ଏନ୍‌କାଉଣ୍ଟରରେ ୮ ବର୍ଷ ଶିଶୁ ମୃତ

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ମଥୁରା ନିକଟ ମୋହନପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ  ଜଣେ ୮ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଗୁଳିଟି ଶିଶୁର ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ମୃତ ଶିଶୁର ପରିବାର ବର୍ଗ କହିଛନ୍ତି,“ ଦୁର୍ବୃତ୍ତମାନେ ଥିବା ସନ୍ଦେହ କରି ପୋଲିସ ଗୁଳିବିନିମୟ କରିଥିଲା। ହେଲେ ଶିଶୁର ମୁଣ୍ଡରେ ଗୁଳି ବାଜିଥିଲା।” ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ […]

firing

firing

Rakesh Mallick
  • Published: Thursday, 18 January 2018
  • Updated: 18 January 2018, 11:38 AM IST

Sports

Latest News

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ମଥୁରା ନିକଟ ମୋହନପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ  ଜଣେ ୮ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଗୁଳିଟି ଶିଶୁର ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା।

ମୃତ ଶିଶୁର ପରିବାର ବର୍ଗ କହିଛନ୍ତି,“ ଦୁର୍ବୃତ୍ତମାନେ ଥିବା ସନ୍ଦେହ କରି ପୋଲିସ ଗୁଳିବିନିମୟ କରିଥିଲା। ହେଲେ ଶିଶୁର ମୁଣ୍ଡରେ ଗୁଳି ବାଜିଥିଲା।”

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ  ତାଙ୍କ ପରିବାରବର୍ଗଙ୍କୁ  ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story