ରାହୁଲ ଆଚରଣ ବିଧି ଉଲ୍ଲଙ୍ଘନ କରିନାହାନ୍ତି

ଚେନ୍ନାଇ: ତାମିଲନାଡୁରେ ଥିବା ଏକ କଲେଜରେ ରାହୁଲ ଗାନ୍ଧି ଛାତ୍ରୀମାନଙ୍କ ସହ କରିଥିବା ଭାବବିନିମୟ କାର୍ଯ୍ୟକ୍ରମ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରୁନାହିଁ ବୋଲି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ କହିଛନ୍ତି, “ମାର୍ଚ୍ଚ ୧୩ରେ ରାହୁଲ ଗାନ୍ଧି ଷ୍ଟେଲା ମ୍ୟାରିଜ କଲେଜରେ ମହିଳା ଓ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ଏଥିପାଇଁ ରାହୁଲ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେଇଥିଲେ। ତେଣୁ ଏହା କୌଣସି ପ୍ରକାରର […]

ea

ea

Hemant Lenka
  • Published: Thursday, 21 March 2019
  • Updated: 21 March 2019, 05:44 PM IST

Sports

Latest News

ଚେନ୍ନାଇ: ତାମିଲନାଡୁରେ ଥିବା ଏକ କଲେଜରେ ରାହୁଲ ଗାନ୍ଧି ଛାତ୍ରୀମାନଙ୍କ ସହ କରିଥିବା ଭାବବିନିମୟ କାର୍ଯ୍ୟକ୍ରମ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରୁନାହିଁ ବୋଲି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ କହିଛନ୍ତି, “ମାର୍ଚ୍ଚ ୧୩ରେ ରାହୁଲ ଗାନ୍ଧି ଷ୍ଟେଲା ମ୍ୟାରିଜ କଲେଜରେ ମହିଳା ଓ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ।

ଏଥିପାଇଁ ରାହୁଲ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେଇଥିଲେ। ତେଣୁ ଏହା କୌଣସି ପ୍ରକାରର ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁନାହିଁ। ତଥାପି ରାହୁଲ ଗାନ୍ଧି ସେଦିନ କେଉଁ ଭଳି ଭାଷଣ ଦେଇଥିଲେ, ତା’ର ରିପୋର୍ଟ ମଗାଯାଇଛି। ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story