ଅନୁରାଗ ଠାକୁରଙ୍କୁ ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଇବାକୁ ଇସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ପରବେଶ ସାହିବ ସିଂହଙ୍କୁ ଦିଲ୍ଲୀ ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଏହି ଦୁଇ ଜଣ ବିଜେପି ନେତା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ଏପରି ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଏକ ମଞ୍ଚରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଦେଇଥିବା ସ୍ଲୋଗାନ ବିବାଦ ଘେରକୁ ଆସିଛି। ବର୍ତ୍ତମାନ ଏହି ଭିଡିଓ ବେଶ ଭାଇରାଲ […]

anurag

anurag

Subrat Kumar Nayak
  • Published: Wednesday, 29 January 2020
  • Updated: 29 January 2020, 01:51 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ପରବେଶ ସାହିବ ସିଂହଙ୍କୁ ଦିଲ୍ଲୀ ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଏହି ଦୁଇ ଜଣ ବିଜେପି ନେତା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ଏକ ମଞ୍ଚରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଦେଇଥିବା ସ୍ଲୋଗାନ ବିବାଦ ଘେରକୁ ଆସିଛି। ବର୍ତ୍ତମାନ ଏହି ଭିଡିଓ ବେଶ ଭାଇରାଲ ହେଉଛି। ସେ ଏଥିରେ ଦେଶଦ୍ରୋହୀ ବାବଦରେ ଏକ ନାରା ଦେଇଥିଲେ। ଉତ୍ତର ପଶ୍ଚିମ ଦିଲ୍ଲୀରେ ସେ ନାରା ଦେଇଥିଲେ, ‘ଦେଶ କେ ଗଦାରୋଁ କୋ’। ଭିଡ଼ ଭିତରୁ ଜବାବ ଆସିଥିଲା ‘ଗୋଲି ମାରୋ ଶା....କୋ’।

ଏହାର ପୁରା ଅର୍ଥରେ କହିବାକୁ ଗଲେ, ଦେଶଦ୍ରୋହୀଙ୍କୁ ଗୁଳି ମାରିଦିଅ ବୋଲି କୁହାଯାଇଥିଲା। ଏହାକୁ ନେଇ ଗତକାଲି ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

ଅନୁରାଗଙ୍କ ନାରା ଦେବାର ଗୋଟିଏ ଦିନ ପରେ ବିଜେପି ସାଂସଦ ପରବେଶ ସାହିବ ସିଂହ କହିଥିଲେ, ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶହୀନ୍‌ ବାଗଠାରେ ଧାରଣାରେ ବସିଥିବା ଆନ୍ଦୋଳନକାରୀ ଆପଣମାନଙ୍କ ଘରେ ପଶିବେ ଏବଂ ମା’ ଭଉଣୀଙ୍କୁ ଦୁଷ୍କର୍ମ କରିବେ। ଆସନ୍ତା ଫେବୃଆରୀ ୮ ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story