ବିଟ୍‌ କଏନ୍‌ ମାମଲା: ଇଡି ଜାଲରେ ଫସିଲେ ଶିଳ୍ପାଙ୍କ ସ୍ୱାମୀ

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ବା ବିଟ୍ କଏନ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଲରେ ଛନ୍ଦି ହୋଇଛନ୍ତି ବିଶିଷ୍ଟ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା। ଏହି ମାମଲାରେ ଇଡି ସମନ ଜାରି କରିବା ପରେ ଆଜି ହାଜର ହୋଇଥିଲେ ରାଜ୍। ୨ ହଜାର କୋଟି ଟଙ୍କାର ବିଟ୍ କଏନ ମାମଲାରେ ରାଜ୍‌ଙ୍କୁ ସମନ ଜାରି କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ଇଡି ମୁଖ୍ୟ ଅଭିଯୁକ୍ତ ଅମିତ ଭରଦ୍ୱାଜଙ୍କୁ ଗିରଫ କରିସାରିଛି। ଏକ […]

kundra

kundra

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 08:59 PM IST

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ବା ବିଟ୍ କଏନ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଲରେ ଛନ୍ଦି ହୋଇଛନ୍ତି ବିଶିଷ୍ଟ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା। ଏହି ମାମଲାରେ ଇଡି ସମନ ଜାରି କରିବା ପରେ ଆଜି ହାଜର ହୋଇଥିଲେ ରାଜ୍। ୨ ହଜାର କୋଟି ଟଙ୍କାର ବିଟ୍ କଏନ ମାମଲାରେ ରାଜ୍‌ଙ୍କୁ ସମନ ଜାରି କରାଯାଇଥିଲା।

ପୂର୍ବରୁ ଏହି ମାମଲାରେ ଇଡି ମୁଖ୍ୟ ଅଭିଯୁକ୍ତ ଅମିତ ଭରଦ୍ୱାଜଙ୍କୁ ଗିରଫ କରିସାରିଛି। ଏକ ଫେକ୍ ୱେବ୍‌ସାଇଟ ଜରିଆରେ ବିଟ୍‌ କଏନ କାରବାର କରାଯାଇ ପାଖାପାଖି ୮ ହାଜର ଲୋକଙ୍କୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଇଡି ବିଭିନ୍ନ ଲିଙ୍କ ଖୋଜୁଛି। ଯେଉଁମାନଙ୍କ ଉପରେ ସନ୍ଦେହ ହେଉଛି, ସେମାନଙ୍କୁ ସମନ କରି ଜେରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story