ନିରବ ମୋଦିଙ୍କ ବିଦେଶୀ ସମ୍ପତ୍ତି ବ୍ୟାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ପରିଶୋଧରେ ଖିଲାପ କରି ବିଦେଶ ଫେରାର ହୋଇଯାଇଥିବା ନିରବ ମୋଦିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ନିରବ ଏବଂ ତାଙ୍କ ପରିବାର ସହିତ ଜଡ଼ିତ ଅଧିକାଂଶ ବିଦେଶୀ ସମ୍ପତ୍ତି ଜବତ କରିଛି ଇଡି। ଗତବର୍ଷ ଇଡି ନିରବଙ୍କର ୪୦୦୦ କୋଟିରୁ ଊର୍ଦ୍ଧ୍ୱ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଚିହ୍ନଟ କରିଥିଲା। ଏହାପରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ସମ୍ପତ୍ତି ଜବତ ପାଇଁ ଅନୁମତି ସହ ଏକ ଚିଠି […]

nirav modi

nirav modi

Subrat Kumar Nayak
  • Published: Tuesday, 02 July 2019
  • Updated: 02 July 2019, 09:48 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ପରିଶୋଧରେ ଖିଲାପ କରି ବିଦେଶ ଫେରାର ହୋଇଯାଇଥିବା ନିରବ ମୋଦିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ନିରବ ଏବଂ ତାଙ୍କ ପରିବାର ସହିତ ଜଡ଼ିତ ଅଧିକାଂଶ ବିଦେଶୀ ସମ୍ପତ୍ତି ଜବତ କରିଛି ଇଡି। ଗତବର୍ଷ ଇଡି ନିରବଙ୍କର ୪୦୦୦ କୋଟିରୁ ଊର୍ଦ୍ଧ୍ୱ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଚିହ୍ନଟ କରିଥିଲା। ଏହାପରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ସମ୍ପତ୍ତି ଜବତ ପାଇଁ ଅନୁମତି ସହ ଏକ ଚିଠି ଦେଇଥିଲେ। ଏହି ଚିଠି ଆମେରିକା, ବ୍ରିଟେନ୍‌, ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୁର ଏବଂ ହଂକଂକୁ ସରକାରୀ ସୂଚନା ଭାବେ ପଠାଯାଇଥିଲା।

ମଙ୍ଗଳବାର ସିଙ୍ଗାପୁର ହାଇକୋର୍ଟ ନିରବଙ୍କ ୪ଟି ବ୍ୟାଙ୍କ ଆକାଉଣ୍ଟ ବ୍ୟାଜ୍ୟାପ୍ତ କରିବାକୁ ଅନୁମତି ଦେଇଥିଲେ। ଏହାପରେ ଇଡି ପୂର୍ବୀ ମେହଟା ଏବଂ ତାଙ୍କ ସ୍ୱାମୀ ମୟଙ୍କ ମେହଟାଙ୍କ ନାମରେ ଥିବା ଚାରିଟି ଆକାଉଣ୍ଟ ଜବତ କରିଛି। ଏହି ୪ଟି ଆକାଉଣ୍ଟରେ ୪୪.୪୧ କୋଟି ଟଙ୍କା ରହିଥିବା କୁହାଯାଉଛି। ପୂର୍ବୀ ନୀରବଙ୍କ ଭଉଣୀ ଏବଂ ମୟଙ୍କ ତାଙ୍କ ଭିଣୋଇ।

ଏହାକୁ ମିଶାଇ ଇଡି ନିରବଙ୍କର ମୋଟ ୨୮୨.୫୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଲାଣି। ତାଙ୍କ ନାମରେ ମାମଲା ରୁଜୁ ହେବାପରେ ନିରବ ଦୁବାଇସ୍ଥିତ କମ୍ପାନୀରୁ ହଂକଂ କମ୍ପାନୀକୁ ସମ୍ପତ୍ତି ସ୍ଥାନାନ୍ତର କରିଥିଲେ। ସୂଚନାଯୋଗ୍ୟ ଯେ, ନିରବ ଏବଂ ତାଙ୍କ ମାମୁଁ ମେହୁଲ ଚୋକ୍‌ସି ପିଏନ୍‌ବି ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପରିମାଣର ଋଣ ନେଇ ପଳାତକ ସାଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story