ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇ ଅଡ଼ୁଆରେ ମାନେକା ଗାନ୍ଧି, ନିର୍ବାଚନ କମିଶନ ପଠାଇଲା ନୋଟିସ

ସୁଲତାନପୁର: ଜାତି, ଧର୍ମ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି। ଗୁରୁବାର ସୁଲତାନପୁର ବିଜେପି ସାଂସଦ ପ୍ରାର୍ଥ ମେନକା ଗାନ୍ଧି ନିର୍ବାଚନୀ ରାଲିରେ କହିଥିଲେ ଯଦି ମୁସଲମାନ ତାଙ୍କୁ ଭୋଟ ନ ଦିଅନ୍ତି ତାହେଲେ ଆଗାମୀ ଦିନରେ ବିଭିନ୍ନ ସୁଯୋଗରୁ ସେମାନେ ବଞ୍ଚିତ ହେବେ। ‘ମୁଁ ନିର୍ବାଚନ ଜିତି ସାରିଛି, ଏବେ ତୁମେ ଚିନ୍ତା କର କ’ଣ କରିବ’।ଏହାକୁ ନେଇ ସୁଲତାନପୁର ଜିଲ୍ଲା ନିର୍ବାଚନ ଅଧିକାରୀ ମାନେକା ଗାନ୍ଧିଙ୍କୁ ନୋଟିସ ପଠାଇଛନ୍ତି। […]

maneka-gandhi

maneka-gandhi

Subhransu Sekhar
  • Published: Saturday, 13 April 2019
  • Updated: 13 April 2019, 10:56 AM IST

Sports

Latest News

ସୁଲତାନପୁର: ଜାତି, ଧର୍ମ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି। ଗୁରୁବାର ସୁଲତାନପୁର ବିଜେପି ସାଂସଦ ପ୍ରାର୍ଥ ମେନକା ଗାନ୍ଧି ନିର୍ବାଚନୀ ରାଲିରେ କହିଥିଲେ ଯଦି ମୁସଲମାନ ତାଙ୍କୁ ଭୋଟ ନ ଦିଅନ୍ତି ତାହେଲେ ଆଗାମୀ ଦିନରେ ବିଭିନ୍ନ ସୁଯୋଗରୁ ସେମାନେ ବଞ୍ଚିତ ହେବେ। ‘ମୁଁ ନିର୍ବାଚନ ଜିତି ସାରିଛି, ଏବେ ତୁମେ ଚିନ୍ତା କର କ’ଣ କରିବ’।ଏହାକୁ ନେଇ ସୁଲତାନପୁର ଜିଲ୍ଲା ନିର୍ବାଚନ ଅଧିକାରୀ ମାନେକା ଗାନ୍ଧିଙ୍କୁ ନୋଟିସ ପଠାଇଛନ୍ତି।
ତେବେ ଶୁକ୍ରବାର ଏହି ଘଟଣାରେ ମାନେକା ଗାନ୍ଧି ପ୍ରତିକ୍ରିୟା ରଖି କହିଛନ୍ତି ତାଙ୍କ ମନ୍ତବ୍ୟକୁ ଗଣମାଧ୍ୟମରେ ବିଭ୍ରାନ୍ତିକର ରୂପରେ ଉପସ୍ଥାପିତ କରାଯାଇଛି, ସେ ମୁସଲମାନଙ୍କୁ ଭଲ ପାଆନ୍ତି ବୋଲି ସ୍ପଷ୍ଚୀକରଣ ରଖିଛନ୍ତି। ସେ ଜିତିସାରିଛନ୍ତି, ହେଲେ ବିନା ମୁସଲମାନ ଭାଇ ଭଉଣୀଙ୍କ ଭୋଟରେ ନିର୍ବାଚନ ଜିତିବା ତାଙ୍କୁ ଆତ୍ମସନ୍ତୋଷ ଦେବ ନାହିଁ ବୋଲି ସେ କହିଛନ୍ତି।
ତେବେ ବିରୋଧୀ କଂଗ୍ରେସ ମାନେକା ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛି। ଏଥିସହ ଏହି ବୟାନ ଆଧାରରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯାଉ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଦାବି କରିଛନ୍ତି।
ତେବେ ନିର୍ବାଚନ କମିଶନ ତାଙ୍କ ମନ୍ତବ୍ୟ ପାଇଁ ମାନେକାଙ୍କୁ ଶୋ କଜ ନୋଟିସ ପଠାଇଛନ୍ତି। ସୂଚନାଯୋଗ୍ୟ,ସାମ୍ପ୍ରଦାୟିକ ମାମଲାରେ ବିବାଦୀୟ ବୟାନ ଦେବାରୁ ବିଏସପି ସୁପ୍ରିମୋ ମାୟାବତୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନ ନୋଟିସ ପଠାଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story