ବୋଲ ମାନିଲେନି ହାତୀ, କ’ଣ ଘଟିଲା ଦେଖନ୍ତୁ ଭିଡିଓ

କଲମ୍ବୋ: ହାତୀ ବନ୍ୟ ଜନ୍ତୁ ହୋଇଥିଲେ ମଧ୍ୟ ଏହାକୁ ବିଭିନ୍ନ ଉପାୟରେ ମଣିଷ ନିୟନ୍ତ୍ରଣ କରିଆସିଛି। ଅକଥନୀୟ ଯନ୍ତ୍ରଣା ଦେଇ ହାତୀକୁ ମଣିଷ ପୋଷ ମନାଇଦେଇଥାଏ ସତ, ଏହି ହାତୀ ରାଗିଲେ କ’ଣ ହେବ କେବେ ଭାବିଛନ୍ତି। ଗୋଟିଏ ନୁହେଁ, ଦୁଇ ଦୁଇଟି ହାତୀ ଏକ ଧାର୍ମିକ ଉତ୍ସବରେ ଏଭଳି କାଣ୍ଡ ଘଟାଇଛନ୍ତି। ଏଥିରେ ସର୍ବମୋଟ ୧୭ ଜାଣ ଆହତ ହୋଇଛନ୍ତି। VIDEO: Two elephants run amok at religious parade in Sri Lanka. […]

elephant

elephant

Subrat Kumar Nayak
  • Published: Tuesday, 10 September 2019
  • Updated: 10 September 2019, 05:34 PM IST

Sports

Latest News

କଲମ୍ବୋ: ହାତୀ ବନ୍ୟ ଜନ୍ତୁ ହୋଇଥିଲେ ମଧ୍ୟ ଏହାକୁ ବିଭିନ୍ନ ଉପାୟରେ ମଣିଷ ନିୟନ୍ତ୍ରଣ କରିଆସିଛି। ଅକଥନୀୟ ଯନ୍ତ୍ରଣା ଦେଇ ହାତୀକୁ ମଣିଷ ପୋଷ ମନାଇଦେଇଥାଏ ସତ, ଏହି ହାତୀ ରାଗିଲେ କ’ଣ ହେବ କେବେ ଭାବିଛନ୍ତି। ଗୋଟିଏ ନୁହେଁ, ଦୁଇ ଦୁଇଟି ହାତୀ ଏକ ଧାର୍ମିକ ଉତ୍ସବରେ ଏଭଳି କାଣ୍ଡ ଘଟାଇଛନ୍ତି। ଏଥିରେ ସର୍ବମୋଟ ୧୭ ଜାଣ ଆହତ ହୋଇଛନ୍ତି।
https://twitter.com/AFP/status/1171311962459820033?s=20
ମିଳିଥିବା ସୂଚନା ଅନୁଯାୟୀ, ଏହି ହାତୀ ଉପରେ ବସିଥିବା ଜଣେ ମନ୍ଦିର କର୍ତ୍ତୃପକ୍ଷ ଏହି ଉଚ୍ଛୃଙ୍ଖଳ ହାତୀ ପିଠିରୁ ଖସିପଡ଼ି ଆହତ ହୋଇଥିଲେ। ଆଉ କିଛି ଜଣ ହାତୀ ସାମ୍ନାକୁ ଆସିଯିବାରୁ ଆହତ ହୋଇଥିଲେ।

ହାତୀଙ୍କ ବାବଦରେ ସବିଶେଷ ଜ୍ଞାନ ରଖିଥିବା ଲୋକେ କୁହନ୍ତି, ବର୍ତ୍ତମାନ ସେମାନଙ୍କ ମିଳନ ଋତୁ ଚାଲିଛି। ତେଣୁ ଏହି ସମୟରେ ହାତୀଙ୍କୁ ନିୟନ୍ତ୍ରଣ କରିବା ସହଜ ନୁହେଁ। ଏତଦ୍‌ବ୍ୟତୀତ ମନ୍ଦିର କର୍ତ୍ତୃପକ୍ଷ ମଧ୍ୟ କିଛି ବ୍ୟବସ୍ଥାକୁ ଏଡ଼ାଇ ଯାଇଥିବାରୁ ଏପରି ହୋଇଥିବା କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story