ପାଇଖାନା ନିର୍ମାଣ ଲାଗି ଇଞ୍ଜିନିୟରଙ୍କ ଅଜବ ସର୍ତ୍ତ

ରାୟପୁର: ରକ୍ଷଣଶୀଳ ବ୍ରାହ୍ମଣ ଘରେ ଶୌଚାଳୟ ନାହିଁ। ଆଉ ଏଇଥି ପାଇଁ ବାହାଘର ପରେ ବୋହୂ ଶ୍ୱଶୁର ଘର ଛାଡ଼ି ଚାଲି ଯାଉଛି। ଶୌଚାଳୟ ନିର୍ମାଣ ହେଲେ ଘରକୁ ଫେରିବାର ଧମକ ଦେଉଛି। ଶେଷରେ ବୋହୂ ନିଜ ଜିଦର ଜିତୁଛି। ବୋହୂ କଥାରେ ରାଜି ହୋଇ ଘରେ ଶୈଚାଳୟ ନିର୍ମାଣ ହୋଇଛି। ଏହା ହେଉଛି ହିନ୍ଦୀ ଫିଲ୍ମ ‘ଟଏଲଟ୍‌ ଏକ ପ୍ରେମ୍‌ କଥା’ର ସଂଳାପ। ସମାଜର ଚିତ୍ର ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଥିବା ବେଳେ ବାସ୍ତବ କଥା […]

Untitled-2

Untitled-2

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 07:11 PM IST

Sports

Latest News

ରାୟପୁର: ରକ୍ଷଣଶୀଳ ବ୍ରାହ୍ମଣ ଘରେ ଶୌଚାଳୟ ନାହିଁ। ଆଉ ଏଇଥି ପାଇଁ ବାହାଘର ପରେ ବୋହୂ ଶ୍ୱଶୁର ଘର ଛାଡ଼ି ଚାଲି ଯାଉଛି। ଶୌଚାଳୟ ନିର୍ମାଣ ହେଲେ ଘରକୁ ଫେରିବାର ଧମକ ଦେଉଛି। ଶେଷରେ ବୋହୂ ନିଜ ଜିଦର ଜିତୁଛି। ବୋହୂ କଥାରେ ରାଜି ହୋଇ ଘରେ ଶୈଚାଳୟ ନିର୍ମାଣ ହୋଇଛି। ଏହା ହେଉଛି ହିନ୍ଦୀ ଫିଲ୍ମ ‘ଟଏଲଟ୍‌ ଏକ ପ୍ରେମ୍‌ କଥା’ର ସଂଳାପ।

ସମାଜର ଚିତ୍ର ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଥିବା ବେଳେ ବାସ୍ତବ କଥା ସମ୍ପର୍କରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ୱଚ୍ଛ ଭାରତ ଅଭୀଯାନରେ ଶୌଚାଳୟ ନିର୍ମାଣ ପାଇଁ ସରକାର ପ୍ରୋତ୍ସାହନ ଯୋଗାଉଥିବା ବେଳେ ହିତାଧିକାରୀ ଯେ, କିଭଳି ସମସ୍ୟା ଭୋଗୁଛନ୍ତି ତାହାର ନଜିର ଦେଖିବାକୁ ମିଳିଛି ଛତିଶଗଡ଼ରେ। ପାଇଖାନା ନିର୍ମାଣ କାର୍ଯ୍ୟରେ ରହିଥିବା ଯନ୍ତ୍ରୀ ଜଣେ ମହିଳାଙ୍କୁ ଶୌଚାଳୟ ନିର୍ମାଣ ଲାଗି ରଖିଛନ୍ତି ଏକ ଅଜବ ସର୍ତ୍ତ । ଶାରୀରିକ ସମ୍ପର୍କ ରଖିଲେ ଯନ୍ତ୍ରୀ ମହୋଦୟ ନିର୍ମାଣ କାର୍ଯ୍ୟ ଶିଘ୍ର ସାରିଦେବେ ବୋଲି କହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଛତିଶଗଡ଼ର ରାୟଗଡ଼ ଜିଲ୍ଲା ତେନ୍ଦୁଡିପା ଜୁଟ୍‌ମିଲ୍‌ ଅଞ୍ଚଳର ଏହି ଘଟଣା। ଗ୍ରାମର ଜଣେ ମହିଳାଙ୍କ ଘରେ ଶୌଚାଳୟ ନ  ଥିଲା। ଏଥିପାଇଁ ସେ ନଗରପାଳିକା ସହ ଯୋଗାଯୋଗ କରିବା ପରେ ପାଇଖାନା ନିର୍ମାଣ ଆରମ୍ଭ ହୋଇଥିଲା। ହଠାତ୍‌

ନଭେମ୍ୱର ୨୧ ତାରିଖରେ ବେଆଇନ୍‌ ନିର୍ମାଣ ହେଉଥିବା ଦର୍ଶାଇ ନଗର ନିଗମ ପକ୍ଷରୁ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା। ଏହା ପରେ ହିତାଧିକାରୀ ମହିଳାଙ୍କ ଚିନ୍ତା ବଢି ଯାଇଥିଲା। ମହିଳା ଜଣକ ସବୁ କାଗଜପତ୍ର ଧରି ନଗର ନିଗମ ଅଫିସ ଯାଇଥିଲେ। ସେଠାରେ ଉପସ୍ଥିତ ଅତିରିକ୍ତ ଯନ୍ତ୍ରୀ ସମ୍ପୃକ୍ତ ମହିଳାଙ୍କ ଫୋନ୍‌ ନମ୍ୱର ରଖି କ’ଣ କରାଯିବ କହିବେ ବୋଲି କହିଥିଲେ।

୨୨ ତାରିଖରେ ସମ୍ପୃକ୍ତ ଯନ୍ତ୍ରୀ ମହିଳାଙ୍କୁ ଫୋନ୍‌ କରି ଅଶ୍ଲୀଳ ଭାଷାରା ଗାଳି ଦେବା ସହ ଶୌଚାଳୟ ବଦଳରେ ଶରୀରିକ ସମ୍ପର୍କ ରଖିବାକୁ ସର୍ତ୍ତ ରଖିଥିଲେ। ଏଥିରେ ରାଜି ନ ହେଲେ ଘର ଓ ଶୌଳାଚୟ ଭାଙ୍ଗି ଦେବି ବୋଲି ଧମକ ଦେଇଥିଲେ। ଏ ସମ୍ପର୍କରେ ମହିଳା ଜଣକ ନିକଟରେ ଜୁଟ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story