ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌତାଲାଙ୍କ ସମ୍ପତ୍ତି ସିଜ୍‌ କଲା ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସି ଥିବା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ଝଟ୍‌କା ଲାଗିଛି। ଏହି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶ୍ରୀ ଚୌତାଲାଙ୍କ ପାଖାପାଖି ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀରେ ଥିବା ଏକ ଜମି ଏବଂ ଫାର୍ମ ହାଉସ ରହିଛି। ଏହି ସମ୍ପତ୍ତିର ମୂଲ୍ୟ ୧,୯୪,୫୨,୩୪୭ ଟଙ୍କା ବୋଲି ଇଡି ପକ୍ଷରୁ କୁହାଯାଇଛି। ପ୍ରିଭେସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ […]

e

e

Hemant Lenka
  • Published: Friday, 17 May 2019
  • Updated: 17 May 2019, 04:51 PM IST

Sports

Latest News

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସି ଥିବା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ଝଟ୍‌କା ଲାଗିଛି। ଏହି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶ୍ରୀ ଚୌତାଲାଙ୍କ ପାଖାପାଖି ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀରେ ଥିବା ଏକ ଜମି ଏବଂ ଫାର୍ମ ହାଉସ ରହିଛି।

ଏହି ସମ୍ପତ୍ତିର ମୂଲ୍ୟ ୧,୯୪,୫୨,୩୪୭ ଟଙ୍କା ବୋଲି ଇଡି ପକ୍ଷରୁ କୁହାଯାଇଛି। ପ୍ରିଭେସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ମାମଲରେ ଶ୍ରୀ ଚୌତାଲା ଏବେ ଜେଲ୍‌ରେ ଅଛନ୍ତି। ଏଥିସହ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ଓ ଇଡି ମଧ୍ୟ ତାଙ୍କ ବିରୋଧରେ ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story