୧୦ ସପ୍ତାହରେ କାଙ୍ଗାଳ ହୋଇଯିବ ପାକିସ୍ତାନ, କାରଣ...

ନୂଆଦିଲ୍ଲୀ: ଅଭାବ ଅନଟନ ଦେଇ ଗତି କରୁଛି ପଡ଼ୋଶୀ  ପାକିସ୍ତାନ। ଆଉ ୧୦ ସପ୍ତାହ ମଧ୍ୟରେ କାଙ୍ଗାଳ ହୋଇଯିବ ପାକିସ୍ତାନ। ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆର୍ଥିକ ସ୍ଥିତିରେ ସୁଦ୍ଧାର ପାଇଁ  ଚୀନରୁ ଲଗାତାର ଭାବେ  ଋଣ ନେବାରେ ଲାଗିଛି ପାକିସ୍ତାନ। କିନ୍ତୁ ଋଣ ନେଇ ସୁଝିପାରୁନି।  ଏଥିସହ ପାକିସ୍ତାନର ରାଜନୈତିକ ସ୍ଥିତି ମଧ୍ୟ ଠିକ୍‌ ନାହିଁ। ସେହିପରି ଏବେ ପାକିସ୍ତାନରେ ଆର୍ଥିକ ସଂକଟ ଦେଖାଦେଇଛି। ପାକିସ୍ତାନ ଟଙ୍କାର ମୂଲ୍ୟ ଅନ୍ତର୍ଜାତିକ ବଜାରରେ […]

h-777

h-777

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 07:17 PM IST

Sports

Latest News

ନୂଆଦିଲ୍ଲୀ: ଅଭାବ ଅନଟନ ଦେଇ ଗତି କରୁଛି ପଡ଼ୋଶୀ  ପାକିସ୍ତାନ। ଆଉ ୧୦ ସପ୍ତାହ ମଧ୍ୟରେ କାଙ୍ଗାଳ ହୋଇଯିବ ପାକିସ୍ତାନ। ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆର୍ଥିକ ସ୍ଥିତିରେ ସୁଦ୍ଧାର ପାଇଁ  ଚୀନରୁ ଲଗାତାର ଭାବେ  ଋଣ ନେବାରେ ଲାଗିଛି ପାକିସ୍ତାନ। କିନ୍ତୁ ଋଣ ନେଇ ସୁଝିପାରୁନି।  ଏଥିସହ ପାକିସ୍ତାନର ରାଜନୈତିକ ସ୍ଥିତି ମଧ୍ୟ ଠିକ୍‌ ନାହିଁ। ସେହିପରି ଏବେ ପାକିସ୍ତାନରେ ଆର୍ଥିକ ସଂକଟ ଦେଖାଦେଇଛି। ପାକିସ୍ତାନ ଟଙ୍କାର ମୂଲ୍ୟ ଅନ୍ତର୍ଜାତିକ ବଜାରରେ ଦୁର୍ବଳ ହେବାରେ ଲାଗିଛି। ୧ଡଲାର ତୁଳନାର ଏହାର ମୂଲ୍ୟ ୧୨୦ଟଙ୍କା ଅବମୂଲ୍ୟାୟନ ହୋଇଯାଇଛି। ପାକିସ୍ତାନ ପାଖରେ ଏବେ ୧୦.୩ ଆରବ ଡଲାର ବିଦେଶୀ ମୁଦ୍ରା ରହିଛି। ଯାହା ପୂର୍ବ ବର୍ଷ ମେ ମାସରେ ୧୬.୪ ଡଲାର ଥିଲା।

ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପାକିସ୍ତାନ ଚୀନଠୁ ୫ବିଲିୟନ ଡଲାର ଋଣ ନେଇଥିବା ଶୁଣିବାକୁ ମିଳୁଛି। ଏବେ ପୁଣି ଚୀନଠୁ ୧-୨ବିଲିୟନ ଡଲାରର ଲୋନ୍‌ ନେବାକୁ ଯାଉଛି। ପାକିସ୍ତାନ ଆର୍ଥିକ ମାମଲାକୁ ନେଇ ବେଜିଂ ଉପରେ ନିର୍ଭରଶୀଳ ହୋଇଯାଉଛି। ଚୀନରୁ ନେଇଥିବା ଏହି ମୁଦ୍ରା ପାକିସ୍ତାନ ତାର ବିଦେଶୀ ମୁଦ୍ରା ଭଣ୍ଡାରର ସ୍ଥିତି ସୁଦୃଢ କରାଇବାରେ ଲଗାଇବ ବୋଲି କୁହାଯାଉଛି।

ଅନ୍ୟପଟେ ପାକିସ୍ତାନ ଇକୋନୋମିକ୍ସ କରିଡରରେ ଲାଗିଥିବା କମ୍ପାନୀମାନଙ୍କୁ କ୍ଷତି ସହିବାକୁ ପଡୁଛି। ସେପଟେ ବିଶ୍ୱ ବ୍ୟାଙ୍କ ଅକ୍ଟୋବର ସୁଦ୍ଧା କରଜ ପରିଶୋଧ କରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଛି। ଚଳିତ ବର୍ଷ ୧୨ ଆରବ ଡଲାରର ଆବଶ୍ୟକତା ରହିଛି। ସେଥିପାଇଁ ପାକିସ୍ତାନ ବିଦେଶରେ ଥିବା ତାଙ୍କ ନାଗରିକମାନଙ୍କୁ ଅଧିକ ଟଙ୍କା ପଠାଇବା ପାଇଁ ଖାସ୍‌ ଅଫରର ପ୍ରସ୍ତୁତ କରୁଛି। ପାକିସ୍ତାନର ପରିବହନ ବ୍ୟବସାୟ ମଧ୍ୟ ହ୍ରାସ ପାଇଛି। ଗତବର୍ଷ ପାକିସ୍ତାନର ବ୍ୟବସାୟ ୩୩ ଆରବ ଡଲାର ଥିଲା। ଅଶୋଧିତ ମୂଲ୍ୟ ବଢୁଥିବା ଯୋଗୁ ପାକିସ୍ତାନକୁ ଆହୁରି ଆର୍ଥିବ ଅନଟନ ସହିବ।

ମୁଖ୍ୟତଃ ଆମେରିକା ସହାୟତା ବନ୍ଦ କରିବାରୁ ପାକିସ୍ତାନ ଚୀନ ଉପରେ ଅଧିକ ନିର୍ଭରଶୀଳ ହେବାରେ ଲାଗିଛି। ଏଥିସହ  ପାକିସ୍ତାନରେ ଆଗାମୀ ଜୁଲାଇ ମାସରେ ନିର୍ବାଚନ ଆସୁଛି। ୨୦୧୩ ପରେ ପାକିସ୍ତାନ ପୁଣି ଥରେ ବୃହତ୍ତର ଆର୍ଥିକ ସଂକଟରେ ସମ୍ମୁଖୀନ ହେବାକୁ ଯାଉଛି। ଏଥିପାଇଁ ସେ ଆଇଏମ୍‌ଏଫ୍‌ର ସାହାଯ୍ୟ ନେଇପାରେ। ୨୦୧୩ରେ IMF ପାକିସ୍ତାନକୁ ୬.୭ ବିଲିୟନ ଡଲାର ସାହାଯ୍ୟ କରିଥିଲେ।   ଭାରତକୁ ଘେରିବା ପାଇଁ ଚୀନ ଲଗାତାର ପଡୋଶୀ ଦେଶର ଅସ୍ଥିରତାର ଫାଇଦା ଉଠାଇବାରେ ଲାଗିଛି।  ପଇସା ଦେବା ଆଳ କରି ଚୀନ ପୂର୍ବରୁ ଶ୍ରୀଲଙ୍କାକୁ ନିଜ ଜାଲରେ ଫସାଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story