁଛନ୍ତି। ହେଲେ ମୋଦିଙ୍କ ସରକାର ଆତଙ୍କୀ କ୍ୟାମ୍ପରେ ହମ୍‌ଲା କରୁଛନ୍ତି'।

ଦେଶର ନେତା ବିଜେପିର ବୋଲି ଯୋଗୀ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ନିର୍ବାଚନ କମିଶନ ହୃଦବୋଧ କରିବା ପରେ ଯୋଗୀଙ୍କୁ ନୋଟିସ ପଠାଇଛନ୍ତି। ଆଚରଣବିଧି ଲାଗୁହେବା ବେଳେ ନିର୍ବାଚନ କମିଶନ ସ୍ପଷ୍ଟ କରିସାରିଛନ୍ତି ଯବାନଙ୍କୁ ନେଇ କେବେ କୌଣସି ଦଳ ଦାବି କରି ପାରିବ ନାହିଁ କି ଭୋଟ ପାଇଁ ସେନାର ଫଟୋ ବ୍ଯବହାର ହୋଇ ପାରିବ ନାହିଁ।

ନିର୍ବାଚନ କମିଶନ ପ୍ରଥନେ ଯୋଗୀଙ୍କ ଏହି ମନ୍ତବ୍ଯକୁ ନେଇ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story