ଆଧାର କାର୍ଡରେ ତଥ୍ୟ ହଡ଼ପ ପ୍ରସଙ୍ଗ: ଆମେରିକାର ଗୋଇନ୍ଦା ବିଶେଷଜ୍ଞ କହିଲେ ସତ କଥା

ନୂଆଦିଲ୍ଲୀ: ଆଧାର କାର୍ଡରେ ଦିଆଯାଇଥିବା ତଥ୍ୟକୁ ହଡପ କରାଯାଇପାରିବ ବୋଲି ରିପୋର୍ଟ ପ୍ରକାଶ କରିଥିବା ସାମ୍ବାଦିକଙ୍କୁ ସମର୍ଥନ କରିଛନ୍ତି ଆମେରିକାର ଏଡୱାଡ୍ ସ୍ନୋଡେନ୍।  ସେ ଖୋଲାଖୋଲି ସାମ୍ବାଦିକଙ୍କୁ ସମର୍ଥନ କରିଛନ୍ତି। ଆଧାରକାର୍ଡରେ ଅନିୟମିତାର ପର୍ଦ୍ଦାଫାଶ କରିଥିବା ସାମ୍ବାଦିକଙ୍କୁ ପୁରସ୍କାର ଦିଆଯିବା ଉଚିତ ବୋଲି ସ୍ନୋଡେନ୍ ଟ୍ୱିଟ୍ କରିଛନ୍ତି। ଆଧାର ଦ୍ୱାରା କୋଟି କୋଟି ଭାରତୀୟଙ୍କ ଗୋପନୀୟତା ଉଲଂଘନ ହେଉଛି ବୋଲି ସ୍ନୋଡେନ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଆଧାର କାର୍ଡ ସମ୍ପର୍କରେ ରିପୋର୍ଟ ଲେଖିଥିବା ସାମ୍ବାଦିକଙ୍କ ବିରୋଧରେ କୌଣସି […]

Edward

Edward

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 03:03 PM IST

Sports

Latest News

ନୂଆଦିଲ୍ଲୀ: ଆଧାର କାର୍ଡରେ ଦିଆଯାଇଥିବା ତଥ୍ୟକୁ ହଡପ କରାଯାଇପାରିବ ବୋଲି ରିପୋର୍ଟ ପ୍ରକାଶ କରିଥିବା ସାମ୍ବାଦିକଙ୍କୁ ସମର୍ଥନ କରିଛନ୍ତି ଆମେରିକାର ଏଡୱାଡ୍ ସ୍ନୋଡେନ୍।  ସେ ଖୋଲାଖୋଲି ସାମ୍ବାଦିକଙ୍କୁ ସମର୍ଥନ କରିଛନ୍ତି। ଆଧାରକାର୍ଡରେ ଅନିୟମିତାର ପର୍ଦ୍ଦାଫାଶ କରିଥିବା ସାମ୍ବାଦିକଙ୍କୁ ପୁରସ୍କାର ଦିଆଯିବା ଉଚିତ ବୋଲି ସ୍ନୋଡେନ୍ ଟ୍ୱିଟ୍ କରିଛନ୍ତି। ଆଧାର ଦ୍ୱାରା କୋଟି କୋଟି ଭାରତୀୟଙ୍କ ଗୋପନୀୟତା ଉଲଂଘନ ହେଉଛି ବୋଲି ସ୍ନୋଡେନ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ଆଧାର କାର୍ଡ ସମ୍ପର୍କରେ ରିପୋର୍ଟ ଲେଖିଥିବା ସାମ୍ବାଦିକଙ୍କ ବିରୋଧରେ କୌଣସି ଏତଲା ଦିଆଯାଇନାହିଁ ବୋଲି ଗତକାଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ପଷ୍ଟ କରିଥିଲେ।  ମାତ୍ର ୫ଶହ ଟଙ୍କା ବିନିମୟରେ ଯେ କୌଣସି ବ୍ୟକ୍ତିର ଆଧାର ତଥ୍ୟ ଜାଣିହେବ ବୋଲି ଟ୍ରିବ୍ୟୁନର ଜଣେ ସାମ୍ବାଦିକ ଲେଖିଥିଲେ।  ଏହାକୁ ଭିତ୍ତିହୀନ ଦର୍ଶାଇ ଆଧାର କର୍ତ୍ତୃପକ୍ଷ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story