କମୁନି ରୋହିଙ୍ଗ୍ୟାଙ୍କ ଦୁଃଖ: ନଦୀରେ ବୁଡ଼ି ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମିଆଁମାରରୁ ବାହାର କରାଯାଉଥିବା ରୋହିଙ୍ଗ୍ୟା ମୁସ୍‌ଲିମ୍‌ଙ୍କ ଦୁଃଖ ଥମିବାର ନାଁ ନେଉନାହିଁ। ମିଆଁମାରରୁ ରୋହିଙ୍ଗ୍ୟା ମୁସ୍‌ଲିମ୍‌ଙ୍କୁ ବାଂଲାଦେଶ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ଓଲଟି ପଡ଼ିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ୧୨ ଜଣ ନିଖୋଜ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଅଛନ୍ତି। ମିଆଁମାର ଓ ବାଂଲାଦେଶ ମଧ୍ୟରେ ଯାଇଥିବା ନଫ୍ ନଦୀରେ ଏହି ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାର କ୍ଷମତାଠାରୁ ଅଧିକ ଲୋକ ବସିଥିବାରୁ ତାହା […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 11:43 PM IST

Sports

Latest News

ନୂଆଦିଲ୍ଲୀ: ମିଆଁମାରରୁ ବାହାର କରାଯାଉଥିବା ରୋହିଙ୍ଗ୍ୟା ମୁସ୍‌ଲିମ୍‌ଙ୍କ ଦୁଃଖ ଥମିବାର ନାଁ ନେଉନାହିଁ। ମିଆଁମାରରୁ ରୋହିଙ୍ଗ୍ୟା ମୁସ୍‌ଲିମ୍‌ଙ୍କୁ ବାଂଲାଦେଶ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ଓଲଟି ପଡ଼ିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ୧୨ ଜଣ ନିଖୋଜ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଅଛନ୍ତି।

ମିଆଁମାର ଓ ବାଂଲାଦେଶ ମଧ୍ୟରେ ଯାଇଥିବା ନଫ୍ ନଦୀରେ ଏହି ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାର କ୍ଷମତାଠାରୁ ଅଧିକ ଲୋକ ବସିଥିବାରୁ ତାହା ବୁଡ଼ିଯାଇଥିବା କୁହାଯାଉଛି। ଏଥିରେ ୫୦ରୁ ଅଧିକ ରୋହିଙ୍ଗ୍ୟା ମୁସ୍‌ଲିମ୍‌ ବସିଥିଲେ ବୋଲି କୁହାଯାଉଛି। ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story