ସ୍ୱିପର ପଦବୀ ପାଇଁ ୪୬୦୭ ବିଟେକ୍‌, ଏମ୍‌ବିଏ ଓ ଏମ୍‌ସିଏ ଡିଗ୍ରୀଧାରୀଙ୍କ ଆବେଦନ

ଚେନ୍ନାଇ: ଯୋଗ୍ୟତା ଏମ୍‌ଟେକ୍, ବିଟେକ୍‌ ଏବଂ ଏମ୍‌ବିଏ ପୋଷ୍ଟ ଗ୍ରାଜୁଏଡ୍‌ ଇତ୍ୟାଦି, କିନ୍ତୁ ଆବେଦନ କରିଛନ୍ତି ସ୍ୱିପର ଏବଂ ପରିମଳ କର୍ମଚାରୀ ନିଯୁକ୍ତି ପାଇଁ। ଆଜ୍ଞା ହଁ ତାମିଲନାଡ଼ୁର ସଚିବାଳୟ ପାଇଁ କାଲି ହୋଇଥିବା କିଛି ପଦବୀ ପାଇଁ ଏମିତି ସବୁ ପ୍ରାର୍ଥୀ ଆବେଦନ କରିଛନ୍ତି। ସ୍ୱିପରଙ୍କ ପାଇଁ ୧୦ଟି ପଦବୀ ଖାଲିଥିବାବେଳେ ପରିମଳ କର୍ମଚାରୀଙ୍କ ପାଇଁ ୪ଟି ପଦବୀ ଖାଲି ଅଛି। ଏଥିପାଇଁ କିଛି ଡିପ୍ଳୋମା ଡିଗ୍ରୀଦାରୀ ମଧ୍ୟ ଆବେଦନ କରିଛନ୍ତି। ସେପ୍ଟେମ୍ବର ୨୬ରେ ଏହି […]

nijukti

nijukti

Subrat Kumar Nayak
  • Published: Wednesday, 06 February 2019
  • Updated: 06 February 2019, 09:23 AM IST

Sports

Latest News

ଚେନ୍ନାଇ: ଯୋଗ୍ୟତା ଏମ୍‌ଟେକ୍, ବିଟେକ୍‌ ଏବଂ ଏମ୍‌ବିଏ ପୋଷ୍ଟ ଗ୍ରାଜୁଏଡ୍‌ ଇତ୍ୟାଦି, କିନ୍ତୁ ଆବେଦନ କରିଛନ୍ତି ସ୍ୱିପର ଏବଂ ପରିମଳ କର୍ମଚାରୀ ନିଯୁକ୍ତି ପାଇଁ। ଆଜ୍ଞା ହଁ ତାମିଲନାଡ଼ୁର ସଚିବାଳୟ ପାଇଁ କାଲି ହୋଇଥିବା କିଛି ପଦବୀ ପାଇଁ ଏମିତି ସବୁ ପ୍ରାର୍ଥୀ ଆବେଦନ କରିଛନ୍ତି।

ସ୍ୱିପରଙ୍କ ପାଇଁ ୧୦ଟି ପଦବୀ ଖାଲିଥିବାବେଳେ ପରିମଳ କର୍ମଚାରୀଙ୍କ ପାଇଁ ୪ଟି ପଦବୀ ଖାଲି ଅଛି। ଏଥିପାଇଁ କିଛି ଡିପ୍ଳୋମା ଡିଗ୍ରୀଦାରୀ ମଧ୍ୟ ଆବେଦନ କରିଛନ୍ତି। ସେପ୍ଟେମ୍ବର ୨୬ରେ ଏହି ପଦବୀ ଗୁଡ଼ିକ ପାଇଁ ଆବେଦନ ଆହ୍ୱାନ କରାଯାଇଥିଲା।

କିନ୍ତୁ ପଦବୀଗୁଡ଼ିକ ପାଇଁ ଯୋଗ୍ୟତା ଥିଲା କେବଳ ଶାରିରୀକ ଭାବରେ ସେ ସକ୍ଷମ ହେବାର ଆବଶ୍ୟକ। ଏଥିପାଇଁ ସର୍ବନିମ୍ନ ବୟ ୧୮ ବର୍ଷ ଥିଲା। ସର୍ବାଧିକ ବୟ ଭିନ୍ନ ଭିନ୍ନ ଥିଲା।
ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସମେତ ମୋଟ ୪,୬୦୭ଟି ଆବେଦନ ଗ୍ରହଣ କରାଯାଇଛି। ଏଥରୁ ୬୭୭ ଆବେଦନ ନାକଚ ହୋଇଛି। ବାକି ସମସ୍ତେ ଆବଶ୍ୟକୀୟ ଯୋଗ୍ୟତା ପୂରଣ କରିପାରିଥିବା କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story