ଇଜିପ୍ଟ ଓ ଜର୍ମାନୀ ଗସ୍ତରେ ସୁଷମା

ନୂଆଦିଲ୍ଲୀ: ବୈଦଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜିଠୁ ଚାରି ଦିନିଆ ଜର୍ମାନୀ ଓ ଇଜିପ୍ଟ ଗସ୍ତରେ ଯାଇଛନ୍ତି।  ଏହି ଗସ୍ତ ସମୟରେ ସେ ବାଣିଜ୍ୟ ଓ ନିବେଶ ଉପରେ ଗୁରୁତ୍ୱ ଦେବେ। ସୁଷମାଙ୍କ  ଏହି ଗସ୍ତର ପ୍ରଥମ ଲକ୍ଷ୍ୟ ସ୍ଥଳ ହେଉଛି ଇଜିପ୍ଟ। ସେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫାତା ଆଇ ସିସିଙ୍କ ସହ ଆଲୋଚନା କରିବେ। ଏହାସହ ସେ ଇଜିପ୍ଟର ବୈଦେଶିକ ମନ୍ତ୍ରୀ ଓ ସେକଟ୍ରାରି ଜେନେରାଲଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। […]

sushma-swaraj-

sushma-swaraj-

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 10:45 AM IST

Sports

Latest News

ନୂଆଦିଲ୍ଲୀ: ବୈଦଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜିଠୁ ଚାରି ଦିନିଆ ଜର୍ମାନୀ ଓ ଇଜିପ୍ଟ ଗସ୍ତରେ ଯାଇଛନ୍ତି।  ଏହି ଗସ୍ତ ସମୟରେ ସେ ବାଣିଜ୍ୟ ଓ ନିବେଶ ଉପରେ ଗୁରୁତ୍ୱ ଦେବେ। ସୁଷମାଙ୍କ  ଏହି ଗସ୍ତର ପ୍ରଥମ ଲକ୍ଷ୍ୟ ସ୍ଥଳ ହେଉଛି ଇଜିପ୍ଟ। ସେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫାତା ଆଇ ସିସିଙ୍କ ସହ ଆଲୋଚନା କରିବେ। ଏହାସହ ସେ ଇଜିପ୍ଟର ବୈଦେଶିକ ମନ୍ତ୍ରୀ ଓ ସେକଟ୍ରାରି ଜେନେରାଲଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସୁଷୁମା ଏହି ଗସ୍ତ ଅବସରରେ ରାଜଧାନୀ କାଏରୋରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଇଜିପ୍ଟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି।

ସୁଷମା ତାଙ୍କର  ଏହି ଗସ୍ତର ଦ୍ୱିତୀୟ ଚରଣରେ ଜର୍ମାନୀ ଯିବେ।  ସେ ସେଠାରେ ଜର୍ମାନୀର ବୈଦେଶିକ ମନ୍ତ୍ରୀ ଓ ଅନ୍ୟ ନେତାଙ୍କ ସହ ଆଲୋଚନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story